/odishatv-khabar/media/post_attachments/uploadimage/library/16_9/16_9_0/Panchang_1692329633.jpg)
Panchang
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଗୁରୁବାର । ଚନ୍ଦ୍ର - ବୃଷ ରାତ୍ରି ୧୧.୧୩ ଗତେ ମିଥୁନ । ତିଥି – ୮ମୀ ଦିବା ୦୪.୧୪ ଗତେ ୯ମୀ । ଘାତ ଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୧୩ ଗତେ କନ୍ୟା । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ – ୦୫.୩୫ ରୁ ୦୭.୧୪
ଦିବା – ୧୦.୩୦ ରୁ ୧୨.୫୮
ରାତ୍ରି - ୦୨.୨୮ ରୁ ୦୩.୧୫
ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ
ଅଶୁଭ ସମୟ
ଋାହୁକାଳ – ଦିବା ୦୧.୧୬ ରୁ ୦୨.୪୯
କାଳବେଳା – ଦିବା ୦୨.୪୯ ରୁ ୦୪.୨୧
ବାରବେଳା – ଦିବା ୦୪.୨୧ ରୁ ୦୫.୫୩
କାଳ ରାତ୍ରି – ରାତ୍ରି ୧୧.୪୪ ରୁ ୦୧.୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)