/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684831140.jpg)
IAS Results
ପ୍ରକାଶ ପାଇଲା IAS ରେଜଲ୍ଟ । UPSC ପକ୍ଷରୁ ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ୩ୟରେ ଉମା ହାରାଥି ଏନ୍ଙ୍କ ନାଁ ରହିଛି ।
IAS ପରୀକ୍ଷାରେ ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ IAS- ୧୮୦, IFS-୩୮, IPS-୨୦୦ ଜଣ ରହିଛନ୍ତି । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର ଥିବାବେଳେ ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ୩ୟରେ ଉମା ହାରାଥି ଏନ୍ ରହିଛନ୍ତି । ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା ରହିଛନ୍ତି । ୩୬୩ତମ ସ୍ଥାନରେ ଦିବ୍ୟା ଜୈନ୍ ଓ ୫୧୬ତମ ସ୍ଥାନରେ ତେଜସ୍ୱିନୀ ବେହେରା ଅଛନ୍ତି ।
ସେହିଭଳି ୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା, ୩୮- ଅନୁପ ଦାସ, ୪୨- ପ୍ରଣିତା ଦାସ, ୫୬- ଅର୍ଣ୍ଣବ ମିଶ୍ର, ୫୮- ଦୀକ୍ଷିତା ଯୋଶୀ, ୬୬- କ୍ରିତକା ମିଶ୍ର, ୭୩- ପଲ୍ଲବୀ ମିଶ୍ର, ୯୭- ପ୍ରଶାନ୍ତ ରାଜ, ୧୦୬- ସିଦ୍ଧାର୍ଥ ମିଶ୍ର, ୧୩୬- ସୌମ୍ୟରଂଜନ ଦାସ, ୧୪୦- ସୋନାଲି ମିଶ୍ର, ୧୬୨- ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧- ସତ୍ୟ ପ୍ରକାଶ ମିଶ୍ର, ୨୯୯- ସାକ୍ଷୀ ମିଶ୍ର, ୩୩୪- ଆୟୁଷୀ ପ୍ରଧାନ, ୪୦୧- କାର୍ତ୍ତିକା ମିଶ୍ର, ୪୦୫- ରଶ୍ମୀ ପ୍ରଧାନ, ୬୭୦- ପ୍ରଥମା ପ୍ରତୀକ୍ଷା ପ୍ରଧାନ, ୬୮୦- ଶୁଭସ୍ନିଗ୍ଧା ସେଠୀ. ୬୮୮- ଶୁଭମ୍ ମିଶ୍ର, ୭୪୬- ଅକ୍ଷୟ କୁମାର ରାଜଗୌଡ଼ ପଟେଲ, ୮୪୮- ନିବେଦିତା ଦାସ, ୮୫୪- ବୀରେନ୍ଦ୍ର କୁମାର ଦାସ, ୮୮୧- ମାନସଜ୍ୟୋତି ଦାସ, ୮୯୦- ୟାଲାଗୁରେଶ ଅର୍ଜୁନ ନାୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)