କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି ।
ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ।
ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।
ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବିଶ୍ୱର ଅଧିକାଶଂ ସହର ସ୍ଥାୟୀ ସମାଧାନ ସ୍ୱରୂପ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।
ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି ।
ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଧନତେରାସରେ କିଣିବା ଅନୁଚିତ। କୁହାଯାଏ ଯେ ଏହି ଦିନ ଯଦି ଏହିସବୁ ଜିନିଷ କିଣାଯାଏ ତେବେ ଦେବୀ ଲକ୍ଷ୍ମୀ କ୍ରୋଧ କରନ୍ତି, ଯାହା ଫଳରେ ଆର୍ଥିକ ସଙ୍କଟ ସୃଷ୍ଟିହୁଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ସେ ବିଷୟରେ ଜାଣିନେବା।
ଧନତେରାସ ସହିତ ଜଡିତ ଅନେକ କାହାଣୀ ଅଛି ଯାହା ଦର୍ଶାଏ ଯେ ଦୀପାବଳି ପୂର୍ବରୁ କାହିଁକି ଧନତେରାସ ପାଳନ କରାଯାଏ ଏବଂ ଆମ ଜୀବନରେ ଧନତେରାସ ମହତ୍ତ୍ୱ କ’ଣ? ଆସନ୍ତୁ ଜାଣିନେବା କ’ଣ କୁହେ କାହାଣୀ।
ସାଂସଦ ଓ ବିଧାୟକ ବିରୁଦ୍ଧରେ ଥିବା ଅପରାଧ ମାମଲାରେ ଶୀଘ୍ର ଶୁଣାଣି କରି ଦଣ୍ଡ ଦିଅ । ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଜେରୁସେଲମ୍ର ମସଜିଦ ସହିତ ଜଡ଼ିତ ରହିଛି ଭାରତୀୟ ସୈନ୍ୟଙ୍କ ଇତିହାସ । ଜେରୁସେଲମ୍କୁ ସ୍ୱାଧିନତା ଦେବା ପାଇଁ ଇଂରେଜ୍ଙ୍କ ସହ ମିଶି ଯୁଦ୍ଧ ଲଢ଼ିଥିଲେ ଭାରତୀୟ ସୈନ୍ୟ ।
ବିହାରର ନୂଆ ନିୟମ ଅନୁସାରେ SCଙ୍କୁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ, ଓବିସି ଓ ଇବିସିଙ୍କୁ ମିଳିବ ୪୩ ପ୍ରତିଶତ ଓ STଙ୍କୁ ମିଳିବ ୨ ପ୍ରତିଶତ ସଂରକ୍ଷଣ ।
ଗୋଟିଏ ରୋବୋଟ ପରିବା ବାକ୍ସ ଭାବି ଜଣେ ମଣିଷକୁ ମାରି ଦେଇଛି । ସାଉଥକୋରିଆ ଜ୍ୟୋଙ୍ଗସାଙ୍ଗ ପ୍ରୋଭିନ୍ସର ଏକ କୃଷି ଉତ୍ପାଦ ବିତରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।
ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା।
ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ ।
ଏଣିକି ଯେଉଁ ଭକ୍ତ ଚାହିଁବେ ସେମାନେ ୪ ଚକିଆ ଗାଡ଼ିରେ ବସି ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚି ପାରିବେ ।
ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।
ଜିଓଫୋନ୍ ପ୍ରିମା ହେଉଛି ଏକ 4G କି ପ୍ୟାଡ୍ ସ୍ମାର୍ଟଫୋନ୍ । ଯାହାକି ୨.୪ ଇଞ୍ଚ ହୋଇଥିବାବେଳେ TFT ଡିସପ୍ଲେ ରହିଛି । ଜିଓର ହୋମଗ୍ରାଉନ୍ ଅପରେଟିଂ ସିଷ୍ଟମ୍ Kai-OSରେ ୫୧୨MB RAMରେ ଚାଲିଥାଏ ।
ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି ।
ବିଧାନସଭା ଭିତରେ ଅଭଦ୍ର ଟିପ୍ପଣୀ କରି କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଫିଲ୍ମ 'ସାମ୍ ବାହାଦୂର'ର ଟ୍ରେଲର ଦେଖିବା ପରେ ଲୋକମାନେ ଭିକି କୌଶଲ ଏବଂ ତାଙ୍କ ଅଭିନୟରେ ପାଗଳ ହୋଇଯାଇଛନ୍ତି। ଟ୍ରେଲର ଲୋକଙ୍କ ଆଶାକୁ ବଢାଇଦେଉଥିବା ବେଳେ ନିର୍ଦ୍ଦେଶକ ମେଘନା ଗୁଲଜାର ଏକ ମହାନ ଫିଲ୍ମ ନିର୍ମାଣ କରିଥିବା ଉଦାହରଣ ହୋଇଛନ୍ତି।
ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ମଙ୍ଗଳବାର ଦିନ ଅବ୍ବାସଙ୍କ କ୍ନଭେନ୍ରେ ହଠାତ୍ ଆକ୍ରମଣ କରାଯାଇଥିଲା ଯେଉଁଥିରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା। ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସ କିଛି ଦିନ ପୂର୍ବରୁ ହମାସ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିଲେ।
ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ ।