• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Accident
ଦ୍ରୁତ ଗତି ଆଣୁଛି ମହା ବିପତ୍ତି; ନେଉଛି ଲକ୍ଷାଧିକ ଜୀବନ, ସଂସଦରେ ତଥ୍ୟ ରଖିଲେ ମନ୍ତ୍ରୀ

ପ୍ରତିବର୍ଷ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଯାଉଛି ଲକ୍ଷାଧିକ ଜୀବନ । ୨୦୧୮ରୁ ୫ ବର୍ଷ ମଧ୍ୟରେ ଦେଶରେ ସବୁଠୁ ଅଧିକ ଦୁର୍ଘଟଣା ୨୦୨୨ରେ ଘଟିଛି ।

Nepal Plane Crash
ପୁଣି ନେପାଳରେ ବିମାନ ଟ୍ରାଜେଡି, ଦୁର୍ଘଟଣାରେ ଚାଲିଗଲା ୧୮ ଜଣଙ୍କ ଜୀବନ

ମାତ୍ର କେଇ ସେକେଣ୍ଡ୍ ଭିତରେ ସବୁ ଶେଷ... ନେପାଳରେ ଜଳିଲା ପୁଣି ଗୋଟିଏ ବିମାନର ଚିତା...ଉଡ଼ାଣ ଭରିବା ମାତ୍ରେ ଖାଇରେ ଖସି ଅଗ୍ନିପିଣ୍ଡୁଳା ପାଲଟିଗଲା...।

Shami
କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶାମି, କାରଣ କହିଲେ ପୁରୁଣା ବନ୍ଧୁ

ଖେଳ ଅପେକ୍ଷା ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୩୩ ବର୍ଷୀୟ ମହମ୍ମଦ ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‌ ଜାହାନ ଘରୋଇ ହିଂସା ଓ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ଶାମି ।

Southern Railway Recruitment Apply for 2438 posts
Southern Railway Recruitment: ଦଶମ ପାଶ୍ କରି ITI କରିଛନ୍ତି କି… ରେଳବାଇରେ ଚାକିରି ସୁଯୋଗ

ଆପଣ ଯଦି ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ରେଳବାଇ(SR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ SR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୨୪୦୦ରୁ ଅଧିକ ପଦବୀ ପୂରଣ ହେବ।

Mukbang challenge kills Chinese woman
କାଳ ହେଲା ସୋସିଆଲ ମିଡିଆ ନିଶା: ଥରକେ ଖାଉଥିଲେ ୧୦କେଜି ଖାଦ୍ୟ, ହେଲେ....

ଏ ଘଟଣାଟି ଚୀନର । ସେଠାରେ ୨୪ବର୍ଷୀୟା ପ୍ୟାନ୍ ସାଓଟିଙ୍ଗ୍ ବାସ କରନ୍ତି । ବୃତ୍ତିରେ ସେ ଏକ ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ ।

Sanjay dutt raveena tandon ghudchadhi trailer release
Ghudchadhi trailer: ବହୁଦିନ ପରେ ଏକାଠି ହେଲେ ସଞ୍ଜୟ ଦତ୍ତ-ରବୀନା ଟଣ୍ଡନ୍; ଏହି ଫିଲ୍ମରେ କରିବେ ରୋମାନ୍ସ

‘ଘୁଡ୍‌ଚଡି’ର ଟ୍ରେଲର୍‌ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍‌ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।

janhvi kapoor tells who introduces her to first bra
ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।

neet ug
ପୁନଃ ହେବନି ନିଟ୍-ୟୁଜି ପରୀକ୍ଷା; ୪ ଲକ୍ଷ ପିଲା ହରାଇବେ ୫ ମାର୍କ...

ନିଟ୍-ୟୁଜିକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା । ପୁନଃ ହେବନି ନିଟ୍-ୟୁଜି ପରୀକ୍ଷା । ତେବେ ୪.୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବନି ୫ ମାର୍କ । ଜାଣନ୍ତୁ କାହିଁକି...

