ପାଣିପାଗ ବିଭାଗର ସୂଚନାନୁସାରେ, ଦେବଭୂମୀ ଦ୍ୱାରାର ଦ୍ୱାରକା ତାଲୁକା ଶନିବାର ୨୨ଘଣ୍ଟା ମଧ୍ୟରେ ୨୩୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । କେନ୍ଦ୍ର ଶ୍ରମ ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପୋରବନ୍ଦରର ବନ୍ୟା ପ୍ଳାବିତ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।
ଭ୍ରମଣ ସମୟରେ ଆପଣ ଯଦି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।
ଟାଟୁରୁ ହୋଇପାରେ ଲିମ୍ଫୋମା ବ୍ଲଡ କ୍ୟାନସର ବା ରକ୍ତ କର୍କଟ। ସ୍ବିଡେନରେ କରାଯାଇଥିବା ଏକ ଷ୍ଟଡିରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।
ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୧୦ ହଜାରରୁ ଅଧିକ ପଦବୀ ପୂରଣ ହେବ।
ଘରେ ଘରେ ପରିଚିତ ହୋଇଥିବା ଶିବାନୀ କୁମାରୀ ମଧ୍ୟ ବିଗ୍ ବସ୍ OTT 3 ପାଇଁ ହେଡ୍ଲାଇନ୍ରେ ଅଛନ୍ତି। ବିଗ୍ ବସ୍ର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ସେ ଅଦନାନ୍ ଶେଖଙ୍କ ପାଇଜାମାର ନାଡା ଟାଣୁଥିବାର ନଜର ଆସିଛନ୍ତି। ତା’ପରେ ଲୋକମାନେ ତାଙ୍କର କ୍ଲାସ୍ ନେବା ଆରମ୍ଭ କରିଦେଇଛନ୍ତି।
କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପୂର୍ବରୁ କାହିଁକି ଇସ୍ତାଫା ଦେଲେ ମନୋଜ? ଇସ୍ତଫାପତ୍ରରେ ଦର୍ଶାଇଥିବା ବ୍ୟକ୍ତିଗତ କାରଣ ପଛରେ ରହିଛି ଆଉ କ’ଣ ରହସ୍ୟ।
ଚେସ୍ ହେଉଛି ଏକ ପ୍ରାଚୀନ ଖେଳ, ଯାହା ଷଷ୍ଠ ଶତାବ୍ଦୀରେ ଭାରତରେ ଚତୁରଙ୍ଗ ଏକ ଖେଳ ସହିତ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ବ୍ୟାପିଥିଲା ଏବଂ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ୟୁରୋପର ସବୁଠାରୁ ଲୋକପ୍ରିୟ ଖେଳ ହୋଇପାରିଥିଲା।
ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ବା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।
ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭୂତି ଦେଖାଇଥିବା ଅଭିଯୋଗ ହେବା ପରେ UPSCର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ୫ବର୍ଷ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ମନୋଜ ସୋନି ଇସ୍ତଫା ନେଇ ଚର୍ଚ୍ଚା ଲାଗିରହିଛି ।
ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଉପରେ ଉଲ୍ଲେଖ କରାଯାଇଥିବା କିଛି ନିୟମଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ କାହା ଘରକୁ ଯିବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ ।
ବିବାହ ଋତୁରେ କମିଲା ସୁନା ଦର। ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ପ୍ରକାଶ ପାଇଲା NEET-UG ରେଜଲ୍ଟ। NTA ପକ୍ଷରୁ ଚଳିତବର୍ଷର ଫଳ ପ୍ରକାଶ ପାଇଛି।ଅଫିସିଆଲ୍ ୱେବସାଇଟ୍ http://nta.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।
ହଠାତ୍ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ମାଇକ୍ରୋସଫ୍ଟ ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଦ୍ୱାରା ଚାଳିତ ଅନେକ କମ୍ପ୍ୟୁଟର ଅଚଳ ହୋଇଯାଇଥିଲା। ଏହାର ସ୍କ୍ରିନ ନୀଳ ହୋଇଯାଇଥିଲା। ଏପରି ସମସ୍ୟା ଦେଖାଦେଲେ କମ୍ପ୍ୟୁଟର କିମ୍ୱା ଲାପ୍ଟପ୍ ରିଷ୍ଟାର୍ଟ କିମ୍ୱା ସଟଡାଉନ ହୋଇଯାଏ।
ବର୍ତ୍ତମାନ ଏହା ବିରୋଧ ନୁହେଁ, ଏହା ଏକ ଯୁଦ୍ଧ। ୱେବସାଇଟରେ ନ୍ୟାୟ ପାଇଁ ସଂଗ୍ରାମ ଆରମ୍ଭ ହୋଇଛି ବୋଲି ଏକ ବାର୍ତ୍ତା ଲେଖାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ସହ ଆଜି ପର୍ଯ୍ୟନ୍ତ ବି ଯୋଗାଯୋଗ ହୋଇପାରିନି। ନିକଟରେ ଏପରି ଏକ ଜନଜାତିର କିଛି ଲୋକ ହଠାତ୍ ନଦୀ କୂଳରେ ଥିବା ଜଙ୍ଗଲ ବାହାରେ କ୍ୟାମେରାରେ କଏଦ ହୋଇଯାଇଛନ୍ତି। ସେମାନଙ୍କୁ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ପ୍ରକଟ କରିଛି… କିନ୍ତୁ କାହିଁକି ?
ଅନେକ ସମୟରେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ୟୁଟ୍ୟୁବ୍ ହ୍ୟାକ୍ ହୁଏ। ତେବେ ଏଭଳି ପରିସ୍ଥିତିରେ ଏହାକୁ ଏଡେଇବା ପାଇଁ କ’ଣ କରିବା ଉଚିତ, ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାଇବର ଅପରାଧୀଙ୍କଠାରୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ ଜାଣିବା ଦରକାର।
ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ ବେଶ ଉପକାରୀ।
ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।
ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।
ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।
ଅନନ୍ତ ଅମ୍ୱାନୀ ଓ ରାଧିକାଙ୍କ ବିବାହରେ ଦେଖିବାକୁ ମିଳିଛି ଗୋଟିଏ ରୋଚକ ଘଟଣା। ତାଙ୍କ ବିବାହରେ ଜଣେ ବୃଦ୍ଧା ସାମିଲ ହୋଇଥିଲେ। ଏବଂ ଅମ୍ବାନୀ ଦମ୍ପତି ତାଙ୍କୁ ମୁଣ୍ଡିଆ ବି ମାରିଥିଲେ। ହେଲେ କିଏ ଏହି ମହିଳା ତାକୁ ନେଇ ସମସ୍ତଙ୍କ ଭିତରେ ସସପେନ୍ସ ।
ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ ଏହାକୁ ପୁଣି ଇନ୍ଧନ ଯୋଗାଇଛନ୍ତି।
ଗତକାଲି ବ୍ରିଟେନର ଲିଡ୍ସ ସହରରେ ହିଂସାକାଣ୍ତ ଘଟିଥିଲା । ଲିଡ୍ସର ପଡ଼ୋଶୀ ହାରେହିଲ୍ସ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୋଟେ ବସ୍ ପୋଡ଼ି ଯାଇଥିଲା ।
ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।
ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।