Advertisment

RRB Recruitment: ରେଳବାଇରେ ଭର୍ତ୍ତିହେବେ ୯୦୦୦ ପ୍ରାର୍ଥୀ; ଅଧିକ ଜାଣିବା ପାଇଁ ଦେଖନ୍ତୁ

ଯେଉଁମାନେ ରେଳବାଇରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍‌ନାଲ୍ ପଦବୀ ପୂରଣ ହେବ।

author-image
Pramod Behera
RRB Technician Recruitment 2024 Apply Online

RRB Technician Recruitment 2024 Apply Online

ଯେଉଁମାନେ ରେଳବାଇରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍‌ନାଲ୍ ପଦବୀ ପୂରଣ ହେବ।

Advertisment

ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୦୦୦ଟି ପଦଦୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ମଧ୍ୟ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://indianrailways.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୧୦୦ ପୋଷ୍ଟ୍‌
  • ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୭୯୦୦ ପୋଷ୍ଟ୍‌
  • ମୋଟ୍ ପଦବୀ – ୯୦୦୦ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଶିକ୍ଷାଗହ ଯୋଗ୍ୟତା ଜାଣିବା ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୮ ରୁ ୩୬ ବର୍ଷ
  • ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୮ ରୁ ୩୩ ବର୍ଷ

ଦରମା:

  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୨୯,୨୦୦ ଟଙ୍କା
  • ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୯,୯୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ST, EMS,PwBD, OBC, ମହିଳା, ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର, ଅଳ୍ପସଂଖ୍ୟକ – ୨୫୦ ଟଙ୍କା
  • ଅନ୍ୟମାନେ – ୫୦୦ ଟଙ୍କା
Indian Railways RRB Recruitment Indian Railway Jobs Govt Jobs
Advertisment
Advertisment