'ଜେଲର' ରିଲିଜ୍କୁ ନେଇ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି। ରଜନୀକାନ୍ତ ମଧ୍ୟ ଏହି ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ପରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଛି। ହେଲେ କାହିଁକି…
ଅସହ୍ୟ ହେଲା ଋଣ ବୋଝ...ଶେଷରେ ଫାଶୀ ଲଗାଇ ଜୀବନ ହାରିଦେଲେ...
NIACL ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଆଣ୍ଡ୍ ସ୍ପେଶାଲିଷ୍ଟ) (ସ୍କେଲ୍ ୧) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୫୦ଟି ପଦବୀ ପୂରଣ ହେବ।
ଗତ ୩୧ ତାରିଖ ଥିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲର ଶେଷ ଦିନ । ଗତବର୍ଷ ଅପେକ୍ଷା ଏଥର ୧୬.୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଫାଇଲ୍ ହୋଇଛି ।
ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।
ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।
ଅଗଷ୍ଟ ୯ରେ ଥିଲା ନିତିନଙ୍କ ଜନ୍ମଦିନ..ହେଲେ ଜନ୍ମଦିନ ପାଳନ ପୂର୍ବରୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।
ରୁଷୀୟ ଭେଗାନ୍ ଡାଏଟ୍ ଇନଫ୍ଲେଏନ୍ସର ଝନ୍ନା...୧୦ ବର୍ଷ ହେଲା ଖାଉଥିଲେ କେବଳ କଞ୍ଚା ଫଳ ଓ ପରିବା..କଞ୍ଚା ଫଳ ଓ ପନିପରିବା ଖାଇ ନିଜର ଯୌବନକୁ ଅତୁଟ ରଖିବାକୁ ଚାହୁଁଥିଲେ ଝନ୍ନା..
ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...
ମଙ୍ଗଳବାର ରାତିରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି।
ଅନେକ ସ୍ଥାନରେ ଜଳ ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳର ଅଭାବ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି। ଆଜି ବି ଅନେକ ଲୋକ ବର୍ଷା ଜଳ ସଂଗ୍ରହ କରନ୍ତି ଯାହା ଦ୍ୱାରା ଏହାକୁ ଏକ ଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ। ଦେଖନ୍ତୁ ଏହି ଭିଡିଓ।
ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏ ବିଷୟରେ ଜାଣିନେବା।
ଆଜି ସାରା ବିଶ୍ୱ ପାଳୁଛି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’। 'ୱାର୍ଲ୍ଡ ୱାଇଡ୍ ୱେବ୍' ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଅନେକ ଉନ୍ନତ ବୈଶିଷ୍ଟ୍ୟ ସହିତ ଆସିଛି। ତିନି ଦଶନ୍ଧିର ଅଗ୍ରଗତି ପରେ, WWW ର ଏହି ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆସିଛି ଯାହା ବର୍ତ୍ତମାନର ରୂପ ନେଇଛି।
୨୦୦୨ରୁ ୨୦୦୭ ସଲମାନଙ୍କ ପାଇଁ ବହୁତ ଅଶୁଭ ଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।
ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏଥିଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।
ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।
ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ।
ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର। ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଏହା ଉପକୂଳ ଛୁଇଁପାରେ।
ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।
ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କେବଳ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି।
ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।
ପ୍ରେମ ପାଇଁ କିଏ ଭାରତ ଚାଲି ଆସିଲାଣି ତ କିଏ ଭାରତ ଛାଡ଼ି ଦେଲାଣି...ଲାଗୁଛି ଯେମିତି ସୀମାପାର ପ୍ରେମକାହାଣୀ ଏକ ଟ୍ରେଣ୍ଡ ପାଲଟିଗଲାଣି...
ବିମାନ ଭିତରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଶୋଇଥିବା ଭିଡିଓ ରେକର୍ଡିଂ କରି ଟ୍ରୋଲ୍ ହେଲେ ଏୟାର ହୋଷ୍ଟେସ୍। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଧୋନିଙ୍କ ଫ୍ୟାନ୍ସ ଏୟାର ହୋଷ୍ଟେସ୍ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।