• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର, ତିଥି – ୫ମୀ ୦୬/୩୩ ଗତେ ୬ ଷ୍ଠୀ, ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:-

ଦିବା ୦୮/୪୬ ରୁ ୧୦/୩୨

ରାତ୍ରି ୦୯/୧୯ ରୁ ୧୦/୨୯

ରାତ୍ରି ୧୧/୫୧ ରୁ ୧୨/୧୨

ରାତ୍ରି ୦୧/୩୯ ରୁ ୦୩/୦୬

ରାତ୍ରି ୦୩/୪୯ ରୁ ୦୪/୩୩

ଅଶୁଭ ସମୟ:-

ଋାହୁକାଳ - ପ୍ରାତଃ ୦୬/୫୪ ରୁ ୦୮/୩୩

କାଳବେଳା - ପ୍ରାତଃ ୦୬/୫୪ ରୁ ୦୮/୩୩

ବାରବେଳା – ଦିବା ୦୩/୦୮ ରୁ ୦୪/୪୭

କାଳରାତ୍ରି - ରାତ୍ରି ୧୦/୨୯ ରୁ ୧୧/୫୧

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:- 

Aries

ଅଶ୍ୱନୀ – ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ

ଦ୍ୱିଜା – ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି

କୃତିକା – ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ

ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ ।

ବୃଷ:- 

Taurus

କୃତିକା - କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ

ରୋହିଣୀ – କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଦେଖାଦେବ

ମୃଗଶିରା – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ

ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ ।

ମିଥୁନ:-

Gemini

ମୃଗଶିରା - ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ

ଆଦ୍ରା - ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ

ପୁନର୍ବସୁ - ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ

ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ ।

କର୍କଟ:- 

Cancer

ପୁନର୍ବସୁ - କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି

ପୁଷ୍ୟା – ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ

ଅଶ୍ଳେଷା - ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ସିଂହ:- 

Leo

ମଘା – ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ବଢିଆ ରହିବ

ପୂ , ଫାଲଗୁନୀ - ନୂଆ ସ୍ରୋତରୁ ଧନ ଲାଭ ହୋଇପାରେ

ଉ ,ଫାଲଗୁନୀ – ସୁଖଦ ସମ୍ବାଦ ମିଳିବାର ସମ୍ଭାବନା ଆସିପାରେ

ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ ।

କନ୍ୟା:- 

Virgo

ଉ , ଫାଲଗୁନୀ – କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ କାରଣରୁ ଆର୍ଥିକ ଚାପ ଦେଖାଦେଇ ପାରେ

ହସ୍ତା – କୌଣସି କଥାକୁ ନେଇ ଟିକେ ଅଶାନ୍ତି ଦେଖାଦେଇ ପାରେ

ଚିତ୍ରା – ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ତୁଳା :- 

Libra

ଚିତ୍ରା – ସାମାଜିକ ସହଯୋଗ ଲାଭ କରିବେ

ସ୍ୱାତୀ – ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି

ବିଶାଖା - ନୂତନ କର୍ମ କରିବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ

ପ୍ରତିକାର – ଗାଇକୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ ।

ବିଛା:- 

Scorpio

ବିଶାଖା – କର୍ମତତ୍ପରତା କାରଣରୁ ଆଗେଇ ଚାଲିବେ

ଅନୁରାଧା - ସାଂସାରିକ ଦ୍ରବ୍ୟାଦି ଲାଭ କରିବେ

ଜ୍ୟେଷ୍ଠା – ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ

ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ

ଧନୁ:- 

Sagittarius

ମୂଳା – ଚାକିରୀରେ ଆପଣଙ୍କର ପ୍ରାଧାନ୍ୟ ବଢିବ

ପୂ , ଷାଢା – ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ

ଉ , ଷାଢା – ଦିନଚର୍ଯ୍ୟା ବହୁତ ଆଡମ୍ବର ପୂର୍ଣ୍ଣ ରହିପାରେ

ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।

ମକର:- 

Capricorn

ଉ , ଷାଢା - ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ

ଶ୍ରବଣା – ନିଜର ଅହଂଭାବ ଯୋଗୁ କୈାଣସି କାର୍ଯ୍ୟ ଠିକ୍ ଭାବରେ କରି ପାରିବ ନାହିଁ

ଧନିଷ୍ଠା – ମହିଳା ମାନେ କଳହ ପ୍ରିୟ ହେବେ

ପ୍ରତିକାର – ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

Aquarius

ଧନିଷ୍ଠା – ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବ

ଶତଭିଷା – ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ

ପୂ , ଭାଦ୍ରପଦ – ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ

ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।

ମୀନ:- 

Pisces

ପୂ , ଭାଦ୍ରପଦ - ଅର୍ଥପାପ୍ତିର ସୁଯୋଗ ଲାଭ କରିପାରନ୍ତି

ଉ , ଭଦ୍ରପଦ - ଦେବା ଦେବୀଙ୍କ ପୂଜାରେ ମଗ୍ନ ରହିବେ

ରେବତୀ – ଜୀବନ ସାଥିଙ୍କ ଠାରୁ ଉପହାର ପାଇବେ

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)