ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। କେଉଁଠି ଆଳତି କରାଯାଉଛି ତ ଆଉ କେଉଁଠି ପ୍ରାର୍ଥନା କରୁଛନ୍ତି ଛାତ୍ରଛାତ୍ରୀ...
୨୦୧୯ ମସିହା ଜୁଲାଇ ୨୨, ଉତ୍କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା।
ଚନ୍ଦ୍ରୟାନ-୩ ଲ୍ୟାଣ୍ଡର୍ ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ ।
ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ।
ଗତ ୩୦ ବର୍ଷ ହେବ ସେ ମୋଦିଙ୍କୁ ରାଖି ବାନ୍ଧୁଛନ୍ତି । ଏହି ଥର ମଧ୍ୟ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ରାଖି ବାନ୍ଧିବେ ବେଲି ଜଣାପଡିଛି ।
ଚନ୍ଦ୍ରୟାନ ଥ୍ରୀର ସଫଳ ମନାସୁଛି ସାରା ଦେଶ । ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ଉପରେ ନଜର ।
ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।
ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍ । କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର।
IBPS ପ୍ରୋବେସନାରୀ ଅଫିସର(PO) / ମ୍ୟାନେଜମେଣ୍ଟ ଟ୍ରେନିଂ(MT) ଏବଂ ସ୍ପେଶାଲିଷ୍ଟ ଅଫିସର(SO) ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବଢେଇଛି। ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରି ନାହାଁନ୍ତି ସେମାନେ ଏହାର ସୁବର୍ଣ୍ଣ ସୁଯୋଗ ନେଇପାରିବେ।
ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'
ଆସନ୍ତାକାଲି ନହେଲେ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରୟାନ-୩। କାଲି ଯଦି ପରିସ୍ଥିତି ଅନୁକୂଳ ନହେଲା, ୨୭ରେ ଲ୍ୟାଣ୍ଡିଂ କରାଯିବ। ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।
'ଦେଶୀ ଦେଶୀ ନ ବୋଲ୍ୟା କର…' ସିଙ୍ଗର୍ ରାଜୁ ପଞ୍ଜାବୀଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାଜୁଙ୍କୁ ହିସାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାୟକ ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କୁକର୍ମ କରି ଫେରାର ମାରିବାକୁ ଷଡ଼ଯନ୍ତ୍ର ରଚିଥିଲା କୁତ୍ସିତ ମଣିଷ, ପରିବାର ସହ ଫେରାର ଉଦ୍ୟମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।
ଚନ୍ଦ୍ରର ଭୂଚଳନ, ଆଭ୍ୟନ୍ତରୀଣର ଗଠନ ସଂପର୍କରେ ତଥ୍ୟ ସଂଗ୍ରହ । ପ୍ଲାଜମାର ସାନ୍ଦ୍ରତା, ତାପମାତ୍ରା ମାପିବ ପ୍ରଜ୍ଞାନ ।
ଭାରତର ପ୍ରଥମ ଏଲିଭେଟେଡ୍ ଏକ୍ସପ୍ରେସ ୱେ । ୪ସ୍ତରୀୟ ଏକ୍ସପ୍ରେସ ୱେ, କ୍ଲୋଭରଲିଫ୍ ଇଣ୍ଟରଚେଞ୍ଜ ।
କାଭାଲା ଗୀତରେ ଏବେ ଖୁବ୍ ଭାଇରାଲ ହେଉଛନ୍ତି କ୍ୟୁଟି କୁନିଝିଅ । ତାଙ୍କର ଡ୍ୟାନ୍ସ ସାଙ୍ଗକୁ ପ୍ରତିଟି ଷ୍ଟେପ୍ ଯେମିତି ଲୋକଙ୍କୁ ବାନ୍ଧି ରଖିଛି । ଗୀତର ତାଳେ ତାଳେ ଠୁମ୍କା ଲଗାଉଛି କୁନିଝିଅ ।
ହେୟାର କ୍ଲିପ୍କୁ ରୋଡିୟମ୍ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଏହାବ୍ୟତୀତ ତାଙ୍କ ଲଗେଜ୍ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ମଧ୍ୟ ମିଳିଛି।
କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।
ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।
ବିଜେପିର ଟପ୍ ନେତା, ସବୁ ଦମ୍ ଲଗାଇବା ପରେ ବି କିଭଳି ରାହୁଲ ଗାନ୍ଧିଙ୍କୁ ସଂସଦ ଆସିବା ଉପରେ ରୋକ ଲଗାଇପାରି ନାହାଁନ୍ତି, ତାକୁ କାର୍ଟୁନ୍ ମାଧ୍ୟମରେ ଭିଡିଓରେ ଦର୍ଶାଇଛି କଂଗ୍ରେସ ।
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।
ଉତ୍ସାହ..ଉତ୍କଣ୍ଠା..ଉତ୍ସୁକତା..ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟା ୬ଟା ୪ ବେଳର ଚନ୍ଦ୍ରୟାନ ମୁହୂର୍ତ୍ତକୁ । ତେଣେ ଜହ୍ନ ରାଇଜରେ ବି ଦକ୍ଷିଣ ମେରୁ ବିଜୟ ପାଇଁ ପାଗ ଭିଡ଼ି ସାରିଲାଣି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ।
ସଲମାନ ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହଟ ଟପିକ୍ ହୋଇ ଠିଆ ହୋଇଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଲୁକ୍। ତାଙ୍କୁ ଏମିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି ବୁଝିପାରୁ ନାହାନ୍ତି ଏହା ପଛର ରହସ୍ୟ କ’ଣ। ଏମିତି କ’ଣ ହେଲା ଯେ ତାଙ୍କୁ ଲଣ୍ଡା ହେବାକୁ ପଡିଲା
ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ବି ହେଲାନି ରାସ୍ତା କାମ। ରାସ୍ତାରେ ହୋଇଥିବା ଖାଲ ଅନେକ ଜୀବନକୁ ବିପଦରେ ପକେଇଲା। ଅତିଷ୍ଠ ହୋଇ ଯୁବକ ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ।
ଖବର କାଗଜରେ ନିଜ ସମ୍ପର୍କରେ କିଛି ତଥ୍ୟ ଦେବା ସହ ଯୁବତୀ ଜଣକ ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଖବର କାଗଜରେ ଏକ ଆଡ୍ ମଧ୍ୟମରେ ଯୁବତୀ ଲେଖିଛନ୍ତି, ‘ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଚାହୁଁଛି ।