• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Harry Potter
୩୨ ଲକ୍ଷରେ ବିକିଦେଲେ ୧୧ ଟଙ୍କିଆ ବହି, ଜାଣନ୍ତୁ ରହସ୍ୟ..

୧୧ ଟଙ୍କାରେ କିଣା ହୋଇଥିବା ବହିଟି ୩୨ ଲକ୍ଷରେ ବିକ୍ରି ନେଇ ଆମେରିକାରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Delhi Flood
ବନ୍ୟାରେ ଭାସୁଛି ଦିଲ୍ଲୀ, ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି

ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।

Sare Jahan Se Achha
ଆକାଶରେ ରାଫେଲ୍‌ର ଗର୍ଜନ, ଫ୍ରାନ୍ସ ଜାତୀୟ ଦିବସ ସମାରୋହରେ ‘ସାରେ ଜାହାଁ ସେ ଅଚ୍ଛା ’ ଧୁନ୍

Bastille Day Parade: ଭାରତର ୪ଟି ରାଫେଲ ଫାଇଟର ଜେଟ୍ ସହିତସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା

Shah Rukh Khan’s Pathaan Beats Baahubali On Day One In Russia
ଶାହରୁଖଙ୍କୁ ଆଉ ଏକ ସଫଳତା; ‘ବାହୁବଲୀ’ର ରେକର୍ଡ ଭାଙ୍ଗି ଆଗରେ ‘ପଠାନ୍’

ଶାହରୁଖ ଖାନ ଓ ଦୀପିକା ପାଦୁକନ ଷ୍ଟାରର ‘ପଠାନ’ ଏବେ ପୁଣି ଏକ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଏବେ ଋଷ ଏବଂ କମନ୍‌ୱେଲଥ୍ ଅଫ୍ ଇନ୍‌ଡିପେଡେଣ୍ଟ୍ ଷ୍ଟେଟ୍‌ (CIS) ର ୩,୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ପ୍ରଥମ ଦିନର ରୋଜଗାରରେ ଏହା ବାହୁବଲୀର ରେକର୍ଡ ଭାଙ୍ଗିଛି।

NER Recruitment 2023
ଭାରତୀୟ ରେଳ ବିଭାଗରେ ନିଯୁକ୍ତି ସୁଯୋଗ; ITI ପାସ୍‌ କରିଥିଲେ ମିଳିବ ଚାକିରି !

ନିଯୁକ୍ତିକୁ ନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ କିଛି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ ।

Balasore train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି : ଜେଲ ଗଲେ ୩ ଅଭିଯୁକ୍ତ

ରିମାଣ୍ଡ ଶେଷ ପରେ ଜେଲ୍ ଗଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି CBI ।

Woman Need Husband
‘ଯିଏ ମୋ ପାଇଁ ସ୍ୱାମୀ ଖୋଜିଦେବ, ତାକୁ ଦେବି ୪ ଲକ୍ଷ’

ଲାଇଫ୍‌ ପାର୍ଟନର ଖୋଜିବା ପାଇଁ ସୋସିଆଲ୍‌ ମିଡିଆରେ ବିଜ୍ଞପ୍ତି ଦେଲେ ଜଣେ ମହିଳା । ଯୋଗ୍ୟ ବର ଖୋଜିଦେଲେ ଦେବେ ୪ ଲକ୍ଷ ଟଙ୍କା ।

love story
ପ୍ରେମିକ ସହ କଥା ହେବାକୁ ମନାକଲେ ବାପା, ଥାନାରେ ଅଭିଯୋଗ କଲା ଝିଅ

ଜୀବନର ସବୁ ହସଖୁସିରେ ସେ ପାଖରେ ଥିଲେ । ଝିଅ ଯେତେବେଳେ ଯାହା ମାଗୁଥିଲା..ସବୁ ଆଣି ଥୋଇ ଦେଉଥିଲେ.. ହେଲେ ସେହି ବାପାଙ୍କୁ ପ୍ରେମ ପାଇଁ ପୋଲିସ୍‌ ହାତରେ ବନ୍ଧାଇଲା ଝିଅ ।

Hanuman Chalisa
ଚୋରି କରିବା ପୂର୍ବରୁ ଚୋର ପଢ଼ିଲା ହନୁମାନ ଚାଳିସା, ୧୦ ଟଙ୍କା ଦକ୍ଷିଣା ବି ଦେଲା...

ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଆସିଲା । ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ବସିଲା । ସେଠାରେ ବହି ଖୋଲି ହନୁମାନ ଚାଳିସା ପଢ଼ିଲା । ଠାକୁରଙ୍କୁ ଯେମିତି ଭକ୍ତି କରିବା କଥା ସେସବୁ ସମ୍ପନ୍ନ କଲା ।

Mahesh Babu’s 11-year-old daughter Sitara charged Rs 1 crore for jewellery ad
ଚର୍ଚ୍ଚାରେ ମହେଶ ବାବୁଙ୍କ ୧୧ ବର୍ଷର ଝିଅ; ଗୋଟିଏ ବିଜ୍ଞାପନକୁ ନେଲେ କୋଟିଏ ଟଙ୍କା

ମହେଶ ବାବୁଙ୍କ ସୁନ୍ଦରୀ ଝିଅ ସୀତାରା ଆଜିକାଲି ଚର୍ଚ୍ଚାରେ। ସେ ସମସ୍ତ ଷ୍ଟାର୍‌କିଡ୍‌ମାନଙ୍କୁ ପଛରେ ପକେଇ ଦେଇଛନ୍ତି। ଏକ ବିଜ୍ଞାପନ ପାଇଁ ସୀତାରା ମୋଟା ରକମର ଚାର୍ଜ କରିଛନ୍ତି।

Akhilesh Yadav
STF କୁ ‘ସ୍ପେଶାଲ ଟମାଟୋ ଫୋର୍ସ’ କହିଲେ ଅଖିଲେଶ, ହେଲେ କାହିଁକି ?

ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।

Operation Theater
ବିରଳ ଅସ୍ତ୍ରୋପଚାର ! ବେକରୁ ପ୍ରାୟ ଅଲଗା ହୋଇଯାଇଥିଲା ମୁଣ୍ଡ, ଯୋଡ଼ିଦେଲେ ଡାକ୍ତର

ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍‌ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

Robbers kill farmer who made lakhs selling tomatoes
ଚାଷୀଙ୍କ ଜୀବନ ନେଲେ ଦୁର୍ବୃତ୍ତ, ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ...

ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ, ହେଲେ ପରେ ଦୁର୍ବୃତ୍ତମାନେ ଚାଷୀଙ୍କ ଜୀବନ ନେଇଗଲେ।

Chandrayaan 3
ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।

AI Anchor Lisa On Chandrayaan 3
AI ଆଙ୍କର ଲିସା ଦେଲା ତଥ୍ୟ- କେମିତି ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହେଲା ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ?

କେମିତି ଆରମ୍ଭ ହେଲା ଭାରତର ଚନ୍ଦ୍ର ଅଭିଯାନ ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ? ଏହାର ଆୟୁଷ କେତେ ଦିନ ? ଏସମ୍ପର୍କରେ AI ଆଙ୍କର ଲିସା ତଥ୍ୟ ଦେଇଛନ୍ତି। ‌

Crime Against Women
ବୀଭତ୍ସ କାଣ୍ତ; ଯୁବତୀଙ୍କୁ ଅପହରଣ ପରେ ଏସିଡ୍‌ ପକାଇ ହତ୍ୟା

ରାଜସ୍ଥାନ କରୌଲି ଜିଲ୍ଲାରେ ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଏସିଡ୍‌ ପକାଇ ହତ୍ୟା କରାଯାଇଛି ।

Detroit police commissioner caught in vehicle with sex worker
କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ। ଡେଟ୍ରୋଇଟ୍‌ ବୋର୍ଡ ଅଫ୍‌ ପୋଲିସ୍‌ କମିଶନର ବ୍ରିଆନ୍‌ ଫର୍ଗୁସନ୍‌ କାର୍‌ ଭିତରେ ଜଣେ ଦେହଜୀବୀଙ୍କ ସହ ଧରାପଡ଼ିବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି।

Inspiration
ଦିବ୍ୟାଙ୍ଗ ହେବା ପରେ ବି ହାର ମାନିନାହାଁନ୍ତି, ଟାଣୁଛନ୍ତି ଠେଲା ଗାଡ଼ି...ଦେଖନ୍ତୁ ଏହି ଭିଡିଓ

ଗୋଟିଏ ଗୋଡ ନାହିଁ...କିନ୍ତୁ ସେ ହାର ମାନିନାହାନ୍ତି । ବରଂ ଟାଣୁଛନ୍ତି କାଠ ଗାଡ଼ି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

yashasvi-jaiswal
ଡେବ୍ୟୁ ଟେଷ୍ଟରେ ଧୁଆଁଧାର ବ୍ୟାଟିଂ, ଦ୍ୱିଶତକ ଆଡ଼କୁ ଯାଉଛନ୍ତି ଯଶସ୍ୱୀ

ଏବେ ସୁଦ୍ଧା ଭାରତୀୟ ଦଳ ୧୬୨ ରନ୍‌ରେ ଆଗୁଆ ରହିଛି ।

Delhi Yamuna River
ବୁଡ଼ିଗଲାଣି ଅଧା ଦିଲ୍ଲୀ, ଆହୁରି ବିଗିଡ଼ୁଛି ସ୍ଥିତି

ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।

Modi Modi Chants Erupt In Paris
‘ମୋଦି..ମୋଦି’, ‘ଭାରତ ମାତା କୀ ଜୟ’ ଧ୍ୱନିରେ କମ୍ପିଲା ପ୍ୟାରିସ

‘ମୋଦି..ମୋଦି’ ଏବଂ ‘ଭାରତ ମାତା କୀ ଜୟ’ ଧ୍ୱନିରେ ପ୍ରକମ୍ପିତ ହେଲା ପ୍ୟାରିସ ସହର। ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରବାସୀ ଭାରତୀୟଙ୍କ ଠାରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।

ISRO to launch their historic third lunar mission Chandrayaan 3 today
ଭାରତ ପାଇଁ ଗର୍ବ ଓ ଗୌରବର ଦିନ: ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

Chandrayaan-3
ଜହ୍ନର ରହସ୍ୟ ଭେଦ ପାଇଁ ପୁଣି ତୟାର୍ ଚନ୍ଦ୍ରୟାନ-୩

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ସରିଛି ରିହର୍ସାଲ୍, ମିଳିଛି ଗ୍ରୀନ୍ ସିଗ୍ନାଲ୍। ଲଞ୍ଚପ୍ୟାଡରେ ତୟାର୍ ଇସ୍ରୋର 'ବାହୁବଳୀ'। ଅପେକ୍ଷା.. ଆସନ୍ତାକାଲିର 'ଚନ୍ଦ୍ରୟାନ' ମୁହୂର୍ତ୍ତକୁ।

Delhi Floods update
ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।

special masala dosa
ଦୋସାରେ ସମ୍ବର ଦେବାକୁ ଭୁଲିଗଲେ ୱେଟର; ଗ୍ରାହକଙ୍କୁ ୩,୫୦୦ ଟଙ୍କା ଜରିମାନା ଗଣିଲା ରେଷ୍ଟୁରାଣ୍ଟ

ଦୋସାରେ ସମ୍ବର ନଥିବା କାରଣରୁ ଏହି ଜରିମାନା ଦେଇଥିବା କୁହାଯାଉଛି । ଗ୍ରାହକ ଜଣକ ରେଷ୍ଟୁରାଣ୍ଟକୁ ଆସି ସ୍ପେଶାଲ୍ ମସାଲା ଦୋସା ମଗାଇଥିଲେ । ଯାହାର ମୂଲ୍ୟ ୧୪୦ ଟଙ୍କା ରହିଥିଲା ।