ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।
୫ ଘଣ୍ଟା ଧରି ଅଟକି ରହିଲା ବିମାନ । ହନ୍ତସନ୍ତ ହେଲେ ଲୋକ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫ ଘଣ୍ଟା ଅଟକି ରହିଲା ବିମାନ । ଯାତ୍ରୀଙ୍କୁ ନିଶ୍ୱାସ ନେବାରେ ହେଲା ଅସୁବିଧା...
ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।
ମହାଭାରତର 'ଶ୍ରୀକୃଷ୍ଣ' ଅର୍ଥାତ୍ ଅଭିନେତା ନୀତୀଶ ଭରଦ୍ୱାଜ ତାଙ୍କର ଦ୍ୱିତୀୟ ପତ୍ନୀ ଆଇଏଏସ୍ ସ୍ମିତାଙ୍କ ସହ ଚାଲିଥିବା ବିବାଦ କାରଣରୁ ଆଜିକାଲି ଆଲୋଚ୍ୟର ବିଷୟ ପାଲଟିଛନ୍ତି। ଛାଡପତ୍ର ପ୍ରକ୍ରିୟା ମଧ୍ୟରେ ନୀତୀଶ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ସ୍ମିତାଙ୍କ ମଧ୍ୟରେ ମତଭେଦ ବଢିବାରେ ଲଗିଛି।
ପିଲାମାନଙ୍କ ପରିବାର ଲୋକ ଏହାକୁ ନେଇ ତୁମ୍ବି ତୋଫାନ କରିଥିଲେ । ବାଙ୍କାର ରାଜାଉନ୍ ବ୍ଲକ ଅନ୍ତର୍ଗତ ଆସମାନିଚକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।
ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।
କିଛି ଦିନ ପୂର୍ବରୁ ବିମାନବନ୍ଦରର ଏକ ଭିଡିଓରେ ସଲମାନ ଖାନଙ୍କ ଓଜନ ବୃଦ୍ଧି ଦେଖିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡିଥିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ଏହି ସମୟରେ ନୂଆ ଭିଡିଓ ପ୍ରଶଂସକଙ୍କୁ ଖୁସି କରିଛି ଏବଂ ଟ୍ରୋଲର୍ସକୁ ଏହାର ଏକ ଉଚିତ ଜବାବ ଦେଇଛି।
ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।
ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।
ହୃଦଘାତରେ କ୍ରିକେଟର ମୃତ । ସାମ୍ନାକୁ ଆସିଥିବା ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମରେ କର୍ଣ୍ଣାଟକର ପୂର୍ବତନ କ୍ରିକେଟର କେ ହୋଏସାଲାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।
ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
କୁହାଯାଏ ପ୍ରେମ କେବଳ ଥରେ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି କେବଳ ଗୋଟିଏ ନୁହେଁ ସାତୋଟି ଉପାୟରେ ପ୍ରେମରେ ପଡିପାରେ? ତେବେ ପ୍ରେମର ଏହିସବୁ ଉପାୟଗୁଡିକ କ’ଣ ଆଉ କେଉଁ ପ୍ରକାର ପ୍ରେମ ଠିକ୍ ଆସନ୍ତୁ ସେ ବିଷୟରେ ଜାଣିବା।
କେଉଁ ବାପାମାଆ ବା ନ ଚାହାନ୍ତି ସେମାନଙ୍କ ପିଲା ଅଲ୍ରାଉଣ୍ଡର୍ ହେଉ ବୋଲି। ପିଲାମାନଙ୍କର ଉନ୍ନତ ବିକାଶ ପାଇଁ, ଅଧ୍ୟୟନରେ ଭଲ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ପାଇଁ କ୍ରୀଡା କିମ୍ବା ଅନ୍ୟାନ୍ୟ ଜିନିଷରେ ଅଂଶଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ପିଲାମାନଙ୍କର ଅଲ୍ରାଉଣ୍ଡ୍ ବିକାଶ ପାଇଁ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।
୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।
ନିକଟରେ ସୋନୁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତାଙ୍କ ସହିତ ଏଭଳି ଏକ ଘଟଣା ଘଟିଲା, ଯାହା ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା।
ଏହି ଫର୍ମୁଲାରେ ଯଦି ଆପଣ ଟଙ୍କା ସଞ୍ଚୟ କରିବେ ତେବେ ରିଟାର୍ଡମେଣ୍ଟ ପରର ଜୀବନ ଆପଣଙ୍କୁ ଅତି ସହଜ ହେବ । ଯେତେ ଶୀଘ୍ର ଆପଣ ଏହି ଫର୍ମୁଲାରେ ସଞ୍ଚୟ ଆରମ୍ଭ କରିବେ, ସେତେ ବେଶି ଫାଇଦା ପାଇବେ ।
ବୟସ ହେଇଗଲା ୩୦। ବିବାହ ପାଇଁ ମିଳିଲେନି କନ୍ୟା। ପଡ଼ୋଶୀ ତଥା ସମ୍ପର୍କୀୟମାନେ କଲେ ଥଟ୍ଟା ପରିହାସ। ଆଉ ସହିହେଲାନି। ଆପଣେଇଲେ ଅଜବ ଉପାୟ। ଏବେ ଲାଗିଛି କନ୍ୟାଙ୍କ ଲାଇନ୍।
ମୃତଦେହ ସହ ୫ ବର୍ଷ । ଆଶ୍ଚର୍ଯ୍ୟ କଲେ ବି ଏହା ସତ୍ୟ ଘଟଣା । ନିବୁଜ ଘରୁ ମହିଳା ଉଦ୍ଧାର, ପାଞ୍ଚ ବର୍ଷ ଶବ ସହ ଥିଲେ ବନ୍ଦ...ପୋଲିସ ଦେଖି ହେଲା ଆଶ୍ଚର୍ଯ୍ୟ !
Rash Driving: ପଛୁଆ ପଛୁଆ ଚାଲୁଛି କାର୍ । ଭିଡ଼ିଓ ଦେଖିଲେ ହେବେ ଚକିତ । ୨ କିମି ପଛୁଆ ଯାଇ ପୋଲିସକୁ ଦେଲେ ଚକ୍ମା ...
ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।
ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା।
ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।
ଅଜୟ ଦେବଗନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ସୁପରନେଚ୍ୟୁରାଲ୍ ହରର୍ ଥ୍ରୀଲର ଫିଲ୍ମ ‘ଶୈତାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର୍ ରିଲିଜ କରିଛନ୍ତି, ଯାହା ଖୁବ୍ ଦମଦାର୍ ହୋଇଛି। ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଶୈତାନ ଶକ୍ତିରୁ ରକ୍ଷା କରୁଥିବା ଦେଖିବାକୁ ମିଳୁଛି।
ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।
ଧନୀ ବାପାମାଆଙ୍କ ଅଲିଅଳି ପୁଅର ବେପରୁଆ ଗାଡ଼ିଚାଳନା। ଦ୍ରୁତଗତିରେ ଗାଡ଼ି ଚଳାଇବା ସହ ରାସ୍ତାରେ ଉଡ଼ାଇଲେ ବିଡ଼ା ବିଡ଼ା ଟଙ୍କା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।