• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Burst Firecrackers Inside cinema Hall
ଭାଇଜାନ୍‌ଙ୍କ ଫିଲ୍ମରେ ଫ୍ୟାନ୍‌ଙ୍କ ବାଚାଳାମୀ, ହଲ୍‌ରେ ନନଷ୍ଟପ୍ ଫୁଟାଇଲେ ବାଣ

ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।

Tunnel Collapsed
୩୬ ଘଣ୍ଟା ଧରି ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ, ଉଦ୍ଧାର ପାଇଁ ଚାଲିଛି ବଡ଼ ଅପରେସନ୍

ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।

salman khan fans burst fireworks at cinema hall during tiger-3 screening
ସିନେମା ହଲ୍‌ରେ ଫୁଟିଲା ବାଣ; ଅଳ୍ପକେ ବଞ୍ଚିଗଲେ ଦର୍ଶକ

ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍‌ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍‌ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।

'Tiger 3' can't buy heart; Know the 5 reasons behind it
ମନ କିଣିପାରୁନି ‘ଟାଇଗର ୩’; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।

Chattishgarh Election
୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ଓଡ଼ିଆଙ୍କୁ ହାତେଇବାକୁ ପ୍ରୟାସ ଜାରି

ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।

Uttarakhand Tunnel Collapse
ଟନେଲରେ ଫସିଛନ୍ତି ଓଡ଼ିଆ, ସମସ୍ତେ ସୁରକ୍ଷିତ ଥିବା ସୂଚନା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।

Delhi's post-Diwali air quality worsens
ମାନିଲେନି ଦିଲ୍ଲୀବାସୀ, ଫୁଟେଇଲେ ବାଣ

ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା ।

Uttarakhand Tunnel Collapse
ଫସି ରହିଛନ୍ତି ଶ୍ରମିକ, ସମସ୍ତେ ସୁରକ୍ଷିତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ରାତିସାରା ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

new Nostradamus prediction of huge earthquake third world war
2024 Prediction: ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ, ଆସିବ ବଡ଼ ଭୂକମ୍ପ

ବର୍ତ୍ତମାନ ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।

India Trounce Netherlands By 160 Runs
ଦୀପାବଳିରେ ଟିମ୍ ଇଣ୍ଡିଆର ବିଜୟ ଉପହାର; ନେଦରଲ୍ୟାଣ୍ଡ୍‌କୁ ୧୬୦ରେ ପରାସ୍ତ

ଗ୍ରୁପ୍ ରାଉଣ୍ଡର ଶେଷ ମ୍ୟାଚ୍‌ରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ପରାସ୍ତ କରିଛି। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍‌ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ।

buff tip insects looks like a piece of wood
Viral Video: ଅଜବ ପୋକ; ଚାଲୁ ଚାଲୁ ହୋଇଯାଉଛି କାଠ ଖଣ୍ଡ

ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।

ISRO recruitment 2023 VSSC invites applications for LVD, HVD posts
ISRO Recruitment 2023: ଦଶମ ପାଶ୍ କରିଥିଲେ ISROରେ ଚାକିରି; ଦରମା ୬୦ ହଜାର ପରେ

ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।

Ind Vs Ned
ଶ୍ରେୟସ-ରାହୁଲଙ୍କ ବିସ୍ଫୋରକ ଶତକ; ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ

ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ନେଦରଲାଣ୍ଡସ ଆଗରେ ୪୧୧ ରନର ଟାର୍ଗେଟ ରଖିଛି ଭାରତ ।

lal salaam teaser out rajinikanth cameo impresses fans
Teaser Out: ରିଲିଜ୍ ହେଲା ‘ଲାଲ ସଲାମ’ର ଟିଜର୍‌; ହୋସ୍ ଉଡେଇଲା ରଜନୀକାନ୍ତଙ୍କ ଆକ୍ସନ୍ ସିନ୍

‘ଜେଲର୍‌’ର ଦବଦବା ଆଉ ଏଥିରେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଲୋକଙ୍କ ମନକୁ ଯାଇନି। ଏହାରି ଭିତରେ ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଦେବାକୁ ଆସିଲେଣି। ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଲାଲ ସଲାମ’ର ବହୁ ପ୍ରତୀକ୍ଷିତ ଟିଜର୍‌ ରିଲିଜ୍ ହୋଇଛି।

Narendra Modi
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।

Uttarkashi
ଚାଲିଥିଲା ଟନେଲ ନିର୍ମାଣ, ରାତି ଅଧରେ ଭୁଶୁଡ଼ିଗଲା ! ଫସିଗଲେ ୪୦ ଶ୍ରମିକ

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।

Tiger 3
Tiger 3 Review: ଫିଲ୍ମରେ ନାହିଁ ସଲମାନଙ୍କ ଡାଇଲଗ, ନାହିଁ ଦମ୍‌ଦାର ଏଣ୍ଟ୍ରି..!

ଡାଇଲଗ୍ କହିଲେ ଗୋଟିଏ ‘ଜବ୍ ତକ୍ ଟାଇଗର୍ ମରା ନେହି, ତବ୍ ତକ୍ ଟାଇଗର୍ ହାରା ନେହି ।’ କିନ୍ତୁ ୟାକୁ ଶୁଣିବାକୁ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

Tiger 3
ରିଲିଜ୍‌ ହେଲା ସଲମାନଙ୍କ Tiger 3, ଆଡଭାନ୍‌ସ ବୁକିଂ ୨୦ କୋଟି ଟପିଲା...

ସାରା ଦେଶରେ ୧୬ ହଜାରରୁ ଅଧିକ ସ୍କ୍ରିନରେ ଭାଇଜାନଙ୍କ ଜଲୱା । ସଲମାନ ଖାନଙ୍କ ସ୍ବାଗକୁ ଦେଖୁଛନ୍ତି ଫ୍ୟାନ୍ ।

Kali Puja 2023
Kali Puja 2023: ଦୀପାବଳିରେ କାହିଁକି ହୁଏ କାଳୀ ପୂଜା; କ’ଣ କୁହେ କାହାଣୀ

ଦୀପାବଳି ରାତିରେ କାଳୀ ମା’ଙ୍କୁ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ କାଳୀ ମା’ଙ୍କୁ ଧୂମଧାମରେ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନଟି ମା’ କାଳୀଙ୍କ ପାଇଁ ଉତ୍ସର୍ଗୀକୃତ।

Bholanath acknowledged Maa Kali as his mother
Kali Puja 2023: ଭୋଳାନାଥ କାଳୀଙ୍କୁ ମା’ ରୂପେ କରିଥିଲେ ସ୍ୱୀକାର; କାହିଁକି…

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। କିପରି ହେଲେ ଶାନ୍ତ ଆସନ୍ତୁ ଜାଣିବା।

According to different religion significance of celebrating diwali festival
Diwali 2023: କେଉଁ ଧର୍ମରେ କିପରି ପାଳନ ହୁଏ ଦୀପାବଳି

କେହି କେହି ଦୀପାବଳିରେ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି ତ ଆଉ କେହି ଧନର ଦେବୀ ଲକ୍ଷ୍ମୀଙ୍କ ପୂଜାପାଠ ପାଇଁ ଅଧିକ ଫଳପ୍ରଦ ବୋଲି ବିବେଚନା କରନ୍ତି। ସେହିପରି ଅନ୍ୟ ବିଚାରର ଲୋକେ ଏହାକୁ ନିଜ ଆରାଧ୍ୟ କିମ୍ବା ନିର୍ବାଣ ବା ପୁନର୍ଜନ୍ମର ଖୁସିରେ ପାଳନ କରନ୍ତି।

Ayodhya Ram Mandir
‘ପ୍ରାଣପ୍ରତିଷ୍ଠା ଉତ୍ସବରେ ନଆସି ଜାନୁଆରୀ ୨୬ ପରେ ଅଯୋଧ୍ୟା ଆସନ୍ତୁ’

ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ ।

Deepotsav
ଝଲସିଲା ଅଯୋଧ୍ୟାର ସରଜୁ ତଟ; ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ । ଆରତି କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଜୁ ନଦୀର ୫୧ଟି ଘାଟରେ ଏକାଠି ଜଳିଲା ୨୪ ଲକ୍ଷ ଦୀପ ।

Nitish Kumar & Jitanram Manjhi
‘ନୀତୀଶଙ୍କ ଦେହରେ ବିଷ ପ୍ରଭାବ, ବାଉଳା ଚାଉଳା ହୋଇ ଏଣୁ ତେଣୁ କହୁଛନ୍ତି’

'ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ' ।

Surat Station
ଛଟପୂଜା ପାଇଁ ଷ୍ଟେସନ୍‌ରେ ପ୍ରବଳ ଭିଡ଼, ଜଣେ ମୃତ

ଦୌଡ଼ା ଦୌଡ଼ି ମଧ୍ୟରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।