ଟିଟିପିର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ...ପାକିସ୍ତାନ ସେନାକୁ ‘ତେହରିକ-ଏ-ତାଲିବାନ’ର ଟାର୍ଗେଟ...ଟିଟିପି’ର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ....
ଦ୍ରୁତ ଗତିରେ ଆସି ଟ୍ରକ୍କୁ ପିଟିଲା କାର୍, ଚାଲିଗଲା ୬ ବନ୍ଧୁଙ୍କ ଜୀବନ
ବର୍ତ୍ତମାନ ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ।
ପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି
ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।
ଆଜି ‘ଶିଶୁ ଦିବସ’। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଜନ୍ମଦିନ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରାଯାଏ। ଏହି ଦିନ ପିଲାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଶିକ୍ଷା ଦିଆଯାଏ। ଆସନ୍ତୁ ଜାଣିବା ଭାରତୀୟ ସମ୍ବିଧାନ ଅନୁସାରେ ପିଲାମାନେ କେଉଁସବୁ ଅଧିକାରକୁ ଉପଭୋଗ କରିବା ଉଚିତ।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।
ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।
ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।
ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।
ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ରାତିସାରା ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ବର୍ତ୍ତମାନ ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।
ଗ୍ରୁପ୍ ରାଉଣ୍ଡର ଶେଷ ମ୍ୟାଚ୍ରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍ରେ ପରାସ୍ତ କରିଛି। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ।
ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।
ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।
ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ନେଦରଲାଣ୍ଡସ ଆଗରେ ୪୧୧ ରନର ଟାର୍ଗେଟ ରଖିଛି ଭାରତ ।
‘ଜେଲର୍’ର ଦବଦବା ଆଉ ଏଥିରେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଲୋକଙ୍କ ମନକୁ ଯାଇନି। ଏହାରି ଭିତରେ ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଦେବାକୁ ଆସିଲେଣି। ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଲାଲ ସଲାମ’ର ବହୁ ପ୍ରତୀକ୍ଷିତ ଟିଜର୍ ରିଲିଜ୍ ହୋଇଛି।
ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।
ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।
ଡାଇଲଗ୍ କହିଲେ ଗୋଟିଏ ‘ଜବ୍ ତକ୍ ଟାଇଗର୍ ମରା ନେହି, ତବ୍ ତକ୍ ଟାଇଗର୍ ହାରା ନେହି ।’ କିନ୍ତୁ ୟାକୁ ଶୁଣିବାକୁ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।
ସାରା ଦେଶରେ ୧୬ ହଜାରରୁ ଅଧିକ ସ୍କ୍ରିନରେ ଭାଇଜାନଙ୍କ ଜଲୱା । ସଲମାନ ଖାନଙ୍କ ସ୍ବାଗକୁ ଦେଖୁଛନ୍ତି ଫ୍ୟାନ୍ ।
ଦୀପାବଳି ରାତିରେ କାଳୀ ମା’ଙ୍କୁ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ କାଳୀ ମା’ଙ୍କୁ ଧୂମଧାମରେ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନଟି ମା’ କାଳୀଙ୍କ ପାଇଁ ଉତ୍ସର୍ଗୀକୃତ।