• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ତିଥି – ୧୪ଶୀ ଦିବା ୦୨/୫୫/୨୫ ଗତେ ଅମାବାସ୍ୟା, ଚନ୍ଦ୍ର- ମେଷ ଦିବା ୧୧/୧୬ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାଶିର , ଦିବା ୧୧/୧୬ ଗତେ ବିଛା ରାଶିର, ଘାତ ବାର- ମେଷ ରାଶିର, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - ବଂଶହାନି – ଭୂମି ଓ ତିଳକାଞନ ଦାନ ।

ଶୁଭ ସମୟ:-

ପ୍ରାତଃ ୦୬/୫୬/୦୩ ରୁ ୦୯/୩୩/୧୧, ଦିବା ୦୧/୨୨/୨୧ ରୁ ୦୨/୪୭/୨୮, ଦିବା ୦୪/୩୨/୧୩ ରୁ ୦୨/୩୮/୪୬,ସନ୍ଧ୍ୟା ୦୬/୧୬/୫୯ ରୁ ୦୭/୪୪/୨, ରାତ୍ରି ୧୦/୩୮/୩୯ ରୁ ୧୨/୪୯/୩୦

ଅଶୁଭ ସମୟ :-

ରାହୁକାଳ- ଦିବା ୦୩/୩୮/୪୬ ରୁ ୦୬/୧୬/୫୯,କାଳବେଳା- ଦିବା ୧୧/୪୪/୦୮ ରୁ ୦୧/୨୨/୨୧,ବାରବେଳା – ଦିବା ୧୦/୦୫/୫୫ ରୁ ୧୧/୪୪/୦୮,କାଳରାତ୍ରି- ରାତ୍ରି ୦୧/୦୫/୫୧ ରୁ ୦୨/୨୭/୩୭

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

  • ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ଉ୍‌ଦ୍ଧିଷ୍ଟ କାର୍ଯ୍ୟ ସିନ୍ଧି ହେବ
  • ତିର୍ଥଯାତ୍ରା ଦେବ ଦର୍ଶନ କରିପାରନ୍ତି
  • ଶତ୍ରୁ ମାନେ ପ୍ରତିହତ ହେବେ ,ଆୟ କ୍ରମେ ବଢିବ

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ :-

  • ଦେବା ଦେବୀଙ୍କ ପୂଜାରେ ମଗ୍ନ ରହିବେ
  • ଚାକିରୀ ଆଦି କର୍ମ କ୍ଷେତ୍ରରେ କର୍ତୁପକ୍ଷଙ୍କ ଅସୃହଣୀୟ ହେବେ
  • ଅର୍ଥପାପ୍ତିର ସୁଯୋଗ ଲାଭ କରିପାରନ୍ତି

ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ :-

  • କୈଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ
  • ଆପଣଙ୍କ ଆୟ ପୂର୍ବ ଭଳି ରହିବ
  • ପିଲା ମାନେ ସୁଗୁଣ ଅନୁପ୍ରାଣିତ ହେବେ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ :-

  • ଦେହ ମନ ଭଲ ରହିବ
  • ବ୍ୟବସାୟ ରେ ମା ଲକ୍ଷ୍ମୀଙ୍କ କଟାକ୍ଷ ଲାଭ କରିପାରନ୍ତି
  • ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି

ପ୍ରତିକାର - ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳ ରେ ଭସାଇ ଦିଅନ୍ତୁ

ସିଂହ :-

  • ଅଭାବ ଅନଟନ ଲାଗି ରହିବ
  • ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ
  • ପାରିବାରିକ ଅଶାନ୍ତି ଲାଗି ରହିବ

ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା :-

  • ପରିବେଷ୍ଟିନୀ ସ୍ୱଚ୍ଚଳ ସତ୍ୱେ ଆପଣଙ୍କୁ କିଛିଟା ହରେଇବାକୁ ପଡିବ
  • ଚାକିରୀରେ ସା୍ଥନାନ୍ତର ବା ସ୍ଥାନଭ୍ରଷ୍ଟ ହେବେ
  • ମହିଳା ମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ହେବେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ତୁଳା :-

  • ଅନ୍ୟମାନଙ୍କ ସହେଯାଗ ପାଇ ଉପକୃତ ହେବେ
  • ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ
  • ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ

ପ୍ରତିକାର - ଧଳା ରଙ୍ଗର ପୋଷାକ ବ୍ୟବହାର କାରନ୍ତୁ

ବିଛା :-

  • ନିଜର ଆଦର୍ଶ ପ୍ରତିଷ୍ଠା ମୁଖ୍ୟ କାମନା ହେବ
  • କଳା, ବାଣିଜ୍ୟ ରେ ସନ୍ତୋଷ ଜନକ ଫଳ ପାଇ ପାରନ୍ତି
  • ପ୍ରେମ ଓ ସାଂସାରିକ କ୍ଷେତ୍ରରେ ମଧୁର ସପଂର୍କ ରହିବ

ପ୍ରତିକାର - ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ :-

  • କର୍ମ କ୍ଷେତ୍ରରେ ଶତ୍ରୁତା ବୃଦ୍ଧି ହୋଇପାରେ
  • କୈଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି
  • ଆଶାଶୂନ୍ୟ ପରିସ୍ଥିତିରୁ ମାନସିକ ଅବସାଦ ଦେଖାଦେଇ ପାରେ

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର :-

  • ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ
  • ବ୍ୟବସାୟରେ ଅନୁକୂଳ ବାତା ବରଣ ଆସିପାରେ
  • ମନ ବଳ ସଦୃଢ ରହିବ

ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ

କୁମ୍ଭ :-

  • ସତର୍କ ରହି କାର୍ଯ୍ୟ କରିବେ ସୁଫଳ ମିଳିପାରେ
  • ଛାତ୍ରଛତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ
  • ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ :-

  • ବହୁତ କ୍ଷତି ସହିବାକୁ ପଡିପାରେ
  • ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ
  • ଅର୍ଜିତ ଧନ ଓ ମାନ ହାନି ଘଟିପାରେ

ପ୍ରତିକାର – ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)