• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର । ଚନ୍ଦ୍ର – ସିଂହ ଦିବା ୦୮.୫୪ ଗତେ କନ୍ୟା,ତିଥି – ୯ମୀ ଦିବା ୧୧.୪୯ ଗତେ ୧୦ମୀ,ଘାତ ଚନ୍ଦ୍ର – କର୍କଟ ଓ ମକର ଦିବା ୦୮.୫୪ ଗତେ ବୃଷ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ ପାଦ-କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୪.୨୮ ପର୍ଯ୍ୟନ୍ତ

ଶୁଭ ସମୟ:

ଦିବା ୦୮.୪୦ ରୁ ୧୦.୨୫

ଦିବା ୦୯.୧୧ ରୁ ୧୦.୨୨

ଦିବା ୧୧.୪୪ ରୁ ୧୨.୦୫

ରାତ୍ରି ୦୧.୩୩ ରୁ ୦୩.୦୦

ରାତ୍ରି ୦୩.୪୩ ରୁ ୦୪.୨୭

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୯ ରୁ ୦୮.୨୭

କାଳବେଳା – ପ୍ରାତଃ ୦୬.୫୯ ରୁ ୦୮.୨୭

ବାରବେଳା – ଦିବା ୦୩.୦୦ ରୁ ୦୪.୩୮

କାଳରାତ୍ରି – ରାତ୍ରି ୧୦.୨୨ ରୁ ୧୧.୪୪