• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର । ଚନ୍ଦ୍ର – ମକର ଅହୋରାତ୍ର ତିଥି- ୮ମୀ ରାତ୍ରି ୧୧/୦୪ ଗତେ ୯ମୀ ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ମକର ପୁଷ୍କର ଦୋଷ - ୧ ପାଦ କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୫/୫୧ ରୁ ୦୬/୩୬

ଦିବା ୦୮/୪୦ ରୁ ୧୧/୦୭

ସନ୍ଧ୍ୟା ୦୫/୦୮ ରୁ ୦୬/୪୪

ରାତ୍ରି ୦୯/୨୩ ରୁ ୧୧/୫୫

ରାତ୍ରି ୦୧/୩୭ ରୁ ୦୩/୧୯

ରାତ୍ରି ୦୪/୧୦ ରୁ ୦୫/୫୧

ଅଧିକ ପଢ଼ନ୍ତୁ: Daily Horoscope 1st Nov 2022: ଏହି ରାଶିର ବ୍ୟକ୍ତି ଆଜି ଜମିଜମା କାରବାରରେ ଉପକୃତ ହେବେ

ଅଶୁଭ ସମୟ:

ରାହୁକାଳ - ଦିବା ୦୨/୧୯ ରୁ ୦୩/୪୪

କାଳବେଳା - ଦିବା ୧୨/୫୪ ରୁ ୦୨/୧୯

ବାରବେଳା - ପ୍ରାତଃ ୦୭/୧୬ ରୁ ୦୮/୪୦

କାଳରାତ୍ରି – ସନ୍ଧ୍ୟା ୦୬/୪୪ ରୁ ୦୮/୧୯