ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ।
ଯଦି ମତେ ଆସନ୍ତାକାଲି କାମ ନ ମିଳେ, ତେବେ କାହା ପାଖକୁ ଯାଇ କାମ ମାଗିବା ମୋ ପାଖେ ଶକ୍ତି ମଧ୍ୟ ନାହିଁ। ମୁଁ ଆପଣଙ୍କ ପାଖକୁ ଆସି କହିପାରିବି ନାହିଁ ମୋତେ କାମ ଦିଅ। ମୁଁ ମୋ ଘର, ଜୋତା ଏବଂ ସବୁକିଛି ବିକ୍ରି କରିଦେବି ଏବଂ ନିଜ ବଳରେ ଏକ ଫିଲ୍ମ ତିଆରି କରିବି। ଏମିତି କାହିଁକି କହିଲେ ନୱାଜୁଦ୍ଦିନ ସିଦ୍ଦିକି।
ନୀତୀଶଙ୍କ ନୂଆ ସରକାରରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ। ପ୍ରଦେଶ ବିଜେପି ସଭାପତି ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ।
ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ ଅସୁବିଧା ହୋଇପାରେ।
ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ଏହାପରେ ଉତକ୍ଷିପ୍ତ ହୋଇ ସାଲୁଙ୍କୁ ବିଲ୍ଡିଂର ତୃତୀୟ ମହଲାରୁ ଫିଙ୍ଗି ଦେଇଥିଲେ।
'ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଶେଷ କରିବା ନେଇ ନିଷ୍ପତ୍ତି ନେଇଛି। ସବୁଆଡୁ ରାୟ ଆସୁଥିଲା। ଏହି ସରକାର ଶେଷ କରିବାକୁ ନିଷ୍ପତ୍ତି ନେଇଛି'।
ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ୬ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ସବୁ ଅଭିଯୁକ୍ତଙ୍କ ନାଁରେ ଜାରି ଦେବ ୱାରେଣ୍ଟ।
ପ୍ରାୟ ୧,୫୦୦ ରୁ ୧୬୦୦ ଲୋକଙ୍କ ସମାଗମ ହୋଇଥିଲା। ତେବେ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା। ଲୋକମାନେ ଉତ୍ସାହିତ ହୋଇ ମଞ୍ଚ ଉପରକୁ ଚଢିଯାଇଥିଲେ। ଭାର ସମ୍ଭାଳି ନପାରି ଷ୍ଟେଜ ଖସିଯାଇଥିଲା।
ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳୁଥିବା ଜାହାଜ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌବୀର । ୟେମେନ ହୁତି ଗ୍ରୁପର ମିଜାଇଲ୍ ଆକ୍ରମଣରେ ବ୍ରିଟେନର ଏକ ତୈଳ ବୋଝେଇ ଜାହାଜରେ ନିଆଁ ଲାଗିଯାଇଥିଲା ।
ସାଇମନ୍ କମିଶନଙ୍କ ବିରୋଧରେ ଲାଲା ଲଜପତ ରାୟଙ୍କ ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେତେବେଳେ ସାଇମନ୍ କମିଶନ ଭାରତ ଆସିଥିଲେ, ସେତେବେଳେ ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳିଥିଲା। ସେତେବେଳେ ଲାଲା ଲଜପତ ରାୟ ଲାହୋରରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ
ବିହାର ରାଜନୀତିରେ ଆଜି ହେବ ବଡ଼ ଧରଣର ହଲଚଲ୍ । ଆଜି ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।
୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।
ପ୍ରଥମେ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ୍ ଆଉ ଏବେ ବୟସ୍କ ଅଷ୍ଟ୍ରେଲିଆନ୍ ଓପନ ଡବଲ୍ସ ଚାମ୍ପିଅନ୍। ଅଷ୍ଟ୍ରେଲିୟ ଖେଳାଳି ମାଥ୍ୟୁ ଏବଡେନଙ୍କୁ ସାଥୀ କରି ବୋପନ୍ନା ବାଜି ମାରିଛନ୍ତି ଅଷ୍ଟ୍ରେଲିୟନ୍ ଓପନ।
ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା ।
ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି । ବର୍ତ୍ତମାନ ସେ ଶୌଚାଳୟ ସଫା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।
ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।
ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି ।
ଭାରତ ସରକାର ଅଧିନରେ ଥିବା NTPC ଲିମିଟେଡ୍ରେ ଚାକିରି କରିବାକୁ ସୁଯୋଗ ଆସିଛି। ଏନେଇ NTPC ଲିମିଟେଡ୍ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ସହକାରୀ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।
ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଭରସା କରିଛି ଦଳ । ତୋମାରଙ୍କ ସହ ଲତା ଉସେଣ୍ଡି ସହ-ପ୍ରଭାରୀ ଦାୟିତ୍ୱରେ ରହିବେ ବୋଲି ସୂଚନା ଦିଆଯାଇଛି ।
କାର୍ ଭିତରୁ ବାହାରିଲା ସାପ । ସେପୁଣି ଆଉ କେଉଁଠୁ ନୁହେଁ ସାମ୍ନାରେ ଥିବା ଏସି ଜାଲି ଭିତରୁ । ଏପରି ଭୟଙ୍କର ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।
ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ଏସ୍ଏସ୍ ରାଜାମୌଲୀଙ୍କ ଠାରୁ ଶିଖିଥିବା ଟିପ୍ସକୁ ଏହାର ନିର୍ଦ୍ଦେଶକ ଏଥିରେ ବ୍ୟବହାର କରିଛନ୍ତି। ସେ କିନ୍ତୁ ତାଙ୍କୁ ଘୃଣା କରୁଥିବା କହିଛନ୍ତି। ଏହାର କାରଣ ବି ଦେଇଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ଭଳି ସବୁଠାରୁ ବଡ଼ ରାଜ୍ୟର ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ସେହପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି ।
ସୂର୍ଯ୍ୟାଙ୍କ ଅଭିନୀତ ଏହି 'କଙ୍ଗୁଭା'ରେ ବବି ଦେଓଲ୍ ପୁଣି ଥରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ଜାରି ହୋଇଛି ପ୍ରଥମ ଲୁକ୍। ଏଥିରେ ବବିଙ୍କୁ ଲମ୍ବା ଚୁଟି, ନକଲି ଆଖି ଏବଂ ଛାତିରେ ଏକ ଅଜବ କବଚ ପିନ୍ଧିଥିବାର ଦେଖାଯାଏ। ଏହା ଦେଖି ବବି ଦେଓଲଙ୍କ ପ୍ରଶଂସକମାନେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।
AM672 ବିମାନରେ ଅତି କମରେ ୭୭ ଜଣ ଯାତ୍ରୀ ଥିଲେ । ବିମାନରେ ଏପରି ଘଟଣା ଘଟିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀମାନଙ୍କ ଠାରୁ ଏ ସମ୍ପର୍କରେ ମତାମତ ମଗାଯାଇଥିଲା ।
ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।