• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Mumbai taxi
ମାୟା ନଗରୀରେ ଆଉ ଦିଶିବନି କଳା-ହଳଦିଆ ଟାକ୍ସି

ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।

Train Derail
ଟ୍ରାକ୍‌ରୁ ଖସିଲା ଏକ୍ସପ୍ରେସ୍‌ ଟ୍ରେନ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍।

Accident Report
ଜୀବନ ନେଉଛି ସଡ଼କ ଦୁର୍ଘଟଣା; ପ୍ରତିଦିନ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଦିନକୁ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଗତବର୍ଷ ରାଜ୍ୟରେ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି ।

Indians can visit Thailand
ବିନା ଭିସାରେ ଥାଇଲାଣ୍ଡ ଯାଇପାରିବେ ଭାରତୀୟ; ରହିପାରିବେ ୩୦ ଦିନ

ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Cash Damage
ମାଡ଼ି ଆସିଲା ବନ୍ୟା ଜଳ; ନଷ୍ଟ ହୋଇଗଲା ୪୦୦ କୋଟି ଟଙ୍କାର ନୋଟ୍‌

ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି ।

Black salt
ଏମିତି ତିଆରି ହେଉଛି ବ୍ଲାକ୍ ସଲ୍ଟ , ଦେଖିଲେ ଆଖି ବୁଜିଦେବେ...

ଲୋକପ୍ରିୟତା ଦୃଷ୍ଟିରୁ ଭାରତୀୟ ଷ୍ଟ୍ରିଟ୍ ଫୁଡରେ ଏହାର ବହୁଳ ବ୍ୟବହୃତ ହୁଏ । ତେବେ ଆପଣମାନେ ଜାଣନ୍ତି କି ଆମ ସମସ୍ତଙ୍କର ଅତି ପ୍ରିୟ ଏହି ବ୍ଲାକ ସଲ୍ଟ କେମିତି ତିଆରି ହୁଏ ।

Mukesh Ambani
ମୁକେଶଙ୍କୁ ପୁଣି ହତ୍ୟା ଧମକ : ୪ ଶହ କୋଟି ଦିଅ, ନ ହେଲେ ହତ୍ୟା କରାଯିବ

ଦେଶର ବିଶିଷ୍ଟ ଶିଳ୍ପପତି, ଏକ ନମ୍ବର ଧନୀ, ରିଲାଏନ୍ସର ମାଲିକ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।

Massive fight
ଦିଲ୍ଲୀରେ ଅଭାବନୀୟ ଘଟଣା, କୁକୁରକୁ ନେଇ ତୁମୁଳକାଣ୍ତ

କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ ।

10 precious thoughts of iron man Sardar Vallabhbhai Patel
ଯୁବପିଢିଙ୍କୁ ରାସ୍ତା ଦେଖେଇବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ୧୦ ବିଚାର

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚାର ଥିଲା ମହାନ। ତାଙ୍କ ବିଚାର ଯୁବପିଢିଙ୍କୁ ଯଥେଷ୍ଟ ପ୍ରେରଣା ଦିଏ। ଯିଏ ତାଙ୍କର ଏହି ବିଚାରଗୁଡିକୁ ମାନି ଠିକ୍ ରାସ୍ତାରେ ଯିବ ସେ ନିଶ୍ଚିତ ଦିନେ ନା ଦିନେ ସଫଳତା ପାଇ ପାରିବ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ୧୦ଟି ବିଚାରକୁ ଜାଣିନେବା।

Train Tragedy
ଆନ୍ଧ୍ର ଟ୍ରେନ ଦୁର୍ଘଟଣା: ସରିଲା ମରାମତି

ଆନ୍ଧ୍ର ଆଲମଣ୍ଡା ଟ୍ରେନ ଦୁର୍ଘଟଣାସ୍ଥଳର ମରାମତି କାମ ସଂପୂର୍ଣ୍ଣ ଶେଷ । ରେଳ ବିଭାଗ ପକ୍ଷରୁ ମିଳିଲା ସୂଚନା ।

TATA motors
ସିଙ୍ଗୁର୍ ନାନୋ ପ୍ରୋଜେକ୍ଟ ମାମଲାରେ ଟାଟା ମୋଟର୍ସ ସପକ୍ଷରେ ବଡ଼ ରାୟ, ମିଳିବ କ୍ଷତିପୂରଣ

ପଶ୍ଚିମବଙ୍ଗ ସିଙ୍ଗୁର ପ୍ଲାଣ୍ଟ ବାବଦରେ ହୋଇଥିବା ନିବେଶ ପାଇଁ ମିଳିବ କ୍ଷତିପୂରଣ....ଟାଟା ମୋଟର୍ସକୁ ପ୍ରାୟ ୭୬୬ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ୩ ଜଣିଆ ଆର୍ବିଟ୍ରାଲ୍ ଟ୍ରିବ୍ୟୁନାଲ୍....

Train Accident,
ଆନ୍ଧ୍ର ଆଲମଣ୍ଡା ଟ୍ରେନ୍ ଟ୍ରାଜେଡିକୁ ୩୬ ଘଣ୍ଟା ବିତିଲା, ଦୁର୍ଘଟଣାର କାରଣ ଏବେ ବି ଅସ୍ପଷ୍ଟ

କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ? ଘଟଣାସ୍ଥଳରେ ପହଞ୍ଚି ରେଲୱେ ସେଫଟି କମିଶନରଙ୍କ ତଦନ୍ତ ...ଟ୍ରାକରୁ ବଗି ଉଠିବା ପରେ ଯାଞ୍ଚ କରୁଛନ୍ତି ସେଫ୍ଟି କମିଶନର....

Rashtriya ekta diwas history and why is it celebrated
'ଭାରତର ଲୌହ ମାନବ'ଙ୍କ ସମ୍ମାନରେ ‘ରାଷ୍ଟ୍ରିୟ ଏକତା ଦିବସ’

ଅକ୍ଟୋବର ୩୧ ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ ପାଳନ ହେଉଛି।

Stray Dogs
ଫ୍ଲାଇଟ୍‌ରେ ବସି ବିଦେଶ ଯିବ ବାରଣାସୀର ବୁଲା କୁକୁର

ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍‌ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି।

Arvind Kejriwal
ମଦନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ED ସମନ୍

ସକାଳେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ସୁପ୍ରିମକୋର୍ଟ ।

Train Tragedy
ମନରୁ ଯାଇନି ବାହାନଗା ! ପୁଣି ଘଟିଲା ଦୁର୍ଘଟଣା, ଉଜୁଡ଼ିଗଲା ଅନେକ ପରିବାର

ଦ୍ରୁତ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ବଞ୍ଚିଗଲା ବହୁ ଜୀବନ । ଅପରାହ୍ନରେ ସ୍ବାଭାବିକ ହେଲା ଟ୍ରାକ୍ ।

Train Tragedy
ପୁଣି କାହିଁକି ଏତେ ବଡ଼ ଟ୍ରେନ୍ ଆକ୍ସିଡେଣ୍ଟ ? CPRO କହିଲେ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ଭୁଲ୍ !

ସିଗନାଲ ଓଭରସୁଟିଂରୁ ଟ୍ରେନକୁ ଟ୍ରେନ୍ ପିଟିଥିବା ସୂଚନା । ଆଲମଣ୍ଡାରେ ରେଲୱେ ସେଫଟି କମିଶନରଙ୍କ ତନାଘନା ।

Train Tragedy
ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି ! ଯାତ୍ରୀଙ୍କ ଅକଥନୀୟ ଦୁର୍ଦ୍ଦଶା, ୫୨ ଗାଡ଼ି ବାତିଲ୍

ପିଲାଛୁଆ ଧରି ଷ୍ଟେସନରେ ଅଖିଆ ଅପିଆ ରାତି କାଟିଲେ ପାସେଞ୍ଜର ।

Kerala Blast
କେରଳ ବିସ୍ଫୋରଣ: ଆତ୍ମସମର୍ପଣକାରୀଙ୍କ ଖୁଲାସା, ସଙ୍ଗଠନ କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲାଷ୍ଟ କରିଥିବା ସ୍ୱୀକାର

ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି।

England
ଇଂଲଣ୍ଡକୁ ଡବଲ ଝଟକା, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ !

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

BRS MP
ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ)ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼ କରିଛି ଜଣେ ଦୁର୍ବୃତ୍ତ।

Maratha Reservation
ଘରେ ଥିଲେ ବିଧାୟକ, ବାହାରୁ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ବିଧାୟକ କହିଛନ୍ତି, ‘ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ମୋ ଘର ଭିତରେ ଥିଲି। ସୌଭାଗ୍ୟ ବଶତଃ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋର ପରିବାର ସଦସ୍ୟ କିମ୍ବା କର୍ମଚାରୀ କେହି ଆହତ ହୋଇନାହାଁନ୍ତି ।

UNGA
UNରେ କିପରି ହୁଏ ଭୋଟିଂ, ପ୍ରସ୍ତାବ ପାରିତ ହେଲେ ହୁଏ କ’ଣ ?

ଜାତିସଂଘ ସାଧାରଣ ସଭାରେ ଯେକୌଣସି ଦେଶ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ କି ନାହିଁ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ଭୋଟ୍ ଦେବା ପରେ, ଏହି ପ୍ରସ୍ତାବ ପାରିତ ହେବାକୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ।

Andhra Pradesh Train Accident
ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ସିଗ୍ନାଲ୍ ଓଭରସୁଟିଂରୁ ଘଟିଲା କି ଏତେ ବଡ଼ ଅଘଟଣ ? ଜାଣନ୍ତୁ, କ’ଣ ଏହା...

ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍‌ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍‌ୱେ । 

Fire In Bus Depot
ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହେଇ ଜଳିଗଲା ଏକାଧିକ ବସ୍

ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୁଭୂତ ହୋଇଛି । ବେଙ୍ଗାଲୁରୁ ବସ୍‌ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି।