ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି ।
ଘରର ତଳ ମହଲା ନିଆଁରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଘର ଭିତରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପୋଲିସ ପକ୍ଷରୁ PCR ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଗତବର୍ଷ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ, ଗାଜାପଟ୍ଟି ଉପରେ ବୋମାବର୍ଷଣ ଆରମ୍ଭ କରିଛି ଇସ୍ରାଏଲ୍ ।
ସମସ୍ତେ ନିଜ ଚର୍ମରେ ଗ୍ଲୋ ଦେଖିବାକୁ ସ୍ୱପ୍ନ ଦେଖନ୍ତି। ଏନେଇ ସେମାନେ ବିୟୁଟିପାର୍ଲର ଯାଇ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ୍ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ କରି ୫ ମିନିଟ୍ରେ ନିଜ ଚେହେରାଙ୍କୁ ଚକ୍ଚକ୍ କରିପାରିବେ।
ଅନେକ ଯୁବକ ବାୟୁସେନା (Air Force)ରେ ଯୋଗଦେବାକୁ ହୁଏତ ସ୍ୱପ୍ନ ଦେଖୁଥିବେ। ଅନେକ ବଲିଉଡ ଚଳଚ୍ଚିତ୍ରରେ ଜଣେ ଯୁଦ୍ଧ ବିମାନ ପାଇଲଟଙ୍କ ଆକ୍ସନ ଦେଖାଯାଏ। ଏହାକୁ ଦେଖି ଅନେକ ମଧ୍ୟ ଅନୁପ୍ରାଣିତ ହୁଅନ୍ତି। ଆପଣ ଯଦି ଏଭଳି ଇଛା ପ୍ରକାଶ କରିଛନ୍ତି ଆଉ କ’ଣ କରିବେ ଜାଣିପାରୁ ନାହାନ୍ତି ତେବେ ଜାଣନ୍ତୁ।
ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନଙ୍କୁ ଝିଅମାନେ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କୁ ନିଜ ବନ୍ଧୁ କରିବାକୁ ଚାହାଁନ୍ତି। ଯଦି ଜଣେ ମୁଖ୍ୟତଃ ପାଞ୍ଚଟି ଜିନିଷ ଉପରେ ଧ୍ୟାନ ଦେବ ସେହି ଯୁବକଙ୍କ ପ୍ରତି ଝିଅମାନେ ପ୍ରଭାବିତ ହେବେ।
ଏଥର ସାଧାରଣତନ୍ତ୍ର ଦିବସରେ ମିଲିଟାରୀ ବ୍ୟାଣ୍ଡ୍ ବଦଳରେ ପ୍ରଥମ ଥର ପାଇଁ ସମାରୋହ ଆରମ୍ଭ କରିଥିଲେ ମହିଳା ବାଦ୍ୟକାରଙ୍କୁ ନେଇ ଗଠିତ ଆବାହନ ଗ୍ରୁପ୍। ଶହେ ଜଣ ମହିଳା କଳାକାରଙ୍କ ଶଙ୍ଖଧ୍ୱନି, ନାଦସ୍ୱରମ ଓ ନାଗରା ଆଦିରେ ପ୍ରକଂପରିତ ହୋଇଥିଲା ଦିଲ୍ଲୀର କର୍ତ୍ତବ୍ୟପଥ।
ତ୍ରିରଙ୍ଗା ଉଡୁଛି ପଲ୍ଲୀରୁ ଦିଲ୍ଲୀ। କର୍ତ୍ତବ୍ୟପଥରେ ଦେଶ ବଖାଣିଲା ବିକଶିତ ଭାରତର ଅସୀମ ଶକ୍ତି।
ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।
ଯଦି ନୀତୀଶ କୁମାର I.N.D.I.Aରେ ରହିଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଏଠାରେ ଯେକୌଣସି ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଇପାରେ।
ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭେଟି ଦେଇଛନ୍ତି । କିଏ ଦେଇଛି ହୀରାର ମୁକୁଟତ ପୁଣି କିଏ ଦେଇଛି ଅହୁରି ଅନେକ ମୂଲ୍ୟବାନ ଜିନିଷ ।
ଏହା ଅନ୍ଧବିଶ୍ୱାସ ହୋଇଥାଇପାରେ କିନ୍ତୁ ଏହା ଉପରେ ଲୋକଙ୍କ ଆସ୍ଥା ରହିଛି। ଆସ୍ଥା ପାଇଁ ଲୋକ ଏଠାକୁ ଧାଇଁ ଆସୁଛନ୍ତି।
କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ।
NCERT ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ NCERT ର ପ୍ରକାଶନ ବିଭାଗ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପୂରଣ ହେବ।
ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି ।
ସ୍ମିଥଙ୍କୁ ପ୍ରଥମେ ଏକ କୋଠରୀକୁ ନିଆଯାଇଥିଲା ଏବଂ ଏକ ଷ୍ଟ୍ରେଚରରେ ବାନ୍ଧି ଦିଆଯାଇଥିଲା । ତାଙ୍କ ମୁହଁରେ ଏକ ଇଣ୍ଡଷ୍ଟ୍ରିଆଲ୍ ମାସ୍କ ପିନ୍ଧାଯାଇ ନାଇଟ୍ରୋଜେନ୍ ଗ୍ୟାସ୍ ଛଡାଯାଇଥିଲା।
ସେମାନେ ଜର୍ଜିଆ ହସ୍ପିଟାଲରେ ବିକ୍ରି ହୋଇଥିବା ଅନେକ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଥିଲେ। ଦୀର୍ଘ ୧୯ବର୍ଷ ଧରି ଗୋଟିଏ ସହରରେ ରହୁଥିବା ବେଳେ ପରସ୍ପରକୁ ଚିହ୍ନ ନଥିଲେ।
ପ୍ରେକ୍ଷାଳୟରେ ହ୍ରିତିକ ରୋଶନଙ୍କ ‘ଫାଇଟର୍’ ଧମାକା କରୁଥିବାବେଳେ ସାଉଥ୍ ସୁପରଷ୍ଟାର ମୋହନଲାଲଙ୍କ ‘ମଲାଇକୋଟାଇ ଭାଲିବାନ’କୁ ପ୍ରଶଂସକଙ୍କ ଖୁବ୍ ଭଲ ପାଇବା ମିଳୁଛି। ପ୍ରଥମ ଦିନରେ ଉଭୟ ଚଳଚ୍ଚିତ୍ରର ରୋଜଗାରର ଫଳାଫଳ ଆସିଛି, ଯେଉଁଥିରେ ଫାଇଟର୍ ବାଜି ମାରିନେଇଛି।
ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍ରେ ଦୌଡୁଛନ୍ତି।
ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ମଗା ଯାଇଥିଲା। ବର୍ତ୍ତମାନ ଗଣତନ୍ତ୍ର ଦିବସ ଅବସରରେ, ଏହି ପୁରସ୍କାର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।
କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି। ଫ୍ରାନ୍ସ ସେନାର ଏକ ଟିମ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି।
ଆଇଟିବିପିର ହିମବୀର ଯବାନମାନେ ପ୍ରବଳ ଥଣ୍ଡା ଓ ତୁଷାରପାତ ଭିତରେ ଫରଫର କରି ତ୍ରିରଙ୍ଗା ଉଡ଼ାଇଛନ୍ତି ।
ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି ।
ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀକୁ ପୂରିଛି ୭୫ ବର୍ଷ । ଏହି ଦୀର୍ଘ ଗୌରବମୟ ଇତିହାସକୁ ଉଜ୍ଜୀବିତ କରି ରଖିବା ଲାଗି ଦିଲ୍ଲୀରୁ ପଲ୍ଲୀ, ଆଜି ସବୁଠି ଫର ଫର ହୋଇ ଉଡ଼ିଛି ତ୍ରିରଙ୍ଗା ।