Advertisment

Today Panchang 2nd May 2023: ପଞ୍ଚାଙ୍ଗ,ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 2nd May 2023

Panchang

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୨ସିଂହ ରାତ୍ରି ୧୧.୧୮ ଗତେ ୧୩ଶୀଋ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୩ ପାଦ -କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୭.୪୦ ଗତେ ୨ ପାଦ ।

Advertisment

ଶୁଭ ସମୟ:

  • ଦିବା ୦୮.୩୨ ରୁ ୧୦.୨୭
  • ଦିବା ୦୧.୦୦ ରୁ ୦୧.୧୯
  • ଦିବା ୦୪.୩୦ ରୁ ୦୫.୧୫
  • ସନ୍ଧ୍ୟା ୦୬.୦୬ ରୁ ୦୬.୫୧
  • ରାତ୍ରି ୦୯.୦୬ ରୁ ୧୧.୨୧
  • ରାତ୍ରି ୦୧.୩୫ ରୁ ୦୩.୦୫

ଅଧିକ ପଢ଼ନ୍ତୁ: ଘର ଭିତରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ; କ’ଣ କୁହନ୍ତି ବାସ୍ତୁବିତ୍

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୨.୫୫ ରୁ ୦୪.୩୦
  • କାଳବେଳା – ଦିବା ୦୧.୧୯ ରୁ ୦୨.୫୫
  • ବାରବେଳା – ପ୍ରାତଃ ୦୬.୫୬ ରୁ ୦୮.୩୨
  • କାଳରାତ୍ରି – ରାତ୍ରି ୦୭.୩୦ ରୁ ୦୮.୫୫
Panchang
Advertisment
Advertisment