• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Aamir Khan Rescued
ଉବୁଟୁବୁ ଚେନ୍ନାଇରେ ଫସିଲେ ଆମୀର୍‌; ଫଟୋ ଭାଇରାଲ୍‌..

ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ଆମୀର ଖାନ୍‌ ।

Mobile Exchange
ମୋବାଇଲ ଏକ୍ସଚେଞ୍ଜ କରୁଥିଲେ ..

ଅନେକ ସମୟରେ ଆମେ ନିଜର ପୁରୁଣା ଫୋନ ବଦଳାଇ ନୂଆ ଫୋନ ନେଇଥାଉ । କିନ୍ତୁ କେବଳ ସିମକାର୍ଡ ବାହାର କରି ହ୍ୟାଣ୍ତ ଓଭର କରି ଦେବା ଦ୍ୱାରା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି ଗ୍ରାହକ ।

DMK MP
କେବଳ 'ଗୋ-ମୂତ୍ର' ରାଜ୍ୟରେ ବିଜେପି ନିର୍ବାଚନ ଜିତି ପାରିବ: DMK ସାଂସଦ

ବିଜେପି କେବଳ ଗୋ-ମୂତ୍ର ରାଜ୍ୟରେ ହିଁ ନିର୍ବାଚନ ଜିତିପାରିବ । ଏପରି ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି DMK ଏମପି ସେନ୍ତିଲ କୁମାର । ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ସେ ଗୋ-ମୂତ୍ର ପିଉଥିବା ଅଞ୍ଚଳ ଭାବେ ଅଭିହୀତ କରିଛନ୍ତି ।

Sukhdev Singh Gogamedi
ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂଙ୍କୁ ଗୁଳିକରି ହତ୍ୟା

ରାଷ୍ଟ୍ରୀୟ ରାଜପୁତ କରନୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।

Chinese Website Banned
ସାବଧାନ !! ଏହି ୱେବସାଇଟ୍‌ରେ ଟଙ୍କା ଲଗାଉଛନ୍ତି କି..ହୋଇଯିବ ଆକାଉଣ୍ଟ ଖାଲି..

ଯଦି ଆପଣ କୌଣିସି ଚାଇନିଜ୍‌ ଆପ୍‌ରେ ପୁଞ୍ଜିନିବେଶ କରୁଛନ୍ତି, ତେବେ ସାବଧାନ ଆପଣ ଠକେଇର ଶିକାର ହୋଇପାରନ୍ତି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Revanth Reddy
ରେବାନ୍ତ ରେଡ୍ଡୀ ତେଲେଙ୍ଗାନା ସିଏମ୍; ଡିସେମ୍ବର ୭ ରେ ନେବେ ଶପଥ

ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ।

CID actor Dinesh Phadnis
ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ, ଟିଭି ଜଗତରେ ଶୋକର ଛାୟା

ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି ।

iPhone Thief
ଚୋର ବି ମେଣ୍ଟେନ୍‌ କରନ୍ତି କ୍ଲାସ୍, ଶସ୍ତା ଜିନିଷ କରୁନାହାନ୍ତି ଚୋରି !

ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍‌ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାଶିଂଟନ୍‌ ଡିସି’ରେ ।

Health System
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ରାଜଧାନୀ ଉପକଣ୍ଠ ମେଡିକାଲରେ ନାହାନ୍ତି ଡାକ୍ତର

ନିର୍ଭର କରୁଛନ୍ତି ୬ ପଞ୍ଚାୟତର ୫୦ ହଜାର ଲୋକେ । ବିପଦଶଙ୍କୁଳ ପାଲଟିଲାଣି ଡାକ୍ତରଖାନା କୋଠା ।

Byju
ଦରମା ଦେବାକୁ ସଂଘର୍ଷ, ଘର ବନ୍ଧା ରଖିଲେ ବାଏଜୁ ପ୍ରତିଷ୍ଠାତା

କର୍ମଚାରୀଙ୍କୁ ଦରମା ନଦେଇ ପାରିବାରୁ ନିଜ ଘର ବନ୍ଧକ ରଖିଲେ । ଦେବାଳିଆ ହେବା ଅବସ୍ଥାରେ ଶିକ୍ଷା ପ୍ଲାଟଫର୍ମ ବାଏଜୁ ।

Selfie Point In College and University
ସବୁ ବିଶ୍ୱବିଦ୍ୟାଳୟରେ ହେବ ସେଲ୍ଫି ପଏଣ୍ଟ, ଲାଗିବ ମୋଦିଙ୍କ ଫଟୋ

ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । 

Cyclone Michuang
୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ରେକର୍ଡ, ଘରେ ବାହାରେ ସବୁଠି ପାଣି

ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।

Mamata Banerjee
I.N.D.I.A. ମେଣ୍ଟରେ ଦେଖାଦେଲା କି ଫାଟ ? ଆଭଏଡ୍‌ କଲେଣି ମମତା...

ଦିନକ ପରେ ଦିଲ୍ଲୀରେ ବସିବ ଏହି ବିରୋଧୀ ମେଣ୍ଟର ବୈଠକ । ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ ।

Chandrayaan 3
ଚନ୍ଦ୍ର ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା, ପୃଥିବୀ ଫେରିଲା ପ୍ରୋପଲସନ ମଡ୍ୟୁଲ

ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା ।

Chennai Flood
ଚାଷୀ କାନ୍ଦିଲେଣି, ଯୁଆଡ଼େ ଦେଖିବ ସିଆଡ଼େ ପାଣି; ଘର ଦୁଆର ବୁଡ଼ିଗଲାଣି, କାର୍ ଭାସିଲାଣି !

ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି

Cyclone Alert
ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’

ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାପାଟଲା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବ ବାତ୍ୟା ।

What is world soil day how to save soil
World Soil Day 2023: ମାଟି ସୁରକ୍ଷିତ ହେଲେ ଜୀବନ ସୁରକ୍ଷିତ: ଜାଣନ୍ତୁ ମୃତ୍ତିକା ସଂରକ୍ଷଣର ୬ଟି ଉପାୟ

ମାଟି ସୁରକ୍ଷିତ ରହିଲେ ହିଁ, ଜୀବନ ରହିବ ସୁରକ୍ଷିତ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଲୋକମାନଙ୍କୁ ମୃତ୍ତିକାର ଏହି ମହତ୍ତ୍ୱକୁ ଜଣାଇବା ଏବଂ ମାଟିର ଗୁଣ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୫ ଡିସେମ୍ବରରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ କରାଯାଏ।

Virat Kohli
ଲଣ୍ତନରେ ଫ୍ୟାମିଲି ସହ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି କିଙ୍ଗ କୋହଲି..ଫଟୋ ଭାଇରାଲ୍‌

ବିଶ୍ୱକପ୍‌ରେ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍‌ ଇଣ୍ତିଆ ଟ୍ରଫି ଜିତିପାରିନଥିଲା । ଏହାପରେ ସେ କ୍ରିକେଟ୍‌ରୁ କିଛିଦିନ ବିଶ୍ରାମ ନେଇ ଲଣ୍ତନରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।

Fish Net
ଜମୁଛି କଟକ ବାଲିଯାତ୍ରା; କୋଲକାତା ମାଛଜାଲର ସ୍ୱତନ୍ତ୍ର ଚାହିଦା

ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ ।

Narendra Modi
ମୋଦିଙ୍କ ଘୋଷଣା, ବଦଳିବ ଭାରତୀୟ ନୌସେନାର ସମସ୍ତ ରାଙ୍କର ନାଁ

ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପ୍ରସଙ୍ଗ ଉଠାଇ, ନାଭାଲ୍ ସିପରେ ଦେଶର ପ୍ରଥମ ମହିଳା କମାଣ୍ଡରଙ୍କୁ ନିଯୁକ୍ତି ପାଇଁ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Chennai Flood
ସକାଳୁ ଆଖି ଖୋଲିଲା ବେଳକୁ ସମୁଦ୍ର ମଝିରେ ଆପାର୍ଟମେଣ୍ଟ !

ତାମିଲନାଡ଼ୁରେ ‘ମିଗଜୋମ’ ତାଉ, ଜନଜୀବନ ଅସ୍ତବ୍ୟସ୍ତ । ମୂଷଳ ବର୍ଷାରେ ଉବୁଟୁବୁ ଚେନ୍ନାଇ ସହର, ସମୁଦ୍ର ସମ ଦିଶୁଛି ବିମାନ ବନ୍ଦର ।

Sunil Kanugolu
ସୁନୀଲ କାନୁଗୋଲୁ କିଏ, କଂଗ୍ରେସ କାହିଁକି ଆଖି ବୁଜି କରୁଛି ଭରସା ?

କର୍ଣ୍ଣାଟକରେ କଂଗ୍ରେସ କମ୍ ବ୍ୟାକ୍ ପରେ ତେଲେଙ୍ଗାନାରେ ଦଳର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପଛରେ ରହିଛି ସୁନୀଲଙ୍କ ହାତ। ତୃତୀୟ ଥର ପାଇଁ ସତ୍ତାରେ ରହିବାକୁ ଆଶା ରଖିଥିବା କେସିଆରଙ୍କ ସବୁ ଷ୍ଟ୍ରାଟେଜୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଏହି ନିର୍ବାଚନ ରଣନୀତିଜ୍ଞ।

Ladli Behena
MPରେ ବିଜେପିକୁ ବଡ଼ ବିଜୟ ଦେଲା ଶିବରାଜଙ୍କ ଟ୍ରମ୍ପ କାର୍ଡ ‘ଲାଡ୍‌ଲୀ ବେହେନା’ !

ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତିନି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ବିଜୟ ହୋଇଛି । ତେବେ ଏହାରି ଭିତରେ ମଧ୍ୟପ୍ରଦେଶକୁ ନେଇ ଏବେ ଢ଼େର ଚର୍ଚ୍ଚା ।

Fire Mishap
ମାଆ ପାଇଁ ଏମିତି ଭଲପାଇବା ! ନିଆଁରେ ମାଆକୁ ଛାଡ଼ି ଘରୁ ବାହାରିଲାନି ପୁଅ, ନିଜେ ଜଳି ଜୀବନ ହାରିଲା...

ବଡ଼ କଥା ହେଲା ନିଆଁ ଲାଗିବା ସମୟରେ ଘରେ ପରିବାରର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ । ଆଉ ଯିଏ ଯାହା ବାଟରେ ନିଜ ଜୀବନ ବଞ୍ଚାଇ ଘରୁ ବାହାରି ଚାଲିଯାଇଥିଲେ।

application starts for 995 posts of intelligence officer
Intelligence Bureau Recruitment: ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି; ନିଯୁକ୍ତି ପାଇବେ ୯୯୫ ଅଫିସର

ଇଣ୍ଟେଲିଜେନ୍ସ ବ୍ୟୁରୋ ବିଭାଗରେ ବାହାରିଛି ଜବରଦସ୍ତ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୯୫ ଇଣ୍ଟେଲିଜେନ୍ସ ଅଫିସର ପଦବୀ ପୂରଣ ହେବ। ଚୟନ ହେଲେ ମାସକୁ ପାଖାପାଖି ଦେଢ ଲକ୍ଷ ଟଙ୍କା ଦରମା।