• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

How to use lemon for cleaning yellow teeth
Health Tips: ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି, ଆପଣାନ୍ତୁ ଏହି ଉପାୟ; ଚକ୍ ଚକ୍ କରିବ...

ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।

Uttarkashi Tunnel Rescue
ଜୀବନ ଜିତାଇଲେ ରାଟ୍‌ ହୋଲ୍‌ ମାଇନର୍ସ: ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ...

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍‌ରେ ରାଟ୍‌ ହୋଲ୍‌ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍‌ ହୋଲ୍‌ ମାଇନର୍ସ । 

Nitin Gadkari
କେମିତି ଭୁଶୁଡ଼ିଲା ଟନେଲ ? କ’ଣ ଥିଲା କାରଣ ? ପୁରା ଘଟଣାର ହେବ ସେଫ୍‌ଟି ଅଡିଟ୍

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।

Tunnel Tragedy
୧୭ ଦିନ ପରେ ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ

 ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ । ସଫଳ ହୋଇଛି ରେସ୍କ୍ୟୁ ଅପରେସନ୍‌ । 

5 Odia Worker Rescued
୧୭ ଦିନ ପରେ ଟନେଲ ଭିତରୁ ଉଦ୍ଧାର ପାଇଲେ ୫ ଓଡ଼ିଆ ଶ୍ରମିକ

ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ । 

Tunnel Tragedy, Worker Evacuated
ଅନ୍ଧାରୀ ଟନେଲରୁ ଫେରିଲା ଜୀବନ, ଜଣକ ପରେ ଜଣେ ୪୧ ଶ୍ରମିକ ଉଦ୍ଧାର

ଟନେଲ୍‌ ଭିତରୁ ଶ୍ରମିକକୁ କରାଯାଉଛି ଉଦ୍ଧାର । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା ବାହାରକୁ ।

MS Dhoni
ନିଜ T-Shirtରେ ଫ୍ୟାନ୍‌ଙ୍କ ବାଇକ୍‌ ପୋଛିଲେ ଧୋନୀ, ଭାଇରାଲ ହେଲା ଭିଡିଓ ! ପ୍ୟାନ୍ସ କହିଲେ...

ଧୋନୀ ଭାରତୀୟ କ୍ରିକେଟର ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ତାଙ୍କର ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍‌ ମାନେ ସବୁ ଯାଗାରେ ଥାନ୍ତି ।

Minister malla reddy sparks controversy at animal event
ତେଲୁଗୁ ଲୋକମାନେ ବଲିଉଡ୍‌, ହଲିଉଡ୍‌ ସହ ପୂରା ହିନ୍ଦୁସ୍ଥାନ ଉପରେ ରାଜ୍ କରିବେ; ମଲ୍ଲା ରେଡ୍ଡୀ

ଫିଲ୍ମ ‘ଆନିମଲ୍‌’କୁ ନେଇ ହାଇଦ୍ରାବାଦରେ ଏହା ଏକ ପ୍ରି-ରିଲିଜ୍ ଇଭେଣ୍ଟ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମଲ୍ଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ। ଏଠି ମଲ୍ଲା ରେଡ୍ଡୀ ଭାରତ ଉପରେ ତେଲୁଗୁ ଶାସନ ସହ ଜଡିତ ମତ ଦେଇ ବିବାଦକୁ ଆସିଛନ୍ତି।

In Chinese schools, desks-turned-beds help kids nap in classes
Viral Video: ସ୍କୁଲରେ ନୂଆ ବ୍ୟବସ୍ଥା; ଡେସ୍କ୍ ହୋଇଯାଉଛି ବେଡ୍, ପିଲାମାନେ ଶୋଉଛନ୍ତି

ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍‌ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍‌ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।

Rescue Operation
ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: କିଛି କ୍ଷଣର ଅପେକ୍ଷା, ବାହାରିବେ ୪୧ ଶ୍ରମିକ

ବିଦେଶୀ ଟନେଲ୍‌ ଏକ୍ସପର୍ଟ କ୍ରିସ୍ କୁପରଙ୍କ ବଡ଼ ସୂଚନା... ଆମେ ଏବେ ଖୋଳା ଜାରି ରଖିଛୁ, ଆଉ କିଛି ମିଟର ବାକି ଅଛି’

reaction of Vicky kaushal after seeing Katrina kaif towel fight scene in tiger 3
‘ଟାଇଗର ୩’ରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍ ଦେଖି ଏମିତି କହିଲେ ଭିକି କୌଶଲ

‘ଟାଇଗର ୩’ କାଟ୍ରିନା କୈଫ୍‌ଙ୍କ ଏକ ଫାଇଟ୍ ସିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହି ସିନ୍‌ରେ ସେ ନିଜ ଦେହକୁ ଟାୱେଲ୍‌ରେ ଢାଙ୍କି ଫାଇଟ୍ କରିବା ଦେଖାଯାଏ। ଏହି ସିନ୍‌କୁ ଦେଖି ତାଙ୍କ ସ୍ୱାମୀ ଭିକି କୌଶଲ ତାଙ୍କ କାନରେ ଏମିତି କିଛି କହିଥିଲେ। ଜାଣନ୍ତୁ ସେ କ’ଣ କହିଥିଲେ।

security guard passes MSc exam at 56
୨୫ ବର୍ଷରେ ୨୩ ଥର ଅସଫଳ, ଶେଷରେ ୫୬ ବର୍ଷ ବୟସରେ MSc ପାସ୍‌ କଲେ ଏହି ବ୍ୟକ୍ତି

ବାରମ୍ବାର ଅସଫଳ ହେବା ପରେ ମଧ୍ୟ ସେ ହାର୍‌ ମାନି ନଥିଲେ । ଲଗାତାର କାମ ସହ ପାଠପଢ଼ା ଜାରି ରଖିଥିଲେ ।

Tunnel Collapsed
ଆଉ ମାତ୍ର ୫ ମିଟର, ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ହାତରେ ଖୋଳା ଚାଲିଛି ଟନେଲ

ଉତ୍ତରକାଶୀ ଟନେଲରେ ୧୭ ଦିନରେ ରେସ୍କ୍ୟୁ ଅପରେସନ...ହାତରେ ଖୋଳା ଚାଲିଛି ଟନେଲ...ଏବେ ସୁଦ୍ଧା ଖୋଳା ସରିଲାଣି ପ୍ରାୟ ୫୨ ମିଟର....

Lesbian give birth to a baby  in invocell procedure
Interesting: ସମଲିଙ୍ଗୀ ମହିଳା ଦେଲେ ପୁତ୍ର ସନ୍ତାନ ଜନ୍ମ; ଉଭୟଙ୍କ ଗର୍ଭରେ ବଢୁଥିଲା ପିଲା

ଏକ ସନ୍ତାନ ଜନ୍ମ ପାଇଁ ଗୋଟିଏ ପୁରୁଷ ଆଉ ଜଣେ ମହିଳାଙ୍କ ସମ୍ପର୍କ ଆବଶ୍ୟକ। କିନ୍ତୁ ଦୁଇ ଜଣ ପୁରୁଷ କିମ୍ବା ଦୁଇ ଜଣ ମହିଳା ଏକତ୍ର ଏକ ସନ୍ତାନ ଜନ୍ମ କରିବା ଅସମ୍ଭବ। ଏହା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏମିତି ହେବା ସମ୍ଭବ ହୋଇଛି। ଆପଣ ହୁଏତ ଏହାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ କଥାଟି ସତ।

Car rate hike
ନୂଆ ବର୍ଷରୁ କାର ହେବ ମହଙ୍ଗା, ଦରବୃଦ୍ଧି ନେଇ ଘୋଷଣା କଲେ ନିର୍ମାତା

ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।

80 year old woman fell in love for 57 year old homeless man
Love Story: ପ୍ରେମରେ ପଡିଲେ ୮୦ ବର୍ଷର ଆଇମା’, ପରିବାର ହେଲା ଶତ୍ରୁ; ଶେଷରେ…

ବୃଦ୍ଧାବସ୍ଥାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ହୋଇଛି। ୮୦ ବର୍ଷର ଆଇମା’ ତାଙ୍କଠାରୁ ୨୩ ବର୍ଷ ସାନ ୫୭ ବର୍ଷର ଜଣେ ବ୍ୟକ୍ତିଙ୍କୁ ହୃଦୟ ଦେଇବସିଛନ୍ତି। ପୁରୁଷ ଜଣଙ୍କ ଭୂମିହୀନ ଥିବାରୁ ପରିବାର ଲୋକେ ଖେଳିଲେ ଏମିତି ଗେମ୍।

Ind vs Aus
ଆଜି ତୃତୀୟ ଟି-ଟ୍ୱେଣ୍ଟି, ସିରିଜ ପରାଜୟ ଆଶଙ୍କାରେ ଅଷ୍ଟ୍ରେଲିଆ

ଆଜି ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି । ଗତ ଦୁଇଟି ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ ପରାଜୟ ବରଣର ବିପଦକୁ ଟାଳିବାକୁ ପ୍ରୟାସ କରିବ କଙ୍ଗାରୁ ବାହିନୀ ।

Uttarkashi tunnel collapse
କାହାକୁ କହନ୍ତି ରାଟ୍-ହୋଲ୍ ମାଇନର୍ ? ସେମାନେ କିପରି କରନ୍ତି ଖନନକାର୍ଯ୍ୟ ?

ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ?

Uttarakhand tunnel collapse
ଜୀବନ ସହ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ, ୨ ଦିନରେ ମିଳିପାରେ ଭଲ ଖବର

ଉଦ୍ଧାର ପାଇଁ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଓ ହରାଇଜଣ୍ଟାଲ୍ ଡ୍ରିଲିଂ ଆଗେଇ ଚାଲିଛି, ୨ ଦିନରେ ମିଳିପାରେ କିଛି ଭଲ ଖବର...ତେବେ ରାଟ୍-ହୋଲ୍ ମାଇନିଂ ଉପରେ ଏବେ ସମସ୍ତଙ୍କ ନଜର……

Health Tips Liver detoxifying cauliflower
Health Tips: ଫୁଲକୋବିର ଅନେକ ଗୁଣ; ମୋଟାପଣ କରେ ଦୂର, ଶରୀରକୁ କରେ ଡିଟକ୍ସିଫାଏ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।

Dev Deepawali
ଦେବ ଦୀପାବଳିରେ ଝଲସିଲା ବାରାଣସୀର ବିଭିନ୍ନ ଘାଟ, ଏକାଠି ଜଳିଲା ହଜାର ହଜାର ଦୀପ

ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।

Tunnel Tragedy, Uttarkashi
ଆଉ ମେସିନ୍‌ ଉପରେ ନାହିଁ ଭରସା, ଏଣିକି ଗାତୁଆ ମୂଷା ଷ୍ଟାଇଲ୍‌ରେ ଖୋଳିବେ ଶ୍ରମିକ !

NDRFଠାରୁ ଆରମ୍ଭ କରି ବିଭନ୍ନ ଉଦ୍ଧାରକାରୀ ଟିମ୍ ଏହି କାମରେ ଲାଗି ପଡ଼ିଛନ୍ତି । ଏମିତିକି କେନ୍ଦ୍ର ତଥା ରାଜ୍ୟ ସରକାର ବି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି ।

Shubman Gill
ନୂଆ ଅଧିନାୟକଙ୍କ ନାଁ ଘୋଷଣା କଲା ଗୁଜରାଟ, ହାର୍ଦ୍ଦିକଙ୍କ ସ୍ଥାନ ନେଲେ ଶୁଭମନ୍‌

୨୦୨୨ରେ ପ୍ରଥମ ଥର ପାଇଁ ଆଇପିଏଲ୍‌କୁ ଆସିଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମ ସିଜିନ୍‌ରୁ ହିଁ ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।

PK Mishra
ଟନେଲରେ ଫଶିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ଟନେଲ୍ ଅପରେସନରେ ପୁଣି ଜାଗିଲା ଆଶା । ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଜାରି ।

DRDO Recruitment 2023
DRDO Recruitment 2023: ଗ୍ରାଜୁଏସନ କରିଥିଲେ DRDOରେ ଚାକିରି; ଦରମା ୫୯ ହଜାରରୁ ଅଧିକ

DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍‌ ଅଫିସର ପଦବୀ ପୂରଣ ହେବ।