ବଳି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି ।
ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।
PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍ କରିଗଲେ ମହିଳା ।
ପାଲସନର ଗାଁରୁ ଏହି ଟ୍ରକ୍ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା ।
ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିଲେ ।
ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।
ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ରକ୍ତସ୍ରାବ ବନ୍ଦ କରିବାକୁ ଶାହାରୁଖ୍ଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା ।
ସପ୍ତାହେ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ EDରେ ହାଜର ହେବାକୁ ନୋଟିସ କରାଯାଇଥିଲା ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ମା’ ତଥା ଛୁଆ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ୍...
ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ଭଲ ରୋଜଗାର କରିବାକୁ ହେଲେ ଏବେର ସମୟରେ ଡିଜିଟାଲ ମାର୍କେଟିଂ ହେଉଛି ସବୁଠାରୁ ଭଲ ବିକଳ୍ପ । ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କିଛି ନୂତନ ଏବଂ ବୈଷୟିକ କଳା ଶିଖିବାର ନିରନ୍ତର ସୁଯୋଗ ରହିଛି ।
ଖଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ।
ଗତ ସପ୍ତାହରେ ଜଣେ ମହିଳା ପୋଶ ଅଞ୍ଚଳ ଜୁବୁଲି ହିଲ୍ସର ଏକ କ୍ଲିନିକକୁ ଯାଇଥିଲେ । ହେଲେ ତାଙ୍କ ଚେକଅପ୍ ସମୟରେ ମହିଳା ଜଣକ ତାଙ୍କ ହୀରା ମୁଦିକୁ ଟେବୁଲ ଉପରେ ରଖିଥିଲେ ।
ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।
ଦୁର୍ବୃତ୍ତ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା । ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ଅଟକ ରଖିଲା ।
ଗଂଜାମ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର ଗାଁରେ ଶୋକାକୁଳ ପରିବେଶ । ବାଜା ବଜାଇ ଶିକ୍ଷକଙ୍କୁ ଗାଁ ପରିକ୍ରମା କରାଇଲେ ଛାତ୍ରଛାତ୍ରୀ।
ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ । ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ଦ୍ୱାରା ନିଆଁ ଆୟତ୍ତ ।
ଭାଇରାଲ ହେଉଛି ଶିକ୍ଷୟିତ୍ରୀଙ୍କ ଅବସରର ଭିଡିଓ। ଛାତ୍ରୀମାନେ ତାଙ୍କ ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦୁଛନ୍ତି। ଏହି ଭିଡିଓ ସମସ୍ତଙ୍କୁ କରୁଛି ଭାବପ୍ରବଣ।
ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ମୃତ୍ୟୁ ପରେ ପୁଣି ଜୀଇଁ ଉଠିଛନ୍ତି। ତାଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଉଥିଲେ। ମହିଳା ଜଣକ ହଠାତ୍ ମଝି ରାସ୍ତାରେ ଜୀଇଁ ଉଠିଲେ।
କଫିକୁ ହିନ୍ଦୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି ? ଅର୍ଥାତ୍ କଫିର ହିନ୍ଦୀ ନାମ କ’ଣ ? ହଁ ଆଜ୍ଞା ଜାଣିନାହାନ୍ତି ନା, ଖାଲି ଆପଣ ନୁହଁନ୍ତି ଅନେକ ଲୋକ ଏ ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...
ଦେଶରେ ଜୁଲାଇ ୭ରୁ ପରୀକ୍ଷାମୂଳକ ଭାବେ ପ୍ରଥମେ ୧୦ ଲକ୍ଷ ଜିଓ ଭାରତ ଫୋନ୍ ଲଞ୍ଚ କରାଯିବ ।
ସିବିଆଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଡଭୋକେଟ ଡି.ପି ସିଂଙ୍କ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦିଆଯାଇଛି ।
ହରିୟାଣାର ଏକ ପରିବାର ତାଜମହଲ ଦେଖିବାକୁ ଆଗ୍ରାକୁ ଆସିଥିଲେ । ସାଙ୍ଗରେ ତାଙ୍କର ପୋଷା କୁକୁରଟିକୁ କାର୍ରେ ଆଣିଥିଲେ ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଲ୍ ଲିଟିଲ୍ ନାମକ ଜଣେ ବ୍ୟକ୍ତି ଜାନୁଆରୀରେ ଲଟେରୀ ଟିକଟ କିଣିଥିଲେ । କିନ୍ତୁ ପର ମୁହୁର୍ତ୍ତରେ ସେ ମଦ ଦୋକାନରେ ଲଟେରୀ ଟିକଟ ଛାଡ଼ି ଚାଲି ଆସିଥିଲେ ।