• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ଫାଲ୍‌ଗୁନ  କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୨ୟା ରାତ୍ରି ୦୪.୨୮ ଗତେ ୩ୟା,ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ରାତ୍ରି ୦୪.୨୮ ଗତେ ୧ ପାଦ

ଶୁଭ ସମୟ:

  • ଦିବା ୦୯.୧୨ ରୁ ୧୦.୫୩
  • ଦିବା ୦୧.୦୮ ରୁ ୦୧.୨୫
  • ସନ୍ଧ୍ୟା ୦୫.୩୮ ରୁ ୦୬.୨୯
  • ରାତ୍ରି ୦୯.୦୨ ରୁ ୧୧.୩୫
  • ରାତ୍ରି ୦୨.୦୮ ରୁ ୦୩.୫୦

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୨.୪୯ ରୁ ୦୪.୧୩
  • କାଳବେଳା – ଦିବା ୦୧.୨୫ ରୁ ୦୨.୪୯
  • ବାରବେଳା – ପ୍ରାତଃ ୦୭.୪୭ ରୁ ୦୯.୧୨
  • କାଳରାତ୍ରି – ସନ୍ଧ୍ୟା ୦୭.୧୩ ରୁ ୦୮.୪୯