• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର,ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୧୧ଶୀ ଦିବା ୧୧.୧୪ ଗତେ ୧୨ଶୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ- ଦିବା ୧୧.୧୪ ଗତେ ୨ ପାଦ

ଶୁଭ ସମୟ

  • ଦିବା ୧୦.୨୫ ରୁ ୦୧.୦୬
  • ରାତ୍ରି ୦୮.୧୭ ରୁ ୧୦.୪୨
  • ରାତ୍ରି ୧୨.୧୮ ରୁ ୦୧.୫୪
  • ରାତ୍ରି ୦୨.୪୩ ରୁ ୦୪.୧୯

ଅଧିକ ପଢ଼ନ୍ତୁ: ବିନା ପଇସାରେ ନିଅନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ସମସ୍ୟା

ଅଶୁଭ ସମୟ

  • ଋାହୁକାଳ – ଦିବା ୦୮.୫୫ ରୁ ୧୦.୨୫
  • କାଳବେଳା – ପ୍ରାତଃ ୦୫.୫୬ ରୁ ୦୭.୨୬ ଓ ଦିବା ୦୪.୨୩ ରୁ ୦୫.୫୩
  • ବାରବେଳା – ଦିବା ୦୧.୨୪ ରୁ ୦୨.୫୪
  • କାଳରାତ୍ରି – ସନ୍ଧ୍ୟା ୦୫.୫୩ ରୁ ୦୭.୨୩ ଓ ରାତ୍ରି ୦୪.୨୫ ରୁ ୦୫.୫୫