• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Train Accident Derailment attempt
ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ମାଲବାହୀ ରେଳ !

ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।

Gold Price Today
Gold Price Today 10th September 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ କମିଛି । ଜାଣନ୍ତୁ କେତେ...

iPhone 16
iPhone 16 ଲଞ୍ଚ: ଶୁକ୍ରବାର ପରିବର୍ତ୍ତେ ସୋମବାରକୁ କାହିଁକି ବାଛିଲା କମ୍ପାନୀ ?

ଭାରତରେ ଲଞ୍ଚ ହେଲା iPhone 16 ଓ iPhone 16 Plus। ପ୍ରଥମ ଥର ପାଇଁ ଶୁକ୍ରବାର ପରିବର୍ତ୍ତେ ଆପଲ୍‌ ସୋମବାର ଲଞ୍ଚିଂ ଇଭେଣ୍ଚ ରଖିଛି। ଏହି ଐତିହାସିକ ପରିବର୍ତ୍ତନ ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା।

World Suicide Prevention Day 2024
World Suicide Prevention Day 2024: ପିଲାମାନେ ବି ନେଉଛନ୍ତି ଆତ୍ମହତ୍ୟା ଭଳି ପଦକ୍ଷେପ; ଜାଣନ୍ତୁ ରୋକିବାର ୫ ଟିପ୍ସ

ସାରା ବିଶ୍ୱରେ ଆତ୍ମହତ୍ୟା ଏକ ବଡ ସମସ୍ୟା ପାଲଟିଛି। ଆଜିକାଲି କେବଳ ବୟସ୍କମାନେ ନୁହେଁ ଯୁବପିଢି ଓ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଆତ୍ମହତ୍ୟା ଭଳି ସାଂଘାତିକ ପଦକ୍ଷେପ ଦେଖାଦେଉଛି। ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

Cancer
କ୍ୟାନସର ପାଇଁ ଔଷଧ ଉପରେ କମିଲା GST !

ପରିଷଦର ଆସନ୍ତା ଅକ୍ଟୋବରରେ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

 Nuclear power plant on Moon
ଜହ୍ନରେ ହେବ କି ଜନବସତି ? ଚନ୍ଦ୍ରପୃଷ୍ଠରେ ବିଦ୍ୟୁତ ଉତ୍ପାଦନ ପାଇଁ ଚାଲିଛି ଯୋଜନା

ଜହ୍ନରେ ଜନବସତି ସ୍ଥାପନ ପାଇଁ ବଡ଼ ପଦକ୍ଷେପ । ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ହାତ ମିଳାଇବେ ରୁଷ, ଭାରତ ଓ ଚୀନ୍।

Ganesh idol
ଗୁଡ଼ରେ ତିଆରି ହୋଇଛି ୭୫ ଫୁଟର ଗଣେଶ, ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼

ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା ଖାଇବା ଗୁଡରେ ତିଆରି ହୋଇଛି।

India reports first case of Monkeypox
ଆସିଲା ଲାବ୍ ରିପୋର୍ଟ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ।

Man dies after putting cobra's head in his mouth
ପାଟିରେ ରଖିଥିଲେ ନାଗ ସାପ ମୁଣ୍ଡ, ଚାଲିଗଲା ଜୀବନ; ଆଶ୍ଚର୍ଯ୍ୟ କରିବ କାରଣ

ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷୀୟ ଯୁବକ । ରିଲ୍ସ ଭିଡିଓ ପାଇଁ ନାଗ ସାପକୁ ପାଟିରେ ଭର୍ତ୍ତି କରିଥିଲେ ।

Arindam Sil
ସୁଟିଂ ସେଟ୍‌ରେ ମାନିଲେନି ନିର୍ଦ୍ଦେଶକ, ଅଭିନେତ୍ରୀଙ୍କୁ କୋଳରେ ବସାଇ କଲେ ଏମିତି...

ନିକଟରେ ଜଣେ ଅଭିନେତ୍ରୀ ନିର୍ଦ୍ଦେଶକ ଅରିନ୍ଦମ ସିଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ଏକ ଫିଲ୍ମର ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କୁ ବିନା ଅନୁମତିରେ ସର୍ବସାଧାରଣରେ କିସ୍‌ କରିଥିଲେ ।

Vitamin
ଏହି ସବୁ ଭିଟାମିନ ଅଭାବ ଥିଲେ ଆସିଥାଏ ଥକ୍କାପଣ, ଲାଗିଥାଏ ଅଧିକ ନିଦ

ଭିଟାମିନ୍‌ ବି-୬ ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଶରୀରକୁ ଭିଟାମିନ୍‌ ବି-୬ ପାଇଁ ଚିକେନ୍‌, ମାଛ, କଦଳୀ ଏବଂ ସାଗୁ ଜାତୀୟ ଖାଦ୍ୟ ଖାଇବା ଉଚିତ୍ । ଭିଟାମିନ୍‌ ସି ଖାଇଲେ ମଧ୍ୟ ଶରୀରରେ ଶକ୍ତି ରହିଥାଏ ଓ ଫୁର୍ତ୍ତି ଲାଗିଥାଏ । ଏଥିପାଇଁ ଆପଣଙ୍କୁ ଖଟା ଫଳ ଖାଇବାକୁ ପଡ଼ିଥାଏ ।

Doctor Protest
କୋଲକାତା ଲଜ୍ଜା: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌, କାଲି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ

ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ ।

Officer Removes Union Minister's Shoes
ମନ୍ତ୍ରୀଙ୍କ ଜୋତା କାଢ଼ିଲେ, ପାଇଜାମା ସଜାଡ଼ିଲେ ଅଫିସର, ଭିଡିଓ ଭାଇରାଲ

ଭାରତ କୋକିଂ କୋଲ୍ ଲିମିଟେଡର ଜଣେ ଜେନେରାଲ ମ୍ୟାନେଜର, କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଜୋତା ଖୋଲିଛନ୍ତି । ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି ।

Cyclone yagi
ବାତ୍ୟା ମାଡ଼ରେ ଚାଇନା ଛାରଖାର...ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ

ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍‌ନାକୁ ଆସୁଛି ।

Talaq
ଲଣ୍ଡନରୁ ଭିଡିଓ ପଠାଇ ତିନି ତଲାକ୍‌ ଦେଲା NRI ସ୍ୱାମୀ !

