Advertisment

GAIL Recruitment 2023: ଏହିସବୁ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଦରମା ୬୦ ହଜାର ଟଙ୍କା

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ। ଖାଲି ପଡ଼ିଥିବା ସିନିୟର ଆସୋସିଏଟ୍‌( Senior Associate ) ପଦବୀ ପାଇଁ ଗେଲ୍‌ ଗ୍ୟାସ୍ ଲିମିଟେଡ୍‌ ବିଜ୍ଞପ୍ତି ଜାରି କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
GAIL Recruitment 2023

GAIL Recruitment 2023

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ। ଖାଲି ପଡ଼ିଥିବା ସିନିୟର ଆସୋସିଏଟ୍‌( Senior Associate ) ପଦବୀ ପାଇଁ ଗେଲ୍‌ ଗ୍ୟାସ୍ ଲିମିଟେଡ୍‌(GAIL Gas Limited) ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ gailgas.com ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଆସନ୍ତା ଏପ୍ରିଲ ୧୦ ତାରିଖ ରହିଛି। ଖାଲି ପଡ଼ିଥିବା ୧୨୦ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି।

Advertisment

ପୋଷ୍ଟ୍‌ ସଂଖ୍ୟା:

  • ସିନିୟର ଆସୋସିଏଟ୍‌(ଟେକ୍ନିକାଲ୍‌): ୭୨ ପଦବୀ
  • ସିନିୟର ଆସୋସିଏଟ୍‌(ଫାୟାର ଆଣ୍ଡ୍‌ ସେଫ୍ଟି): ୧୨ ପଦବୀ
  • ସିନିୟର ଆସୋସିଏଟ୍‌(ମାର୍କେଟିଂ): ୬ ପଦବୀ
  • ସିନିୟର ଆସୋସିଏଟ୍‌(ଫାଇନାନ୍ସ ଆଣ୍ଡ୍‌ ଆକାଉଣ୍ଟସ୍‌): ୬ ପଦବୀ
  • ସିନିୟର ଆସୋସିଏଟ୍‌(କମ୍ପାନୀ ସେକ୍ରେଟାରୀ): ୨ ପଦବୀ
  • ସିନିୟର ଆସୋସିଏଟ୍‌(ହ୍ୟୁମାନ୍‌ ରିସୋର୍ସ): ୬ ପଦବୀ
  • ଜୁନିୟ ଆସୋସିଏଟ୍‌(ଟେକ୍ନିକାଲ୍‌): ୧୬ ପଦବୀ

ବୟସ ସୀମା:

  • ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅଫିସିଆଲ୍‌ ନୋଟିଫିକେସନ୍‌କୁ ଯାଇ ଏନେଇ ଚେକ୍‌ କରିପାରିବେ
Advertisment

ଦରମା:

  • ଏହି ପଦବୀରେ ଚୟନ ହେବା ପରେ ସିନିୟର ଆସୋସିଏଟ୍‌ ପ୍ରତି ମାସରେ ୬୦ ହଜାର ଟଙ୍କା ଦରମା ପାଇବେ। ସେହିପରି ଜୁନିୟର ଆସୋସିଏଟ୍‌ ୪୦ ହଜାର ଟଙ୍କା ଦରମା ପାଇବେ। ଏଥିରେ HRA ଓ ଅନ୍ୟ ଭତ୍ତା ରହିଛି।

କେମିତି କରିବେ ଆବେଦନ: 

ଇଚ୍ଛୁକ ପ୍ରାର୍ଥୀ ଗେଲ୍‌ ଗ୍ୟାସ୍ ଲିମିଟେଡ୍‌ ୱେବ୍‌ସାଇଟ୍‌- gailgas.com କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- GAIL Recruitment 2023

Advertisment
Advertisment