/odishatv-khabar/media/post_attachments/uploadimage/library/16_9/16_9_0/____1646463436.jpg)
Russia-Ukraine War
ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଘଟଣା ଆଜି ଦଶମ ଦିନରେ ପହଞ୍ଚିଛି। ଯୁଦ୍ଧର ଦଶମ ଦିନରେ ଋଷିଆ ଏକ ବଡ଼ ଘୋଷଣା କରିଛି। ୟୁକ୍ରେନର ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ଋଷିଆ ଘୋଷଣା କରିଛି।
Advertisment
ଭାରତୀୟ ସମୟ ଦିନ ୧୧ଟା ୩୦ରୁ ସାମୟିକ ଅସ୍ତ୍ରବିରତି ନେଇ ସୂଚନା ମିଳିଛି। ୧୧ଟା ୩୦ରୁ ଋଷିଆ ପକ୍ଷରୁ ମିଜାଇଲ, ରକେଡ ମାଡ଼ ବନ୍ଦ ହୋଇଛି। ଦିନ ୧୧ଟା ୩୦ରୁ ସାଢ଼େ ୫ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି।
ଫସି ରହିଥିବା ଛାତ୍ର, ଗର୍ଭବତୀ, ସାଧାରଣ ଲୋକ, ଛୋଟ ପିଲାମାନଙ୍କୁ ଉଦ୍ଧାର ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିବା ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)