• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Ayodhya Ram Mandir
ଭାବରେ ଉଛୁଳୁଛି, ଭବ୍ୟତାରେ ଝଲସୁଛି ରାମ ଜନ୍ମଭୂମି; ମୋଦିଙ୍କ ସହ ଭାବ ବିନିମୟ ପାଇଁ ଉତ୍କଣ୍ଠାରେ ଓଡ଼ିଆ ଶ୍ରମିକ

ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ ।

Ayodhya Ram Mandir
Ayodhya Ram Mandir: ରାମଲାଲାଙ୍କ ପାଇଁ ଝଲସୁଛି ମୁକେଶ ଅମ୍ବାନୀଙ୍କ ଘର; ସୁବାସିତ ଫୁଲ ସହ ମନମୋହୁଛି ସୁନ୍ଦର ଆଲୋକ

ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।

Imran Khan
ନିର୍ବାଚନ ପୂର୍ବରୁ ଇମ୍ରାନ୍‌ଙ୍କ ଚେତାବନୀ; ପାକିସ୍ତାନରେ ଆହୁରି ବଢ଼ିବ ଅଶାନ୍ତି

ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ନିର୍ବାଚନ ସଭା କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ଯଦି ତାଙ୍କ ଦଳ ସୁଯୋଗ ନପାଏ ତେବେ ଏପରି ସମସ୍ୟା ଦେଖାଯିବ ବୋଲି ସେ କହିଛନ୍ତି ।

Ayodhya Ram Mandir
Ayodhya Ram Mandir; ତାମିଲନାଡୁରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ରୋକ !

ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି।

Kangana Ranaut arrives in Ayodhya, offers prayers at Hanumangarhi
Ayodhya Ram Mandir; ବଢୁଛି ଉତ୍କଣ୍ଠା, ଅଯୋଧ୍ୟାରେ ବଢିଲାଣି ସେଲିବ୍ରିଟିଙ୍କ ଭିଡ଼

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି ।

Maldives President Denies
ଭାରତୀୟ ବିମାନକୁ ଅନୁମତି ଦେଲେନି ମାଳଦ୍ୱୀପ ରାଷ୍ଟ୍ରପତି, ଚାଲିଗଲା ଅସୁସ୍ଥ ନାବାଳକର ଜୀବନ

ମାଳଦ୍ୱୀପର ଦୁର୍ଗମ ଅଂଚଳ କୁହାଯାଉଥିବା ୱିଲମିଙ୍ଗଟନରେ ଜଣେ ନାବାଳକ ବ୍ରେନ ଟ୍ୟୁମର ଓ ଷ୍ଟ୍ରୋକରେ ପୀଡିତ ଥିଲେ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାକୁ ରାଜଧାନୀ ମାଲେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Nepali women abusing lord ram as their son in law
Viral Video: ଭଗବାନ ରାମଙ୍କୁ ଗାଳି ଶୁଣେଇଲେ ନେପାଳି ମହିଳା, ଖୁସିରେ ନାଚିଲେ

ସାରାଦେଶ ଏବେ ପ୍ରଭୁ ରାମଙ୍କୁ ଆରାଧନା କରିବାରେ ବ୍ୟସ୍ତ। ଏହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପ୍ରଭୁ ରାମଙ୍କୁ ଗାଳି କରୁଛନ୍ତି ଏବଂ ଖୁସିରେ ନାଚୁଛନ୍ତି।

Ayodhya Ram Mandir
Ayodhya Ram Mandir: ଅଯୋଧ୍ୟାରେ ସବୁ ହୋଟେଲ୍‌ ବୁକ୍‌; ନିମନ୍ତ୍ରଣ ପରେ ବି ଅଭିନେତା ସୁନୀଲ ଲହରୀଙ୍କୁ ମିଳୁନି ଘର

ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।

security tight for ayodhya
ଅଯୋଧ୍ୟାରେ ପୋଲିସ୍‌ ଛାଉଣୀ, ସୁରକ୍ଷା ଦାୟିତ୍ୱରେ ରହିବେ ୧୭ ଆଇପିଏସ୍‌ ଓ ATS କମାଣ୍ଡୋ

ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି ।

Nayanthara in Controversy for insulted Shriram in the film Annapoorani
Ayodhya Ram Mandir: ବିବାଦରେ ନୟନତାରା; ଫିଲ୍ମରେ ଶ୍ରୀରାମଙ୍କୁ ଅପମାନ ନେଇ ପସ୍ତେଇଲେ ଅଭିନେତ୍ରୀ

ଶ୍ରୀରାମଙ୍କୁ ନେଇ ଚାରିଆଡେ ଉତ୍ସବ ଦେଖାଦେଇଥିବା ବେଳେ ଦକ୍ଷିଣ ସୁନ୍ଦରୀ ନୟନତାରା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’କୁ ନେଇ ବିବାଦରେ ରହିଛନ୍ତି। ଏଥିରେ ଶ୍ରୀରାମଙ୍କୁ ଅପମାନ କରାଯାଇଥିବାରୁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଛି।

Noida man stabbed
ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ପୁଅ, ପ୍ରଥମେ ଛୁରାମାଡ, ପରେ ହାତଗୋଡ ବାନ୍ଧି ବୁଲାଇଲା ବାଇକରେ

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି।

Plane Crashes
ପୁଣି ଦୁର୍ଘଟଣା; ପାହାଡ଼ରେ ପିଟିହେଲା ଯାତ୍ରୀବାହୀ ବିମାନ

ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ଏନେଇ ଆଫଗାନିସ୍ତାନ ସରକାର ସୂଚନା ଦେଇଛନ୍ତି । ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।

gurmeet choudhary feels it was destiny he got to play ram in ramayan
Ayodhya Ram Mandir: ଗୁରମିତଙ୍କ ଜୀବନ ସହିତ ରାମଙ୍କର ଏକ ବିଶେଷ ସମ୍ପର୍କ ରହିଛି; ଅଭିନେତା କାହିଁକି କହିଲେ ଏମିତି

ଗୁରମିତ ଚୌଧୁରୀ ଅନୁଭବ କରିଛନ୍ତି ଯେ ଏହାର ତାଙ୍କର ଭାଗ୍ୟ ଥିଲା ଯେ ‘ରାମାୟଣ’ରେ ସେ ରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାକୁ ନେଇ ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Accident
କୁହୁଡ଼ି ସାଜିଲା କାଳ..ଟ୍ରକ ତଳେ ଚାପି ହୋଇ ପାଞ୍ଚ ମୃତ

କୁହୁଡି ନେଉଛି ଜୀବନ। ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ବଢ଼ି ଚାଲିଛି। ନାଗପୁରରେ ୩ଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି।

Washington DC
ବିଦେଶରେ ରାମଧୁନ..କାର ସଜାଇ ଲେଖିଲେ ରାମ

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ ।

Mangal Dhawani
ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ମଙ୍ଗଳଧ୍ୱନୀରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ

ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।

CEO
ଜମିଥିଲା ନାଚଗୀତ..କମ୍ପୁଥିଲା ପରିବେଶ..ଘଟିଲା ଏମିତି ଘଟଣା..ଚୁପ ହୋଇଗଲେ ୭୦୦ ଜନତା

ସେଲିବ୍ରେଟ କରୁଥିଲେ ସିଲଭର ଜୁବୁଲି । କିନ୍ତୁ ଛକି ରହିଥିଲା ମୃତ୍ୟୁ । ନିଜ କମ୍ପାନୀର ସିଲିଭର ଜୁବୁଲି ସେଲିବ୍ରେଟ କରୁ କରୁ ମାଡ଼ି ଆସିଲା ମୃତ୍ୟୁ ଆଉ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ ।

Why daf 2 form necessary for upsc ifs interview
UPSC IFS ମୁଖ୍ୟ ପରୀକ୍ଷାରେ ସଫଳ ହୋଇଛନ୍ତି କି; DAF ପୂରଣ କରିବାକୁ ଭୁଲନ୍ତୁ ନାହିଁ

ସଙ୍ଘ ଜନସେବା ଆୟୋଗ (UPSC) ର ଭାରତୀୟ ବନ ସେବା (IFS) ମୁଖ୍ୟ ପରୀକ୍ଷା ୨୦୨୩ ରେ ସଫଳ ହୋଇଥିବା ପ୍ରାର୍ଥୀମାନେ UPSC IFS ସାକ୍ଷାତକାରରେ ସାମିଲ ହେବା ପୂର୍ବରୁ ଡିଟେଲ୍ଡ ଆବେଦନ ଫର୍ମ (DAF) ପୂରଣ କରିବା ଆବଶ୍ୟକ।

Indian Railway Recruitment For Scout and Guide
Indian Railway Recruitment: ଆପଣଙ୍କ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଛି କି; ଭାରତୀୟ ରେଳବାଇରେ ଚାକିରି ସୁଯୋଗ

ଆପଣ ଯଦି ଭାରତୀୟ ରେଳବାରରେ ଚାକିରି କରିବାକୁ ଆଗ୍ରହୀ ତେବେ ଏହି ଖବର ଆପଣଙ୍କ ପାଇଁ। ରେଳବାଇରେ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଧୀନରେ ଲେବଲ୍ ୧ ଏବଂ ଲେବଲ୍ ୨ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଯାଇଛି।

Ram Mandir
ଆସିଲେଣି ଅତିଥି..ସଜେଇ ହେଲାଣି ଅଯୋଧ୍ୟା..ହେବ ପାଞ୍ଚଶହ ବର୍ଷ ଅପେକ୍ଷାର ଅନ୍ତ

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ ।

Ram is not just a word; It is a mantra, it is a pranayama
Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘‍ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ଏହା ମାନବକୁ କରିଦିଏ ମହାମାନବ।

Modi Takes Holy Dip In Rameswaram
ରାମେଶ୍ୱରମରେ ପ୍ରଧାନମନ୍ତ୍ରୀ ମୋଦି, ମହାଦେବଙ୍କ ନାମ ଜପି ସମୁଦ୍ରରେ ପକାଇଲେ ବୁଡ଼

ମହାଦେବଙ୍କ ଆଶିଷ ନେବା ସହ ମନ୍ଦିର ପରିସରରେ ଥିବା ଦିବ୍ୟ ୨୨ ତୀର୍ଥ କୂଅ ପାଣିରେ ସ୍ନାନ କରିଛନ୍ତି ପ୍ରଧାନମନ୍ତ୍ରୀ।

Cost Of One Nation, One Election
ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ: ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।

Centre to fence Myanmar border
ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଦୁଇ ଦେଶ ମଧ୍ୟରେ ବନ୍ଦ ହେବ ମୁକ୍ତ ଚଳାଚଳ

ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି।

Pran Pratistha Utsav
ସାକାର ହେବ ୫ଶହ ବର୍ଷର ସ୍ୱପ୍ନ; ପ୍ରାଣପ୍ରତିଷ୍ଠା ପୂର୍ବରୁ ଦିବ୍ୟରୂପରେ ଭବ୍ୟ ଶ୍ରୀରାମ ମନ୍ଦିର

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ । ହଜାରେ ଆଠ କୁଣ୍ଡରେ ମହାଯଜ୍ଞ ସହ ମନ୍ତ୍ରମୁଗ୍ଧ କରୁଛି ବେଦ ଓ ରାମାୟଣ ପାଠ । ୩୩ କୋଟି ଦେବଦେବୀଙ୍କୁ କରାଯାଉଛି ଆବାହନ ।