ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି। ଋଷିଆ ପାଇଁ ନିଜ ବାୟୁସୀମାକୁ ଆମେରିକା ବନ୍ଦ କରିବା ସହ ଋଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି।
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨ତାରିଖ, ବୁଧବାର, କୁମ୍ଭ, ୧୮ ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ମନ୍ଦିରର ଫାଟକ ପାଖରେ ବସିଛି ଏକ କୁକୁର। ଯିଏ ତା’ ପାଖକୁ ଆସୁଛି ଆଉ ତାକୁ ନମସ୍କାର କରୁଛି ସିଏ ତାଙ୍କୁ ଆଶୀର୍ବାଦ ଦେଉଛି। ଲୋକେ ବି କୁକୁରକୁ ଭଗବାନଙ୍କ ଦୂତ ବୋଲି ବିବେଚନା କରି ନମସ୍କାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…
ଭାରତରେ ଧିରେ ଧିରେ ଚାଷର ପଦ୍ଧତି ବଦଳୁଛି, ବର୍ତ୍ତମାନ କୃଷକମାନେ ସେହି ଫସଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା କମ୍ ସମୟ ମଧ୍ୟରେ ଅଧିକ ଲାଭ ଦେଉଛି। ଏଭଳି ଫସଲରେ ରହିଛି କଖାରୁ। ତେବେ ଏହାକୁ କେବେ ଓ କିପରି ଚାଷ କରାଯାଏ ଆସନ୍ତୁ ଜାଣିବା।
କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି ନିଅନ୍ତୁ, ଏଥିରୁ ଆପଣ ଯଥେଷ୍ଟ ସୂଚନା ପାଇଯିବେ।
କାକୁଡିକୁ ଏକ ଖରା ଦିନିଆ ଫଳ ଭାବେ ବ୍ୟବହାର କରାଯାଏ। ଏନେଇ ଫେବୃଆରୀ-ମାର୍ଚ୍ଚ ମାସ କାକୁଡି ଚାଷ ପାଇଁ ଖୁବ ଭଲ। ଏହା ସମଗ୍ର ଦେଶରେ ଚାଷ କରାଯାଏ।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା।
ଯୁଦ୍ଧର ବିଭୀଷିିକା ଭିତରେ ସାଧାରଣ ୟୁକ୍ରେନୀୟଙ୍କ କାରନାମା ବି ଚର୍ଚ୍ଚାର ଖୋରାକ୍ ଯୋଗାଇଛି।
ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।
ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେସନ୍ ରୟକୁ ନିଜ ଟିମ୍ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।
ଅନେକ ବଲିଉଡ୍ ଫିଲ୍ମ ଅଛି ଯେଉଁଗୁଡିକ ଶିବ ମହିମାକୁ ପ୍ରଚାର କରେ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଆମେ ଆପଣଙ୍କୁ ସେହି ବଲିଉଡ୍ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଭଗବାନ ଶିବଙ୍କ ମହିମାକୁ ଲୋକଙ୍କ ସାମ୍ନାରେ ରଖାଯାଇଛି।
ଅରିନ୍ଦମ ବାଗଚି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡ଼ୁଛି, ଖାରକିଭରେ ଘଟୁଥିବା ଏୟାର ଷ୍ଟ୍ରାଇକରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ରହିଛି । ଆମର ସହାନୁଭୂତି ପରିବାର ସହିତ ରହିଛି ।
ଶିବଲିଙ୍ଗର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଖ ପାଖ ଜିଲାରୁ ଲକ୍ଷ ଲକ୍ଷ ଭକ୍ତ ବିଶାଖାପାଟଣାରେ ପହଂଚିଛନ୍ତି । ଭକ୍ତଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶାଳ ଶିବଲିଙ୍ଗ ।
ଆକାଶରୁ ବୋମା ବର୍ଷା ସହ ହୋଇଛି ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହରର ବୋମା ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ।
ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂଙ୍କ ଚେହେରା। ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ଅମର ହୋଇଯାଇଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।
ସିନେମା ପରି ମଦ ଚାଲାଣ ଚାଲିଥିଲା, ହେଲେ ପୋଲିସ୍ ହାତରେ ଧରାପଡ଼ିଗଲେ . . .
ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ପୂଜାପାଠ ସମୟରେ ତାଙ୍କୁ କେବଳ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯିବା ଉଚିତ। ଅନେକ ହୁଏତ ଜାଣି ଥିବେ ଭଗବାନ ଶିବଙ୍କୁ ଅନେକ ଜିନିଷ ଅର୍ପଣ କରାଯାଏ ନାହିଁ। ଆସନ୍ତୁ ସେ ବିଷୟରେ ଜାଣିନେବା।
ମୁମ୍ବାଇ ରାସ୍ତାରେ ସ୍କୁଟି ଧରି ବୁଲୁଛନ୍ତି ଅର୍ଦ୍ଧନାରୀଶ୍ୱର। ଗଳି, କନ୍ଦି, ଛକ ଯୁଆଡେ ଯାଉଛନ୍ତି ଲାଗିଯାଉଛି ଭିଡ। ହର୍ ହର୍ ମହାଦେବ ଓ ବମ୍ ବମ୍ ଭୋଲେ ଡାକରାରେ ପ୍ରକମ୍ପିତ ହେଉଛି ଗଗନ। କିଏ ଏହି ଅର୍ଦ୍ଧନାରୀଶ୍ୱର?
ଏହି ମାସରେ ଋଷ ବିଶ୍ୱକପ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଲିବାର ଥିଲା । ସେହିପରି ଋଷ ମହିଲା ଦଳ ବି ଇଂଲଣ୍ଡରେ ହେବାକୁ ଥିବା ୟୁରୋପିଅନ ଚାମ୍ପିୟନସିପରେ ଅଂଶଗ୍ରହଣ କରିପାରିବନି ।
ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କୁ ମିଳିଗଲା ନୂଆ ପରିଚୟ। ସେ ଏବେ ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା ।
କ୍ରିକେଟ୍ ହେଉ କି ସୋସିଆଲ୍ ମିଡିଆ, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବେ ପୁଣି ଚର୍ଚ୍ଚାରେ। ଏହି ଗୋଟିଏ କାରଣ ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି...
ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି। ହେଲେ ଏସବୁ ବଡ଼ ପରିବର୍ତ୍ତନ ଓ ନୂଆ ନିୟମ ବିଷୟରେ ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ। ଜାଣନ୍ତୁ, ଆପଣ କେମିତି ପାଇବେ ଲାଭ...
ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା ।
ଭାରତ ସରକାରଙ୍କ ଅପରେସନ ଗଙ୍ଗା ସପ୍ତମ ପର୍ଯ୍ୟାୟରେ ୧୮୨ଜଣ ଭାରତୀୟ ନାଗିରକଙ୍କୁ ରୋମାନିଆର ବୁଚାରେଷ୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଅଣାଯାଉଛି ।