/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742454700.jpg)
Chhattisgarh Encounter
ବଡ଼ ଖବର । ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଗୁଳି ବିନିମୟ । ପୋଲିସ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ ହୋଇଛନ୍ତି । ଜଣେ DRG ଯବାନ ସହିଦ ହୋଇଥିବା ନେଇ ବିଜାପୁର SP ସୂଚନା ଦେଇଛନ୍ତି। ଏଥିରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି।
Advertisment
ଅନ୍ୟପଟେ ଛତିଶଗଡ଼ରେ IED ବ୍ଲାଷ୍ଟ୍ରେ ୨ ଯବାନ ଗୁରୁତର ହୋଇଛନ୍ତି । ନାରାୟଣପୁର ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣ କରିଥିବା ସୂଚନା । STF ଓ DRG ଯବାନଙ୍କ କମ୍ବିଂ ଅପରେସନ ବେଳେ IED ବ୍ଲାଷ୍ଟ୍ ହୋଇଥିଲା । ଗୁରୁତର ଯବାନ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ୍ ଜୋରଦାର ଚାଲିଛି।
ଅଧିକ ପଢ଼ନ୍ତୁ: ରାମପୁରରେ ୭ ଥର ବିଷ ଇଞ୍ଜେକ୍ସନରେ ପତ୍ନୀ ହତ୍ୟା, ରବି ଓ ସହଯୋଗୀଙ୍କର ଷଡଯନ୍ତ୍ର
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)