Joe biden to address nation on decision to withdraw from presidential race
ମୃତ୍ୟୁ ଗୁଜବ ଭିତରେ ସାମ୍ନାକୁ ଆସିଲେ ବାଇଡେନ୍; ହ୍ୱାଇଟ୍ ହାଉସ୍‌ରୁ କରିବେ ସମ୍ବୋଧନ

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍‌ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ତାଙ୍କୁ ନେଇ ଅନେକ ଗୁଜବ ଉଠିଥିଲ। ସେ ମୃତ୍ୟୁବରଣ କରିଛନ୍ତି ବୋଲି ମଧ୍ୟ କୁହାଯାଉଥିଲା। ଆଜି ହ୍ୱାଇଟ୍‌ ହାଉସରୁ ବାଇଡେନ୍ ଦେଶକୁ ସମ୍ବୋଧିତ କରିବେ ବୋଲି ସୂଚନା ଆସିଛି।

Plane crashes
ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା; ୧୮ ମୃତ, ବଞ୍ଚିଗଲେ ପାଇଲଟ୍...

ନେପାଳ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବଞ୍ଚିଗଲେ ପାଇଲଟ୍ । ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

Gold Price Today
Gold Price Today 24th July 2024: ୩୫୦୦ ଟଙ୍କା କମିଲା ସୁନା ଦର, ଡେରି ନକରି କିଣି ଆଣନ୍ତୁ ଗହଣା

ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । କଟକ ଓ ଭୁବନେଶ୍ୱରରେ ସୁନା ଦର ୩୫୦୦ ଟଙ୍କା ହ୍ରାସ ପାଇଛି ।

Panchang
Panchang Today 24th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

If there is network problem in house use this tips to solve it
Technology: ଘରେ ପଶୁ ପଶୁ କଟିଯାଉଛି କି ନେଟ୍‌ୱାର୍କ… ଏମିତି କରନ୍ତୁ, ନେଟ୍‌ୱର୍କ ହେଇଯିବ ସ୍ପିଡ୍

ଅନେକ ସମୟରେ ଦେଖାଯାଏ ଯେ ଘରକୁ ପଶିବା ମାତ୍ରେ ମୋବାଇଲ୍‌ର ସମସ୍ତ ଟାୱାର ଚାଲିଯାଏ। ଆପଣ ଯଦି ଏହି ସବୁ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ଅଛି ଯାହା ଦ୍ୱାରା ଏହାର ସମାଧାନ ହୋଇପାରିବ। ଜାଣନ୍ତୁ…

Best ways to increase child memory power rapidly
Parenting Tips: ଆପଣଙ୍କ ପିଲା ପାଠ ମନେ ରଖିପାରୁନି କି… ଗାଳି ନ ଦେଇ ଏହି ଉପାୟରେ ପଢାନ୍ତୁ, ଏକାଥରେ ମନେରହିବ

ପିଲାମାନଙ୍କର ପାଠ ମନେ ନ ରହିଲେ ବାପାମାଆ ଗାଳିଦିଅନ୍ତି ନଚେତ ପିଟନ୍ତି। ଏହି ଉପାୟ କିନ୍ତୁ ଠିକ୍ ନୁହେଁ। ଏହା ବେଳେବେଳେ ପିଲାମାନଙ୍କୁ ସଜାଡିବା ବଦଳରେ ବିଗାଡି ଦେଇଥାଏ। ତେବେ ଗାଳି କିମ୍ବା ମାରଧର ପରିବର୍ତ୍ତେ, ଶିକ୍ଷାଦାନର ଶୈଳୀକୁ ପରିବର୍ତ୍ତନ କରିଦେଲେ ଏହି ସମସ୍ୟା ସମାଧାନ ହୋଇଯାଏ।

Onion will drive away mosquitoes cockroaches and lizards from the house
Tips and Tricks: ପିଆଜକୁ କରନ୍ତୁ ଏମିତି ବ୍ୟବହାର, ଘରେ ପଶିବେନି ମଶା-ମାଛି

ମଶା, ମାଛି, ଅସରପା, ଝିଟିପିଟି ଆଦି କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର କରିବ ଏବଂ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ।

Neet
ନିଟ-ୟୁଜିକୁ ନେଇ ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା

ଶୁଣାଣି କରି ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପରେ ଆସନ୍ତାକାଲିଠୁ କାଉନସେଲିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

Budget
ନୂଆ ଆୟକର ବ୍ୟବସ୍ଥାରେ ସଂଶୋଧନ, ୫୦ ହଜାରରୁ ୭୫ ହଜାରକୁ ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ୍

ସୀମା ଶୁଳ୍କ ହ୍ରାସ ପରେ ଶସ୍ତା ସୁନା, ରୁପା, ପ୍ଲାଟିନମ୍, ମୋବାଇଲ ଫୋନ୍ ।

Budget
କଷ୍ଟମ ଡ୍ୟୁଟି ହ୍ରାସ ପରେ ଶସ୍ତା ହେଲା ସୁନା-ରୁପା-ପ୍ଲାଟିନମ୍

ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କରେ ପ୍ରଥମଥର ପାଇଁ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି ସରକାର।

Budget
ମୋଦି 3.0ର ୯ ସୂତ୍ରୀ ପ୍ରଥମ ବଜେଟ୍, ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ

ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ପିଏମଙ୍କ ୨ ଲକ୍ଷ କୋଟିର ପ୍ୟାକେଜ୍ । ବିହାର-ଆନ୍ଧ୍ର ଉପରେ ଯୋଜନା ବର୍ଷାକୁ ନେଇ ତେଜିଲା ରାଜନୀତି ।

Budget
ବଜେଟ୍‌ରେ ୯ ଦିଗ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ, ଜାଣନ୍ତୁ...

ବଜେଟ୍‌ରେ କିଛି ଜିନିଷକୁ ଶସ୍ତା କରି ଦିଆଯାଇଛି । ମୋବାଇଲ, ଚାର୍ଜର, ବ୍ୟାଟେରୀ ସହ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ୍ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ ।

Follow these effective tips to give a new dimension to your career
Career Tips: ଅଫିସ୍‌ରେ ଶୀଘ୍ର ପ୍ରମୋସନ୍‌ ପାଇବାକୁ ଚାହୁଁଛନ୍ତି କି… ମାନନ୍ତୁ ଏହି ୫ ନିୟମ

ସେ ସରକାରୀ ହେଉ କି ଘରୋଇ ଚାକିରି, ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରମୋସନ୍ ପାଇବାର ସ୍ୱପ୍ନ ଦେଖନ୍ତି। ଏହା ଦ୍ୱାରା ଦରମା ବଢିବା ସହିତ ଖାତିର ମଧ୍ୟ ବଢିଥାଏ। କିନ୍ତୁ ବେଳେବେଳେ ଦେଖାଯାଏ ଅନେକ ବର୍ଷ ଧରି ଚାକିରି କରିବା ପରେ ମଧ୍ୟ ପ୍ରମୋସନ ହେଉନି। ତେବେ ଏହି ୫ ଟିପ୍ସ ସାହାଯ୍ୟ କରିବ।

Anant Ambani-Radhika Merchant wedding
ସରିଲା ବିବାହ, ଥମୁନି ଚର୍ଚ୍ଚା; ଜାଣନ୍ତୁ ଅନନ୍ତ ଓ ରାଧିକାଙ୍କୁ କିଏ ଦେଲେ କ’ଣ ଉପହାର...

ମୁମ୍ବାଇର ଜିଓ ୱାଲ୍ଡ କନଭେନସନ୍‌ ସେଣ୍ଟରରେ ହାତକୁ ଦୁଇ ହାତ ହୋଇଥିଲେ ଅନନ୍ତ ଓ ରାଧିକା। ତେବେ ଅନନ୍ତ ଓ ରାଧିକାଙ୍କୁ କିଏ ଦେଲେ କ’ଣ ଉପହାର ? ଜାଣନ୍ତୁ...

Supreme Court
କୋର୍ଟରୁମ୍‌ରେ ଡ୍ରାମା, ସୁପ୍ରିମକୋର୍ଟ ଓକିଲଙ୍କୁ ଏମିତି କହିଲେ ପ୍ରଧାନ ବିଚାରପତି

ଆଜି ସୁପ୍ରିମକୋର୍ଟରେ NEET-UG ସମ୍ବନ୍ଧୀୟ ଆବେଦନର ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା ।

Joe Biden
୫ ଦିନ ହେଲା ଆଉ ଦେଖା ଦେଉନାହାନ୍ତି ଜୋ ବାଇଡେନ୍‌, ରହସ୍ୟ କ’ଣ ?

ଆମେରିକାର ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କମଲା ହ୍ୟାରିସ୍‌ଙ୍କ ପାଖରେ ଏବେ ୪ ସପ୍ତାହରୁ କମ୍‌ ସମୟ ରହିଛି ।

Gold Rate
ବଜେଟ୍ ଆଣିଲା ଖୁସି ଖବର; କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ

କିଛିଦିନ ତଳେ ଲଗାତାର ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗହଣା ପ୍ରିୟ ଭାରତୀୟଙ୍କର ଜୀବନ ନେଇ ଯାଇଥିଲା ସୁନାଦର ।