କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TELSA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି ।
ଏହାର ଅଫିସିଆଲ ୱେବ୍ସାଇଟ୍ ହେଲା, bankofmaharashtra.in. । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।
ୟୁଏନ୍ଏଚ୍ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।
ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏ କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ ।
ମାତ୍ର ଗୋଟିଏ କ୍ଲିକ୍ରେ କରିହେବ ପେମେଣ୍ଟ । ବିନା ୟୁପିଆଇ ପିନ୍ ଦେଇ କରିହେବ ଟ୍ରାଞ୍ଜାକ୍ସନ ।
କିଛି ଲୋକ ଜୀବନ ବିକଳରେ କାଚ ଭାଙ୍ଗି ସିଧା ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।
ଲାଲ୍ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...
ଆସନ୍ତାକାଲି ଭାରତର ବହୁ ପ୍ରତୀକ୍ଷିତ ତୃତୀୟ ମୁନ୍ ମିଶନ୍ । ଚନ୍ଦ୍ରଯାନ-୩କୁ ଧରି ଲଞ୍ଚ ପ୍ୟାଡରେ ପ୍ରସ୍ତୁତ ରହିଛି ବୃହତକାୟ ରକେଟ୍ LVM3-M4 । ଏବେ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରେ ସ୍ଥିତି କିଭଳି ରହିଛି ଏବଂ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେଲେ ଜହ୍ନ ରାଇଜରେ କେବେ ପାଦ ଥାପିବ, ସେ ନେଇ ଚର୍ଚ୍ଚା ଚାଲିଛି।
ମିଶନର ସଫଳତା କାମନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନା
ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।
ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ?
କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।
ଅନ୍ତର୍ଜାତୀୟ ଗଣମାଧ୍ୟମ ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୨୫ରେ ସୂର୍ଯ୍ୟ ତାହାର ସୋଲାର ମ୍ୟାକ୍ସିମମ ସ୍ଥିତିକୁ ଆସିଯିବ। ଯାହାକୁ ସାମ୍ନା କରିବାକୁ ଆଜିକାର ଡିଜିଟାଲ ଦୁନିଆ ପ୍ରସ୍ତୁତ ନୁହେଁ। ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ବିଭିନ୍ନ ଆଶଙ୍କା ଓ ଚର୍ଚ୍ଚା ହେଉଛି।
ଚାପୁଡ଼ା ମାରି ବିଧାୟକଙ୍କ ଗାଲ ନାଲି କରିଦେଲେ ମହିଳା । ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯାଇଥିଲେ..ଅପମାନିତ ହୋଇ ଫେରିଲେ ।
ଟମାଟୋ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖଣ୍ତଯୁଦ୍ଧ । ବିନା ପଚାରି ଟମୋଟା ବ୍ୟବହାର କରିବାରୁ ଚିହିଁକି ଉଠିଲେ ସ୍ତ୍ରୀ । ଶେଷରେ ଘର ଛାଡ଼ି ପଳାଇଲେ ।
ପାପ ପ୍ରଣୟ ପାଇଁ ପିଶାଚୀ ପାଲଟିଗଲା ମା’ । ସତରେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ । ନିଜ ଜନ୍ମକଲା ପିଲାକୁ ନିଜ ହାତରେ ମାରିପାରେ ।
ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ଦଳ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି ।
PM Modi France Visit : ୨ଦିନିଆ ଗସ୍ତବେଳେ ଫୋକସରେ ରହିବ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଡିଲ୍ । ଫ୍ରାନ୍ସ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।
ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି।
ଭିଡିଓଟି ଦେଖିବାକୁ ଫିଲ୍ମ ଭଳି ଖୁବ୍ ରୋମାଞ୍ଚକର ମଧ୍ୟ ହୋଇଛି । ଅନେକ ଏହାକୁ ଲାଇକ୍ ସେୟାର କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି ।
ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ଟମାଟୋ ଦର ବଢିବା ପରେ କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ଚାଷୀ ପରିବାର ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି।