ନୂଆ ଦଳ ଗଢିଛନ୍ତି ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ। ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।
ଟିମ୍ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ମ୍ୟାଚ୍ ର୍ପୂବରୁ ଟିମ୍ ଇଣ୍ତିଆକୁ ଲାଗିଛି ବଡ଼ ଝଟକା । ତୃତୀୟ ଟେଷ୍ଟ ମ୍ୟାଚ୍ରେ ଖେଳି ନପାରନ୍ତି ଷ୍ଟାର୍ ଖେଳାଳି ।
ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍ ଲିଭ୍-ଇନ୍ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ ।
ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି ।
ଆପଣ କେବେ ଅନ୍ଲାଇନ୍ରୁ ଖାଦ୍ୟ ଅର୍ଡ଼ର କରିଛନ୍ତି କି ? ଡେଲିଭରି ବୟଙ୍କୁ ଖୁସିରେ ଟିପ୍ସ ଦେଇଛନ୍ତି କି ?
ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି । ପୋଲିସ ତରଫରୁ ଏନେଇ ସୂଚନା ମିଳିଛି । ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।
ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।
ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।
ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି ।
ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।
ଗତ ୧୭ଦିନ ଧରି ସେ କଞ୍ଚା ଚିକେନ ଖାଉଛନ୍ତି। ତେବେ ଏଯାଏ ପହଞ୍ଚିବା ନିହାତି ଏକ ପ୍ରକାର ପାଗଳାମି। ଏପର୍ଯ୍ୟନ୍ତ ସେ ସୁସ୍ଥ ଥିବା କହିଛନ୍ତି ।
ରେଳମନ୍ତ୍ରୀଙ୍କ କହିବା ଅନୁସାରେ ବାର୍ଷିକ କ୍ୟାଲେଣ୍ଡରରେ ରେଳବିଭାଗରେ ବିଭିନ୍ନ ଚାକିରିର ସୁଯୋଗ ରହିବ । ରେଳବାଇ ପକ୍ଷରୁ ପ୍ରତିବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ ।
ପ୍ରାୟ ଲୋକ ସତ ଏବଂ ମିଛ ବନ୍ଧୁମାନଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ। ସେମାନଙ୍କ ମନରେ ଲୁଚି ରହିଥିବା ଖରାପ ଭାବନାକୁ ଅନୁଭବ କରିପାରନ୍ତି ନାହିଁ। ତେବେ ଆପଣ ସତ ଓ ମିଛ ବନ୍ଧୁ କିପରି ଜାଣିବେ ସେଥିପାଇଁ ଏହି ୬ଟି ଉପାୟ ଜାଣି ନିଅନ୍ତୁ।
ବିଶେଷକରି ଖାଇବା ସମୟରେ ବାପାମାଆଙ୍କ ପାଇଁ ଛୋଟ ପିଲାମାନଙ୍କ ନଖରାମୀକୁ ପରିଚାଳନା କରିବା କଷ୍ଟକର ହୋଇପଡେ। ଏଭଳି ପରିସ୍ଥିତିରେ ପିଲା ଖାଇବା ବେଳେ ପ୍ରାୟ ପାଟି ବନ୍ଦ କରିଦିଅନ୍ତି। ସେମାନଙ୍କ ଏହି ନଖରାମୀକୁ ଏଡାଇବା ପାଇଁ ଜାଣନ୍ତୁ ୬ଟି ଉପାୟ।
କଂଗ୍ରେସ ବହୁ ଚେଷ୍ଟା କଲା, କିନ୍ତୁ ଆଲାଏନ୍ସର ଆଲାଏନମେଣ୍ଟ ବିଗିଡ଼ିଗଲା। ଆମେ ନିଶ୍ଚିତ ତୃତୀୟ ଥର ସରକାର ଗଢ଼ିବୁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସେମାନଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ ସେ କହିଥିଲା । CFOଙ୍କ କଥା ମାନି ତୁରନ୍ତ ଟଙ୍କା ଟ୍ରାନ୍ସଫର କରିଦିଆଗଲା ।
ଫ୍ଲୋର୍ ଟେଷ୍ଟ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହି ଭୋଟ୍ ଦେଇଛନ୍ତି । ଚମ୍ପାଇ ସୋରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ।
ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ଶିଶୁ କିମ୍ବା ନାବାଳିକାଙ୍କୁ ପ୍ରଚାର ପାମ୍ପଲେଟ୍ ବଣ୍ଟନ, ପୋଷ୍ଟର ଲଗାଇବା, ସ୍ଲୋଗାନ ଦେବା କିମ୍ବା ପାର୍ଟି ପତାକା ଓ ବ୍ୟାନର ଧରିବା ଯେମିତି ଦେଖାନଯାଏ ।
ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ୨୦୨୪ ଗ୍ରାମୀ ପୁରସ୍କାର ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ୍ ଏବଂ ଗାୟକ ଶଙ୍କର ମହାଦେବନଙ୍କ ସମେତ ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ସଫଳତା ପାଇଁ ଭାରତ ଗର୍ବିତ।
ଗାଡିରେ ଥିବା ୪ ଅଭିଯୁକ୍ତ ଗାଡ଼ିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍ କରାଯାଇପାରେ ।
କୋବି ମଞ୍ଚୁରିଆନ୍ର ରଙ୍ଗ ଓ ସ୍ୱଚ୍ଛତାକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଭୋଜି ହେଉ କି ଅନ୍ୟ କିଛି ସବୁଠି ଏହା ଉପରେ ରୋକ୍ ଲଗାଯାଇଛି !
ପିଲାଟିର ବାପା ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଦେଖି ପଶୁପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କୁକୁରଟି ଛଟପଟ ହୋଇ ମରିଯିବାର ଦୃଶ୍ୟ ପଶୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି।
ପୁନମ୍ ପାଣ୍ଡେଙ୍କ ମିଛ ମୃତ୍ୟୁ ଖବର ମିଡିଆ ଆଉଟଲେଟ୍ ହଟର୍ଫ୍ଲାଇ ସହଭାଗିତାରେ କରାଯାଇଥିଲା। ଏଜେନ୍ସି ବର୍ତ୍ତମାନ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ପୁନମ୍ ପାଣ୍ଡେଙ୍କ ନକଲି ମୃତ୍ୟୁ ଷ୍ଟଣ୍ଟ୍ ପଛରେ ଥିବା କମ୍ପାନୀ କ୍ଷମା ପ୍ରାର୍ଥନା କରିଛି।
ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାର ଏକ ସୁନ୍ଦର ଯୋଜନା ଆଣିଛନ୍ତି । ଯେଉଁ ଯୋଜନା ଦ୍ୱାରା ସାଧାରଣ ଜନତା ଲାଭ ପାଇପାରିବେ । ମାସକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ।