• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Four benefits of amla who can avoid it
Health Tips: ଅଁଳା ଖାଇବାର ୪ ଲାଭ: ଜାଣନ୍ତୁ କିଏ ଖାଇବେ, କିଏ ନ ଖାଇବେ

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …

Macallan whiskey
୧୯୨୬ ମାକାଲାନ୍ ୱିସ୍କି; ସବୁଠାରୁ ମହଙ୍ଗା ବୋତଲ ପାଇଁ କଲା ରେକର୍ଡ ସୃଷ୍ଟି

ଏହା ୨.୭ ମିଲିୟନ୍ ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା ଏହି ନିର୍ଦ୍ଦିଷ୍ଟ ୱିସ୍କି ସର୍ବଭାରତୀୟ ସ୍ତରରେ 'ବହୁ ଖୋଜା ଯାଇଥିବା ଜଣାପଡ଼ିଛି ।

Deepfake
ୱେବ ଦୁନିଆର ଆନ୍ଧାରୀ ମାୟା, ଡିପ ଫେକ ମେଲାଉଛି କାୟା

ସତ କହିଲେ ପୁରା ନକଲି, କିନ୍ତୁ ଦେଖିବାକୁ ପୁରା ଅସଲି । ଡିପ ଫେକକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ।

Team India breaks down in dressing room
ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ, ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ...

ବିଶ୍ୱକପ୍‌ରେ ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ । କ୍ୟାପଟେନ୍ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋହଲି, କେଏଲ୍ ରାହୁଲ, ଜାଡେଜା, ସାମି...ସମସ୍ତେ ଯେମିତି ଏହି କଷ୍ଟକୁ ସହି ପାରି ନାହାନ୍ତି ।

amitabh bachchan reaction on india defeated
World Cup 2023: ଟିମ୍ ଇଣ୍ଡିଆ ବିଶ୍ୱକପ୍‌ରେ ପରାଜୟ ପରେ ଏମିତି କହିଲେ ଅମିତାଭ, ଶାହରୁଖ, ରଣବୀର

୨୦୨୩ ବିଶ୍ୱକପ୍‌ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି। ଏହାରି ଭିତରେ ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍‌କୁ ନେଇ ନିଜର ମତାମତ ଦେଉଛନ୍ତି। ସେଲିବ୍ରେଟିମାନେ ଭାରତୀୟ ଖେଳାଳୀଙ୍କ ମନୋବଳକୁ ଦୃଢ କରିବା ନେଇ ଉତ୍ସାହିତ କରୁଥିବା ଦେଖାଯାଏ।

World Cup Trophy
ବିଶ୍ୱକପ୍ ଟ୍ରଫିକୁ ଗୋଡ଼ ତଳେ ରଖିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ! ଭାଇରାଲ୍‌ ହେଉଛି ଫଟୋ...

ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

KRK tweet India will never get a captain like dhoni
World Cup 2023: ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଧିନାୟକ ପାଇବ ନାହିଁ: KRK

ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍‌କୁ ସମର୍ଥନ କରୁଥିବା ଦେଖାଯାଏ।

Choose Perfect Life Partner
Choose Perfect Life Partner: ଆସୁଛି ବିବାହ ଋତୁ; ଏମିତି ବାଛନ୍ତୁ ଜୀବନସାଥୀ, ଜୀବନ ହୋଇଯିବ ପ୍ରେମମୟ

ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।

massive fire
ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୪୦ଟି ବୋଟ

ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...

China's position on the Israel-Hamas conflict raises several questions
୪୦ ଦିନରେ ଇସ୍ରାଏଲ ଓ ହମାସ ଯୁଦ୍ଧ, ଯୁଦ୍ଧ ପଛରେ ଚୀନ!

ସରୁନି ଯୁଦ୍ଧ, ଥମୁନି ଯନ୍ତ୍ରଣା .. ୪୦ ଦିନ ବିତିଲାଣି । ହମାସକୁ ନିର୍ମୂଳ କରିବା ପାଇଁ ଇସ୍ରାଏଲର ଶପଥ । ବଳି ପଡ଼ୁଛନ୍ତି ସାଧାରଣ ଜନତା, ସର୍ବନାଶ ହେଉଛି ଦେଶର ସମ୍ପତ୍ତି ।

always avoid these 5 foods that increase uric acid
Health Tips: ହେଉଛି କି ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା; ହାତ ମାରନ୍ତୁ ନାହିଁ ଏହି ୫ଟି ଖାଦ୍ୟରେ

ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍ ଏସିଡ୍‌ର ସ୍ତରକୁ ବଢାଇଥାଏ। ଆସନ୍ତୁ ଜାଣିବା…

The Greatness of 'Doctor Dadi'; was giving birth for free
Inspirational Story : 'ଡାକ୍ତର ଦାଦି'ଙ୍କ ମହାନତା; ଗରିବ ମହିଳାଙ୍କ ପ୍ରସବ ପାଇଁ ନେଉଥିଲେ ଟଙ୍କାଟିଏ

ଯଦିଓ ସନ୍ତାନ ଜନ୍ମ କ୍ଷେତ୍ରରେ ଡାକ୍ତରଖାନା ଯିବା ଏକ ଶୁଭ ମୁହୂର୍ତ୍ତ ତେବେ ପ୍ରସବ ସମୟରେ ହେଉଥିବା ଖର୍ଚ୍ଚ ହେତୁ ଅନେକ ପରିବାର ଏହି ଖୁସି ଖବରକୁ ନେଇ ଚିନ୍ତାରେ ପଡନ୍ତି। କିନ୍ତୁ 'ଡାକ୍ତର ଦାଦି' ଏମାନକ ପାଇଁ କୌଣସି ଦେବୀ ଠାରୁ କମ ନୁହେଁ। ସେ କରିଛନ୍ତି ମାଗଣା ସେବା। ଜାଣନ୍ତୁ 'ଡାକ୍ତର ଦାଦି'ଙ୍କ ମହାନତା।

Why team india loss World Cup 2023 know 8 reason
World Cup 2023: ଅଷ୍ଟ୍ରେଲିଆ ଠାରୁ କାହିଁକି ହାରିଲା ଭାରତ; ଜାଣନ୍ତୁ ଏହା ପଛର ୮ କାରଣ

ଟିମ୍ ଇଣ୍ଡିଆ ଯେଉଁ ବୋଲିଂ ଆଧାରରେ ଏଯାଏ ପହଞ୍ଚିଥିଲା ସେହି ବୋଲିଂ ଫାଇନାଲରେ ପ୍ରଭାବହୀନ ହୋଇଗଲା। ଭାରତୀୟ ଖେଳାଳିମାନେ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ ଫ୍ଲପ୍ ହୋଇଥିଲେ। ଭାରତୀୟ ଟିମ୍‌ର ଏଭଳି ସାଙ୍ଘାତିକ ପରିସ୍ଥିତି ପାଇଁ ଅନେକ କାରଣ ରହିଛି। ଆସନ୍ତୁ ଏହାର ୮ଟି କାରଣ ଉପରେ ନଜର ପକେଇ ନେବା।

Prime Minister NarendraModi congratulates Australia on a magnificent World Cup victory
ଟିମ୍‌ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି ।

ICC World Cup
ଫାଇନାଲରେ ହାରିଲା ଭାରତ; ବିଶ୍ୱବିଜୟୀ ହେଲା କଙ୍ଗାରୁଦଳ

କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ ।

Tunnel
ଅପରେସନକୁ ୮ଦିନ, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।

INDvAUS
ଅଟକିଛି ୧୪୦ କୋଟି ହୃତ୍‌ତ୍ସ୍ପନ୍ଦନ, ସାରା ଦେଶକୁ କ୍ରିକେଟ୍ ଫିଭର୍

କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ ।

rajinikanth confident india will lift the cricket world cup 2023 trophy
World Cup 2023: ରଜନୀକାନ୍ତଙ୍କ ଭବିଷ୍ୟବାଣୀ; ସାମିଙ୍କ ଯୋଗୁଁ ଜିତିବ ଭାରତ

ସାମିଙ୍କ ଯୋଗୁଁ ଭାରତ କ୍ରିକେଟ୍ ବିଶ୍ୱକପ ୨୦୨୩ ଜିତିବ ବୋଲି ରଜନୀକାନ୍ତ କରିଛନ୍ତି ଭବିଷ୍ୟବାଣୀ। ତେବେ ଆଜିର ଫାଇନାଲ ମ୍ୟାଚ୍‌କୁ ନେଇ ଅନେକଙ୍କ ମଧ୍ୟରେ ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ରଜନୀକାନ୍ତଙ୍କ ଏହି ଭବିଷ୍ୟବାଣୀ ସତ ହେବ କି?

