• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ଅହୋରାତ୍ର ,ତିଥି – ୧୦ମୀ ଦିବା ୦୧.୦୮ ଗତେ ୧୧ଶୀ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୫.୧୧ ରୁ ୦୬.୪୯

ଦିବା ୦୯.୩୩ ରୁ ୧୨.୧୦

ଦିବା ୦୪.୩୯ ରୁ ୦୫.୨୪

ସନ୍ଧ୍ୟା ୦୬.୧୭ ରୁ ୦୭.୦୦

ରାତ୍ରି ୦୯.୦୦ ରୁ ୦୯.୫୫

ରାତ୍ରି ୧୨.୦୫ ରୁ ୦୨.୧୬

ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୦ ରୁ ୦୪.୩୯

କାଳବେଳା – ଦିବା ୦୧.୨୨ ରୁ ୦୩.୦୦

ବାରବେଳା – ପ୍ରାତଃ ୦୬.୪୯ ରୁ ୦୮.୨୭

କାଳରାତ୍ରି – ରାତ୍ରି ୦୭.୩୯ ରୁ ୦୯.୦୦

OTV is now on Whatsapp

Join and get latest news update delivered to you via whatsapp

Join Now