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ପତିପତ୍ନୀଙ୍କ ଭିତରେ ମତାନ୍ତର ଦେଖାଦେଲେ ସେମାନେ କୋର୍ଟରେ ଯାଇ ଛାଡପତ୍ର ବା ଡିଭୋର୍ସ ନେଇ ପାରୁଛନ୍ତି। ମାତ୍ର ଭିଡିଓ ପଠାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର କଥା କେବେ ଶୁଣିଛନ୍ତି କି ?

LPG Cylinder in train track
ରେଳ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର, ଟ୍ରାକ୍‌ରେ ରଖା ଯାଇଥିଲା ଗ୍ୟାସ୍‌ ସିଲିଣ୍ଡର ଓ ପେଟ୍ରୋଲ ବୋମା

କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର ।

Protest
କୋଲକାତା ଲଜ୍ଜା: ନ୍ୟାୟ ପାଇଁ ୨୫ ଦେଶରେ ବିକ୍ଷୋଭ ପ୍ରଦର୍ଶନ

୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।

Encounter
LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଏନକାଉଣ୍ଟରରେ ଟଳିଲେ ୨ଆତଙ୍କୀ

ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁକଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

YouTube-guided surgery
ୟୁଟ୍ୟୁବ୍‌ ଦେଖି ଅପରେସନ୍‌ କରିଦେଲେ ନକଲି ଡାକ୍ତର; ଚାଲିଗଲା ନାବାଳକର ଜୀବନ

ଡାକ୍ତରଙ୍କୁ ଲୋକେ ଭଗବାନର ଆଖ୍ୟା ଦିଅନ୍ତି। ହେଲେ ଜଣେ ନକଲି ଡାକ୍ତରଙ୍କ ଭୁଲ୍ ପାଇଁ ନିରୀହ ନାବାଳକର ଜୀବନ ଯାଇଛି।

Gold Price Today
Gold Price Today 9th September 2024: ଆଜି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସ୍ଥିର ରହିଛି ସୁନା ଦର। ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

youtube channel terminated policy how to save it
Technology: ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି କି… ଭୁଲ୍‌ରେ କରନ୍ତୁ ନାହିଁ ଏହି ଭୁଲ୍, ହୋଇଯିବ ବନ୍ଦ

ଅନେକ ଲୋକ AI ସାହାଯ୍ୟରେ ୟୁଟ୍ୟୁବ୍ ପରି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଭୁଲ୍ ଭିଡିଓ କଣ୍ଟେଣ୍ଟ୍ ଅପଲୋଡ୍ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ତେବେ ଆପଣ ଅନେକ ସୂଚନା ବିଷୟରେ ଜାଣିବା ଦରକାର, ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Paralympics
ପ୍ୟାରିସ୍‌ରେ ଚମକିଲେ ପାରା ଆଥଲେଟ୍ସ; ୨୯ପଦକ ସହ ସରିଲା ଅଭିଯାନ

ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ନୂଆ ମାଇଲ୍ ଖୁଣ୍ଟ । ରେକର୍ଡ ୨୯ ପଦକ ଜିତି ଅଭିଯାନ ଶେଷ କରିଛି ଭାରତ । ଏଥିରେ ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ପଦକ ସାମିଲ ଅଛି।

Kolkata Ahaya
ଅଭୟା କାଣ୍ଡକୁ ମାସେ; ମାନବ ଶୃଙ୍ଖଳ କରି ନ୍ୟାୟ ମାଗିଲେ ଲୋକେ...

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।

How to make adivasi hair oil in home to avoid fake products
Tips and Tricks: ନକଲି ପ୍ରତି ସାବଧାନ… ଘରେ ତିଆରି କରନ୍ତୁ ଆଦିବାସୀ ହେୟାର ଅଏଲ୍

ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବଜାର ଉପରେ ନିର୍ଭର ନ କରି ଘରେ ହିଁ ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।

International cricketers who retired in 2024
ଚର୍ଚ୍ଚାରେ ବର୍ଷ ୨୦୨୪, ବର୍ଷକରେ କ୍ରିକେଟକୁ ଗୁଡବାଏ କହିଲେଣି ୨୨ କ୍ରିକେଟର

ଚଳିତ ବର୍ଷ ଏଯାବତ ୨୨ଜଣ ଷ୍ଟାର କ୍ରିକେଟର କ୍ରିକେଟରୁ ସଂପୂର୍ଣ୍ଣ କିମ୍ବା ନିର୍ଦ୍ଦିଷ୍ଟ ଫର୍ମାଟକୁ ବାଏ ବାଏ କହିସାରିଲେଣି । ତାଲିକାରେ ରହିଛି ଅନେକ ଭେଟେରାନ କ୍ରିକେଟରଙ୍କ ନାମ ।