World Cup Final
World Cup 2023; ପ୍ରଥମ ୱିକେଟ୍‌ ନେଲା ଭାରତ

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । ୫୦ ଓଭରରେ ୨୪୦ ରନରେ ସୀମିତ ରହିଥିଲା ଭାରତ । ୨୪୧ ରନ କଲେ ଷଷ୍ଠ ଥର ବିଶ୍ୱ ବିଜେତା ହେବ ଅଷ୍ଟ୍ରେଲିଆ । କେଏଲ ରାହୁଲ ୬୬ ରନ ସହ ସର୍ବୋଚ୍ଚ ସ୍କୋରର୍ ।

INDIA all out
ସରିଲା ଭାରତର ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ

ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ମନ୍ଥର ବ୍ୟାଟିଂ କଲା ଭାରତ ।

OSSC Recruitment 2023 Apply for over 230 posts
OSSC Recruitment 2023: ​​​​​​​ପୁଣି OSSC ବାହାରକଲା ବିଜ୍ଞାପନ; ନିଯୁକ୍ତି ପାଇବେ ୨୩୦ରୁ ଅଧିକ ପ୍ରାର୍ଥୀ

OSSC ପୁଣି ବାହାରକଲା ନିଯୁକ୍ତି ବିଜ୍ଞାପନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସହାୟକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ।

Pro-Palestine
ବିଶ୍ୱକପ୍ ଫାଇନାଲରେ ବଡଧରଣର ତ୍ରୁଟି; ଭାଙ୍ଗିଲା ସୁରକ୍ଷାବଳୟ

ଯୁବକ ଜଣକ ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ । ଏପରି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକକୁ କାବୁ କରିଥିଲେ ।

wajahat hasan world cup song viral in social media
World Cup 2023: ଏପଟେ ଭାରତ-ଅଷ୍ଟ୍ରେଲିଆ ଲଢେଇ, ସେପଟେ ୱାର୍ଲ୍ଡକପ୍ ଗୀତ ଭାଇରାଲ୍

ସାରା ଦେଶରେ ଫାଇନାଲ୍ ମ୍ୟାଚ୍‌କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବର୍ତ୍ତମାନ ଏହାରି ଭିତରେ ବିଶ୍ୱକପ ଫାଇନାଲ୍‌କୁ ନେଇ ତିଆରି ହୋଇଥିବା ଏକ ଗୀତ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଛି ଆଉ ଉତ୍ସାହିତ ମଧ୍ୟ କରାଯାଇଛି।

World Cup 2023 Final
ନିରାଶ କଲେ ବିରାଟ; ଅର୍ଦ୍ଧଶତକ ପରେ ଆଉଟ୍‌

ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟଙ୍କ ବୋଲ୍ଡ କ୍ରିକେଟ୍‌ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ବିରାଟଙ୍କ ଏପରି ଆଉଟ୍‌ ହେବା କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଆଣି ଦେଇଛି ।

Knowledge what is gully cricket
କ୍ରିକେଟ୍‌ରେ ଗଲୀ ପୋଜିସନ କ’ଣ; କିଏ ଆବିଷ୍କାର କଲେ ଏହି ଫିଲ୍ଡିଂ ପୋଜିସନ୍

ଯେତେବେଳେ ଆମେ ଇଂରାଜୀରେ Gully ଗଲୀ ବୋଲି ଲେଖୁ ଏହା ଗଳି, ଡ୍ରେନ୍, ସଂକୀର୍ଣ୍ଣ ରାସ୍ତା ଆଦିକୁ ବୁଝାଏ। ତେବେ କ୍ରିକେଟର କଥା କହିଲେ ଗଲୀ ପୋଜିଜନ୍‌କୁ ସ୍ଲିପ୍ ମଝିରେ ଥିବା ସଂକୀର୍ଣ୍ଣ ଚ୍ୟାନେଲ୍ କିମ୍ବା ପଏଣ୍ଟକୁ ବୁଝାଏ। କେମିତି ଆସିଲା ଏହି ଶବ୍ଦ…