ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାସହ କାର୍ରେ ଥିବା ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍ସର୍' ନିଯୁକ୍ତି ସଂପର୍କରେ ପୋଲିସ ଏକ ପରିବା ବିକାଳି ଏବଂ ତାଙ୍କ ପୁଅକୁ ଗିରଫ କରିଛି। ନିଜକୁ ଦୋକାନ ମାଲିକ ବୋଲି ଦର୍ଶାଇ ସମାଜବାଦୀ ପାର୍ଟି କର୍ମୀ ଅଜୟ ଫୌଜୀ ଫେରାର୍ ଅଛନ୍ତି।
ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଭିଡିଓଟି AI ସହ ଜଡ଼ିତ।
ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜ ର ମୁକାବିଲା କରାଯାଇପାରିବ କି ନାହିଁ, ସେନେଇ ଖୋଲା ମତ ଲୋଡ଼ିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।
ନେପାଳରେ ଏକ ହେଲିକପ୍ଟର ନିଖୋଜ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ହେଲିକପ୍ଟରରେ ୬ ଜଣ ଥିଲେ।
ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାଶନ୍ ହୋଇଥିବା ବେଳେ ଆଉ କିଛି ଲୋକ ବାଧ୍ୟ ହୋଇ କରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ ପାଇଁ ସେଲୁନ୍କୁ ସର୍ବୋତ୍ତମ ବୋଲି ବିବେଚନା କରୁଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳେଇ ଦିଅନ୍ତି। ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରତିଦିନ ଉତ୍ତର ଭାରତରୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ। ବର୍ଷା ସମ୍ଭାବନା ନେଇ ଆସନ୍ତା ଦୁଇ ଦିନ ଯାଏ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।
ଭାରତରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ଅଧିକ ବୋଲି ଦେଖାଯାଇଛି। ଆଜି ଏହା ଭାରତର ସବୁଠୁ ବଡ ସମସ୍ୟା ରୂପେ ଠିଆ ହୋଇଛି। ଭାରରରେ ଜନସଂଖ୍ୟା ବୃଦ୍ଧିର ଅନେକ କାରଣ ରହିଛି। ଆସନ୍ତୁ ଏହିସବୁ କାରଣ ଉପରେ ନଜର ପକେଇବା ଏବଂ କେଉଁ ଉପାୟ ଅନୁସରଣ କଲେ ଏଥିରେ ଲଗାମ ଦେଇହେବ ସେ ବିଷୟରେ ଜାଣିନେବା।
‘ବିଶ୍ୱ ଜନସଂଖ୍ୟା ଦିବସ’ ପ୍ରତିବର୍ଷ ୧୧ ଜୁଲାଇରେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବିଶ୍ୱର ଜନସଂଖ୍ୟା ଧାରା ଏବଂ ଏହାର ପ୍ରଭାବ ପ୍ରତି ଧ୍ୟାନ ଆକର୍ଷିତ କରିବା।
ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।
ଜେରାବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଧରାପଡ଼ିଛି ଅନ୍ୟତମ ହନିଟ୍ରାପ୍ କୁଇନ୍ ନୁର୍ ଫତିମାର ବଡ଼ ଲିଙ୍କ୍। ଫତିମା ହେଉଛି, ସେହି ମାୟାବିନୀ ଯିଏ ରାଜସ୍ଥାନର ଆର୍ମି ଅଫିସରଙ୍କୁ ଟ୍ରାପ୍ କରି ସିକ୍ରେଟ୍ ତଥ୍ୟ ପଠାଇଥିଲା ପାକିସ୍ତାନ ଏଜେଣ୍ଟଙ୍କୁ।
HCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।
ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା।
'ଜୱାନ୍'ର ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଏହାର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଭିଡିଓରେ ଶାହରୁଖ ଖାନଙ୍କ ଦମଦାର୍ ଡାଏଲଗ୍ ସମସ୍ତଙ୍କୁ ରୋମାଞ୍ଚିତ କରିବା ଭଳି।
କେତେବେଳେ ସ୍ୱାର୍ଥ ସରିଗଲେ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛି ତ କେତେବେଳେ ସ୍ୱାମୀ ସ୍ତ୍ରୀକୁ । ସ୍ୱାମୀକୁ ଚାକିରି କରାଇବା ଲାଗି ପର ଘରେ ପୋଛା ମାରିବା ପରେ ବି ସ୍ତ୍ରୀର ଭଲ ପାଇବାକୁ ବୁଝି ପାରିଲାନି ସ୍ୱାମୀ । ଶେଷରେ ସ୍ତ୍ରୀକୁ ପାଖରେ ରଖିବାକୁ ମନା କରିଦେଲା ସ୍ୱାମୀ ।
ବଲିଉଡ୍ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ।
୧୩ ମାସର ଛୁଆ ଉପରେ କାର୍ ଚଢ଼ାଇ ଦେଲା ମା’। ଏଥିରେ କଅଁଳ ଶିଶୁର ମୃତ୍ୟୁ ହୋଇଛି।
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ...ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ତ୍ରୀ। ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ବୈଷ୍ଣୋ ଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି।
ଭଗବାନ ଶିବଙ୍କ ଶ୍ୱଶୁର ଏବଂ ମାତା ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ କେବେ ପସନ୍ଦ କରନ୍ତି ନାହିଁ। ପୌରାଣିକ କଥା ଅନୁଯାୟୀ, ରାଜା ଦକ୍ଷ ଏବଂ ଭଗବାନ ଶିବଙ୍କ ମଧ୍ୟରେ ତିକ୍ତତାର ତିନୋଟି କାରଣ ଅଛି। ଆସନ୍ତୁ ଜାଣିବା।
କାଶ୍ମୀର ଠୁ ଦିଲ୍ଲୀ ଯାଏ ସତେ ଯେମିତି ପାଣିରେ ବୁଡ଼ି ରହିଛି। ପ୍ରକୃତିର କୋପ ଏତେ ଯେ, କେଉଁଠି କାର୍ ଭାସି ଯାଇଛି ତ, ଆଉ କେଉଁଠି ବ୍ରିଜ୍ ଭୁଶୁଡ଼ି ପଡ଼ିଛି। କେଉଁଠି ନଦୀର ପ୍ରଖର ସୁଅରେ ପୁରା ଗାଁ ବୁଡ଼ି ଯାଇଛି।
ଶିବ ଭକ୍ତମାନେ ବୋଲ୍ବମ୍ ଯାତ୍ରାରେ ନଦୀର ପବିତ୍ର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍ବମ୍’ ନାରା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ।
ଆଜି ଶ୍ରାବଣ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼...କାଉଡିଆଙ୍କ ଲାଗି ଖୋଦ୍ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