ସୂର୍ଯ୍ୟାଙ୍କ ଫିଲ୍ମ ‘କଙ୍ଗୁଭା’ର ରିଲିଜ୍ ତାରିଖ ବହୁତ ବାକି ଅଛି। ଆସନ୍ତା ଅକ୍ଟୋବରରେ ଏହା ପ୍ରେକ୍ଷାଳୟକୁ ଆସିବ। ଏହି ସମୟରେ ନିର୍ମାତା ଫିଲ୍ମ ପ୍ରଥମ ଗୀତ 'ଫାୟାର'ର ରିଲିଜ କରିଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି।
ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ବିବାହ ପରେ ସୋସିଆଲ ମିଡିଆରେ ଲୋକମାନେ କେବଳ ସୋନାକ୍ଷୀଙ୍କୁ ନୁହେଁ ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ଘେରିଥିଲେ। କିନ୍ତୁ କୁହାଯାଏ ଯେ ଯୋଡି ତ ଉପରୁ ତିଆରି ହୋଇଥାଏ, ତେଣୁ ସୋନାକ୍ଷୀ ଏବଂ ଜହୀରଙ୍କ ପାଇଁ ମଧ୍ୟ ଏହା ଏମିତି କିଛି ଥିଲା। ବିବାହର ଏକ ମାସ ପରେ ସୋନାକ୍ଷୀଙ୍କ ଶାଶୁ-ଶଶୁର କହିଛନ୍ତି ଯେ ସେ କିପରି ବୋହୂ...
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫ ।
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଜାଣନ୍ତୁ କ’ଣ ହେଲା ଶସ୍ତା ? କଣ ହେଲା ମହଙ୍ଗା ?
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ । ସେପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ବାପାଙ୍କ ଛାତିରେ ମୁହଁ ମାଡି କାନ୍ଦୁଛି ସୁନା ଝିଅର । ଯାହାକୁ ବର୍ଣ୍ଣନା କରିବାକୁ ଆମ ପାଖେ ଶବ୍ଦର ଅଭାବ ।
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ
ଅନେକ ଯେହେତୁ ଏହାର ପ୍ରକୃତ ଶିକ୍ଷା ନ ପାଇ ଧ୍ୟାନ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ମନ ସ୍ଥିର ରୁହେନି। ଧ୍ୟାନ ସମୟରେ ମନ ଏପଟ ସେପଟ ହୁଏ। ଫଳରେ ଅସ୍ଥିର ଲାଗିବା ସ୍ୱାଭାବିକ। ତେବେ ଧ୍ୟାନ କରିବାର ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇନେଲେ ଆପଣ ପୂର୍ଣ୍ଣ ଏକାଗ୍ରତା ସହିତ ଧ୍ୟାନ କରିବାକୁ ସମର୍ଥ ହେବେ।
ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ମୁତୟନ ହୋଇଛନ୍ତି NDRF ଯବାନ।
ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।
କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଉଦାହରଣ ଆଜି ବି ଗ୍ରାମାଞ୍ଚଳରେ ରେଡିଓ ଦେଖିବାକୁ ମିଳେ। ଭାରତରେ ରେଡିଓ ପ୍ରସାରଣ ୮୮ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ।
ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।
୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ।
ବିବାହର ୩ ମିନିଟ୍ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଛାଡ଼ପତ୍ରର କାରଣ ଜାଣିଲେ ହୋଇଯିବେ ତାଜୁବ !
ଆଜିକାଲି ଅଗ୍ନିବୀରର ନିଯୁକ୍ତି ଚାଲିଛି। ଏପରି ପରିସ୍ଥିତିରେ ଆପଣଙ୍କୁ ଯତ୍ନର ସହ ବିଚାର କରିବା ପରେ ହିଁ ଆବେଦନ କରିବାକୁ ପଡିବ। ଭାରତୀୟ ସେନାରେ ଯୋଗଦେବା ପାଇଁ ଅନେକ ସର୍ତ୍ତ ଏବଂ ନିୟମ ଅଛି। ଆସନ୍ତୁ ସେ ବିଷୟରେ ଜାଣିନେବା।
ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ଟି-ଟ୍ବେଣ୍ଟି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କାହିଁକି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ କରାଗଲା, କାରଣ କହିଛନ୍ତି ଅଗରକର।
ପ୍ରଭାସଙ୍କ ହାଇ ବଜେଟ୍ ଫିଲ୍ମ 'କଳ୍କୀ ୨୮୯୮ ଏଡି' ପୁଣି ବିବାଦରେ। ନିର୍ମାତା ଏବଂ ଅଭିନେତାମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି। ନୋଟିସ୍ ପଠାଇଥିବା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।
ସୋନାକ୍ଷୀ-ଜହୀର ବିବାହ ପରେ, ଉଭୟଙ୍କ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ଭାଇରାଲ୍ ହେଉଛି। ନିକଟରେ ସୋନାକ୍ଷୀ ଏବଂ ଜହୀରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସୋନାକ୍ଷୀଙ୍କୁ ଦେଖିବା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଛନ୍ତି।
ଡଷ୍ଟବିନ୍ରୁ ମିଳିଲା ୫ ଲକ୍ଷର ହାର । କଥାଟା ବିଶ୍ବାସ ଲାଗୁନଥିଲେ ବି ସତ । ଏମିତି ଘଟଣା ଘଟିଛି ଚେନ୍ନାଇରେ ।