ଆସନ୍ତାକାଲି ଉତ୍ତରପ୍ରଦେଶ ମିରଟରେ ମୋଦିଙ୍କ ରାଲି । ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଲି ବିରାଟ ଓ ଭବ୍ୟ ହେବ ବୋଲି ସୂଚନା ଦେଲେ ବୈଜୟନ୍ତ ।
କରନାଲର ବାସିନ୍ଦା ୨୧ ବର୍ଷିୟ ମୁକେଶ ଏବଂ ୨୪ ବର୍ଷିୟ ସନ୍ନିଙ୍କ ଅଙ୍ଗେଲିଭା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଭେଟିଛନ୍ତି ।
ଅନେକ ଚାକିରିଆ ଓ ବ୍ୟବସାୟୀ ଯାତ୍ରା କରୁଥିଲେ । ଏହି ଘଟଣା ୨୦୧୮ ମସିହାର । ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ।
ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।
ସାମ୍ପ୍ରତିକ ବଜାର ପରିସ୍ଥିତିକୁ ଚ୍ୟାଲେଞ୍ଜ ଦେବାରେ ଅସଫଳ ହେବାରୁ ଏହି ଛଟେଇ କରିଥିବା କୁହାଯାଉଛି ।
ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।
୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।
ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରୁ ଫ୍ୟାନ୍, ପ୍ରଶଂସକ ଡାନିଏଲଙ୍କୁ ଶେଷ ଥର ପାଇଁ ବିଦାୟ ଜଣାଇବାକୁ ପହଞ୍ଚିଛନ୍ତି। ଡାନିଏଲ୍ଙ୍କ ଦମଦାର ଅଭିନୟ ତାଙ୍କୁ ଦକ୍ଷିଣ ଭାରତରେ ବେଶ୍ ପପୁଲାର୍ କରିଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ କିଛି ବି କରୁଛନ୍ତି । ରିଲ୍ସ କରିବା ପାଇଁ ବିନା ଡର ଓ ଭୟରେ କୌଣସି ବି ସ୍ଥାନରେ ଭିଡ଼ିଓ ତିଆରି କରୁଛନ୍ତି । ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ ।
ମାର୍ଚ୍ଚ ୨୭ରୁ ଏହି ପଦବୀ ପାଇଁ ଆପଣ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି..
ଜଣେ ବ୍ୟକ୍ତି ନିଜ ପରିଶ୍ରମ ଆଧାରରେ ବଡ଼ ବଡ଼ ସମସ୍ୟାରୁ ରକ୍ଷା ଓ ସଫଳତା ମଧ୍ୟ ପାଇଥାଏ । ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।
ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।
ଟିକସ ଫାଙ୍କିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନୋଟିସ । ଚାକିରି ନଥିବା ବେଳେ ଟିକସ ପାଇଁ କିପରି ନୋଟିସ ଆସିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଛାତ୍ରଜଣକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ।
ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।
ନାସାର ଅଫିସିଆଲ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହା ଦେଖିବାକୁ ମିଳିବ । ଯାହାକୁ ଆପଣ ଭାରତରେ ରହି ମଧ୍ୟ ଦେଖିପାରିବେ ।
ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଆରସିବି ଓ କେକେଆର୍ ମ୍ୟାଚ୍ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।
ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ ।
ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ ।
ଚୀନକୁ ନଜର ଗଡଫାଦର ଭାବୁଥିବା ପାକିସ୍ତାନ ଏବେ ଅଡୁଆରେ । ପାକିସ୍ତାନରେ ନିଜର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଚୀନ । ଉଭୟ ଦେଶ ମଧ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ କରୁଥିବା ବିଭିନ୍ନ ଯୋଜନାକୁ ଏବେ ବନ୍ଦ କରିବା ପାଇଁ ବାହାରିଛନ୍ତି ଚୀନ ସରକାର ।
ସଜନା ଛୁଇଁ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ। ସଜନା ଛୁଇଁ କ୍ୟାଲ୍ସିୟମ୍, ଫସ୍ଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର। କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ ।