• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Nora Fatehi
ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ ମିଳେ, ତେବେ ତ ପ୍ରଶଂସକଙ୍କ ପାଇଁ କଚେ ପୁଅ ବାର।

Sona Mohapatra
ରାଗିଲେ ସୋନା ମହାପାତ୍ର ; କହିଲେ ଆମକୁ ଛୁଇଁବା କାହାର ଅଧିକାର ନାହିଁ

ବଲିଉଡ ଗାୟିକା ସୋନା ମହାପାତ୍ର ସବୁ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତି। ଏଭଳି ଖାମଖିଆଲ କଥାବାର୍ତ୍ତା ଯୋଗୁଁ ଅନେକ ସମୟରେ ସୋନାଙ୍କୁ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡେ। କିନ୍ତୁ ସବୁ ଟ୍ରୋଲିଂକୁ ଏକ ଉପଯୁକ୍ତ ଜବାବ ଦେଇ, ସୋନା ସମସ୍ତଙ୍କ ଆଗରେ ନିଜର ମତ ରଖନ୍ତି। ଏଥର ସୋନା ମହାପାତ୍ର ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲାକୁ ନେଇ ଏକ ମତ ରଖିଛନ୍ତି।

Dharmendra and Esha
ଧର୍ମେନ୍ଦ୍ର ଚାହୁଁ ନ ଥିଲେ, ଈଶା ଅଭିନେତ୍ରୀ ହେଉ ବୋଲି

ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ଅଭିନୟ ବଦଳରେ ପ୍ରଡ୍ୟୁସର୍ ହୋଇ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ସ୍ୱାମୀ କେ ଭରତ ତଖତାନୀଙ୍କ ସହ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ‘ବିଇଏଫ୍’ ଆର୍ଥାତ ‘ଭରତ ଈଶା ଫିଲ୍ମସ୍’। ‘ବିଇଏଫ୍’ ବ୍ୟାନରରେ ପ୍ରଥମ ଫିଲ୍ମ 'ଏକ ଦୁଆ' ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବୁଟ୍‌ ସଲେକ୍ଟରେ ମୁକ୍ତିଲାଭ କରିଛି।

raj kundra and shilpa shetty
ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ ଶିଳ୍ପା !

ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ୍‌ ମ୍ୟାନ୍ ରାଜ୍‌ କୁନ୍ଦ୍ରାଙ୍କ ମୁସ୍କିଲ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହାକି ରାଜ୍‌ କୁନ୍ଦ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।

SHWETA TIWARI
ଶ୍ୱେତା ତିୱାରୀ ହେବେ କଡା ସିବିଆଇ ଅଫିସର୍

ଯଦି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ କଥା ଉଠେ ତେବେ ଶ୍ୱେତା ତିୱାରୀ ବାଦ ପଡିବେ ନାହିଁ। ଆଜିକାଲି ଏହି ଅଭିନେତ୍ରୀ କିଛି ନୂଆ କରିବାକୁ ଚିନ୍ତା କରୁଛନ୍ତି। ଶ୍ୱେତାଙ୍କୁ ଆମେ ଖୁବ୍ ଶୀଘ୍ର 'ଶୁକ୍ଲା ଭି /ଏସ୍ ତ୍ରିପାଠୀ'ରେ ଦେଖିବାକୁ ପାଇବା। ଏହି ନୂତନ ସସ୍‌ପେନ୍ସ ଥ୍ରୀଲର ସୋ’ରେ ଶ୍ୱେତା ଜଣେ କଡା ସିବିଆଇ ଅଫିସର୍ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

RAJ KUNDRA
କେସ୍‌ରେ ଫସିବା ଆଗରୁ ମୋବାଇଲ ବଦଳାଇଥିଲେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସମାନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି କେସର ତଦନ୍ତ ଜୋରସୋର ଚଳାଇଥିବା ବେଳେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ସାମ୍ନା‌କୁ ଆସିଛି । ରାଜ କୁନ୍ଦ୍ରାଙ୍କ ନାଁରେ ଏହି ମାମଲା ରୁଜୁ ହେବା ମାତ୍ରେ ସେ ତାଙ୍କ ମୋବାଇଲ ବଦଳାଇ ଦେଇଥିଲେ ।

Dil Lauta Do
ଦିଲ୍ ଲୁଟୁଛି 'ଦିଲ୍‌ ଲୌଟା ଦୋ'

ନିଜ ରୋମାଣ୍ଟିକ୍ ସ୍ୱରର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ବଲିଉଡକୁ ଅନେକ୍ ହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ବର୍ତ୍ତମାନ ତାଙ୍କର ନୂଆ ଗୀତ ‘ଦିଲ୍ ଲୌଟା ଦୋ’ ନେଇ ଆସିଛନ୍ତି।

Samaresh and Tamanna
ଅଗଷ୍ଟ ୨ରୁ ‘ଏତେ ଭଲ ପାଏ ତତେ’

ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଦୀର୍ଘ ସିରିଏଲ୍‌ ପ୍ରତି ଲୋକମାନେ ଧିରେ ଧିରେ ଦୂରେଇବାକୁ ବସିଲେଣି। ଏସବୁ ଜାଗାକୁ ପୂରଣ ପାଇଁ ସର୍ଟ ସିରିଜ୍ ପ୍ରସ୍ତୁତି ନେଇ ନିର୍ମାତାମାନେ ଆଗକୁ ଆସିଲେଣି। ଏହି କ୍ରମରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏମିତି ଏକ ନୂଆ ସର୍ଟ ୱେବ୍ ସିରିଜ୍, ଯାହାର ନାମ ରହିଛି ‘ଏତେ ଭଲ ପାଏ ତତେ’।

kalira-atita
ଓଡ଼ିଆ ଫିଲ୍ମ 'କାଲିର ଅତୀତ' ଅସ୍କାର ଦୌଡ଼ରେ ସାମିଲ ହେବା ଖବର ମିଛ

ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ଏହା ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କର ନୀଳମାଧବ ପଣ୍ଡା ଓ […]

  • Tuesday, 27 July 2021
dadshabeb falke award
ଦାଦା ସାହେବ ଫାଲ୍‌କେ ଆୱାର୍ଡ ୨୦୨୧; ଦୀପିକା, ଅକ୍ଷୟ ଓ ସୁଶାନ୍ତ ସିଂହକୁ ମିଳିଲା ପୁରସ୍କାର

ମୁମ୍ବାଇ: ଚଳିତ ବର୍ଷ ବିଭିନ୍ନ ବର୍ଗରେ ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି। ଆୱାର୍ଡର ୫ମ ସଂସ୍କରଣରେ ବେଷ୍ଟ ଫିଲ୍ମ, ଟେଲିଭିଜନ୍‌, ମ୍ୟୁଜିକ ଏବଂ ଅନ୍ୟାନ୍ୟ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ଗତ ବର୍ଷର ଦମ୍‌ଦାର କାର୍ଯ୍ୟ ପାଇଁ ଦୀପିକା ପାଦୁକୋନ, ଅକ୍ଷୟ କୁମାର, ଏବଂ ସୁଶ୍ମିତା ସେନ୍, ସୁଭ୍ରୀ ଚନ୍ଦନା ଏବଂ ନୋରା ଫତେହ ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଛନ୍ତି।   View […]

  • Tuesday, 27 July 2021
kapil
ଇଏ ଆଜିର ଜଣେ‌ ସୁପରଷ୍ଟାରଙ୍କର ଫଟୋ; ଚିହ୍ନିଲେ କିଏ ?

ମୁମ୍ବାଇ: କମେଡି ଷ୍ଟାର କପିଲ ଶର୍ମା ଉଭୟ ପର୍ସନାଲ ଓ ପ୍ରଫେସନ୍‌ଲାନ ଲାଇଫ୍‌କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗୋଟାଏ ପଟେ ତାଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ବନ୍ଦ ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ପତ୍ନୀ ଗିନ୍ନି ଚତରଥ ପୁଣିଥରେ ମାଆ ହେବାକୁ ଯାଉଥିବା ନିଜେ ଘୋଷଣା କରିଛନ୍ତି କପିଲ। ଆଉ ଏବେ ୨୮ ବର୍ଷ ତଳର ଏକ ଫଟୋ ଶେୟାର କରି ଫ୍ୟାନ୍‌ଙ୍କ ଚର୍ଚ୍ଚାରେ ଅଛନ୍ତି ସେ। ଏହି […]

  • Tuesday, 27 July 2021
narendra-chnachal
ପ୍ରଖ୍ୟାତ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ: ୧୯୭୪ ମସିହାରେ ରିଲିଜ୍ ହୋଇଥିଲା ସୁପର ହିଟ୍ ହିନ୍ଦୀ ଫିଲ୍ମ ‘ବେନାମ’। ଏହି ଚଳଚିତ୍ରରେ ଅଭିନୟ କରିଥିଲେ ମେଗା ଷ୍ଟାର ଅମିତାଭ ବଚ୍ଚନ, ମୈସୁମୀ ଚାଟାର୍ଜୀ ଓ ପ୍ରେମ ଚୋପ୍ରା। ଏହି ଫିଲ୍ମରେ ଗୋଟେ ଜବରଦସ୍ତ ଗୀତ ଥିଲା, ‘ୟାରା ଓ ୟାରା ଇସ୍କ ନେ ମାରା’ ଯାହାକୁ ଆଜି ବି ଅନେକ ଲୋକ ଗୁଣୁଗୁଣ ହୋଇ ଗାଆନ୍ତି, ଆଉ ଭବିଷ୍ୟତରେ ଗାଇବେ ମଧ୍ୟ। ହେଲେ ଏହି ଜବରଦସ୍ତ ଗୀତକୁ ଗାଇଥିବା ସେହି ଦାମ୍‌ଦାର ସ୍ୱର […]

  • Tuesday, 27 July 2021
riya
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ୍ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାରିଆଡ଼ୁ ସିବିଆଇ ତଦନ୍ତର ଦାବି ଉଠୁଛି। ନେତାଙ୍କ ଠାରୁ ଅଭିନେତା କିମ୍ବା ସାଧାରଣ ଜନତା ସମସ୍ତେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏବେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ରିୟା। ଏ ସମ୍ପର୍କରେ ସେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଆପଣଙ୍କୁ(ଅମିତ […]

  • Monday, 26 July 2021
Karan Kundra and Raj Kundra
ସମାନ ଟାଇଟଲ କାଳ ହେଲା : ଫସିଗଲେ କରଣ କୁନ୍ଦ୍ରା

ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଏ। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା ରହିଛି।

ankita
୨ ଓଡ଼ିଆଙ୍କ ବଲିଉଡ୍‌ରେ ଏଣ୍ଟ୍ରି ନେଇ ଜୋର୍‌ଦାର୍‌ ଚର୍ଚ୍ଚା

ଭୁବନେଶ୍ୱର: ବଲିଉଡ୍‌ରେ ଓଡ଼ିଆ ଯୋଡ଼ିଙ୍କ ଜବରଦସ୍ତ ଏଣ୍ଟ୍ରି। ହିନ୍ଦୀ ଫିଲ୍ମରେ ଏକାସଙ୍ଗେ ଜଲୱା ଦେଖାଇବେ ଓଡ଼ିଆ ଷ୍ଟାର୍। ଜଣେ ଷ୍ଟନିଂ, ଗୁଡ୍ ଲୁକ୍ସ ସାଙ୍ଗକୁ ଡ୍ୟାସିଂ ବଡି,ଆଉ ଜଣେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରୀ। ଆମେ କହୁଛୁ, ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଦୁଇ ଓଡ଼ିଆ ଯୋଡ଼ିଙ୍କ ସମ୍ପର୍କରେ। ଓ୍ୱାଜିଦ୍ ମେନନ୍ ଓରଫ୍ ରକ୍ କାଚ୍ଚି ଓ ଅନ୍ୟ ଜଣେ ଅପସରୀ ରାନୀ ଓରଫ୍ ଅଙ୍କିତା ମହାରଣା। ଉଭୟ ଏବେ ରାମଗୋପାଳ ବର୍ମାଙ୍କ ଅପ୍‌କମିଙ୍ଗ ହିନ୍ଦୀ ଫିଲ୍ମ ଥ୍ରିଲର୍‌ରେ […]

  • Monday, 26 July 2021
apsara-rani-1
ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ଭୁବନେଶ୍ୱର: ତିନି ଚାରିଦିନ ହେବା ଜଣେ ଓଡ଼ିଆ ହିରୋଇନ୍‌ଙ୍କ ନାଁ ବେଶ୍‌ ଚର୍ଚ୍ଚାରେ ରହୁଛି। ସେ ବର୍ତ୍ତମାନ୍‌ ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଛନ୍ତି। ନେଟିଜେନ୍ସ (ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ)ମାନେ ତାଙ୍କ ନାଁକୁ ସର୍ବାଧିକ ଥର ସର୍ଚ୍ଚ କରୁଥିବାର ଦେଖାଯାଉଛି। ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍‌ଗୋପାଲ୍‌ ବର୍ମା ତାଙ୍କ ଅପ୍‌କମିଂ ୱେବ୍‌ ଫିଲ୍ମ ‘ଥ୍ରୀଲର୍’ରେ ଅଙ୍କିତାଙ୍କୁ ଅଭିନେତ୍ରୀ ଭାବେ ଲଞ୍ଚ୍ କରିବାକୁ ଯାଉଛନ୍ତି। କିଛିଦିନ ତଳେ ସେ ଅଙ୍କିତାଙ୍କ ଫଟୋକୁ ନେଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଏହି ଟ୍ୱିଟ୍‌ ଭାଇରାଲ୍ […]

  • Monday, 26 July 2021
jagdeep
ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଳାକାର ସୟଦ ଇସ୍ତିଆକ ଅହମଦ ଜାଫ୍ରିଙ୍କର ପରଲୋକ ହୋଇଛି। ଇସ୍ତିଆକ ବଲିଉଡ୍‌ ଅଭିନେତା ଜାଭେଜ୍‌ ଜାଫ୍ରିଙ୍କ ପିତା। ସେ ଜଗଦୀପ ନାମରେ ଅଧିକ ପରିଚିତ ଥିଲେ। ବୁଧବାର ରାତି ୮.୪୦ ସମୟରେ ୮୧ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସବଭନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗଦୀପ। ଆସନ୍ତାକିଲ ମୁମ୍ବାଇର ଶିଆ କବରିସ୍ତାନରେ ତାଙ୍କର ଶେଷକୃତ୍ୟ କରାଯିବ। ଜଗଦୀପ ୭୦ ଓ ୮୦ ଦଶକରେ ବଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। […]

  • Monday, 26 July 2021
kanagana
ସୁଶାନ୍ତଙ୍କ ମୃତ୍ୟୁ ନେଇ ଥମୁନି ବିବାଦ; ଗଣମାଧ୍ୟମ ଉପରେ ବି ବର୍ଷିଲେ କଙ୍ଗନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ସୋସିଆଲ ମିଡିଆରେ ବଲିଉଡ୍‌ର ବହୁ ନାମୀଦାମୀ ଓ ପ୍ରତିଷ୍ଠିତ କଳାକାର ଏବଂ ପ୍ରଡକସନ ହାଉସ ବିରୋଧରେ ଆକ୍ରୋଶ ଜାରି ରହିଛି। ଟ୍ୱିଟର ପେଜରେ ବିଭିନ୍ନ ଟୀକା ଟିପ୍ପଣୀ ଦେବା ସହ ସୁଶାନ୍ତଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହାସହ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ଲୋକେ। ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ […]

  • Monday, 26 July 2021
sushant
ଭଲ ଅଭିନେତା ସହିତ ମେଧାବୀ ଛାତ୍ର ଥିଲେ ସୁଶାନ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ  ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି। ତେବେ ଅତ୍ୟଧିକ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ କୁହାଯାଉଛି। ଟେଲିଭିଜନ ଧାରାବାହିକରୁ ନିଜର […]

  • Monday, 26 July 2021
Flora Saini
ରାଜ କୁନ୍ଦ୍ରାଙ୍କ ମାମଲାକୁ ଜବରଦସ୍ତ ଟଣାଯାଉଛି ବୋଲି କହିଲେ ‘ଗନ୍ଦୀ ବାତ୍’ ଅଭିନେତ୍ରୀ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ନଜର ଆସିଥିବା ଫ୍ଲୋରା ସାଇନିଙ୍କ ନାମ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛି। ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଥିଲା ଯେ ଫ୍ଲୋରା ସାଇନିଙ୍କ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ଉମେଶ କାମତଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।

ygesh
ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ମୁମ୍ବାଇ: ପରଲୋକରେ ବଲିଉଡ୍‌ରେ ଲୋକପ୍ରିୟ ଗୀତିକାର ଯୋଗେଶ‌ ଗୌର। ଶୁକ୍ରବାର ୭୭ ବର୍ଷରେ ତାଙ୍କର ପରଲୋକ ହୋଇଛି। ଆନନ୍ଦ ଫିଲ୍ମର କହିଁ ଦୂର ଜବ୍‌ ଦିନ୍‌ ଢଲଯାଏ ଓ ଜିନ୍ଦଗୀ କୈଶୀ ହେ ପହେଲୀ ହାଏ ଭଳି ଲୋକପ୍ରିୟ ଗୀତ ଲେଖିଥିବା ୟୋଗେଶ‌ ବଲିଉଡ୍‌କୁ ଅଲ୍‌ବିଦା କହି ସବୁଦିନ ପାଇଁ ଚାଲିଯାଇଛନ୍ତି ଆରପାରିକୁ। ୭୦ ଦଶକର ଫିଲ୍ମରେ ତାଙ୍କ ଗୀତ ରାଜ୍ କରୁଥିଲା। ଏହି ସମୟରେ ସେ ଅନେକ ହିଟ୍ ଗୀତ ବଲିଉଡ୍‌କୁ ଦେଇଛନ୍ତି। ତାଙ୍କର ଅନେକ […]

  • Monday, 26 July 2021
po
ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ଭୁବନେଶ୍ୱର: ଓଡ଼ିଶା ଟେଲି ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ମାସର ଅନ୍ତରାଳ ପରେ ପୁଣି ତାଜା ଏପିସୋଡ୍ ଦେଖିବାକୁ ପାଇବେ ରାଜ୍ୟର ସିରିଏଲ ପ୍ରେମୀ। କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ ପାଇଁ ସିରିଏଲ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର କୋମାକୁ ଚାଲିଯାଇଥିବା ବେଳେ ଏଥିରେ ସଂଜୀବନି ଭରିବାକୁ ଉଦ୍ୟମ ଆରମ୍ଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍। ସଂସ୍ଥା ବେଶ୍ କିଛି ଦିନର ନୀରବତା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ତରଙ୍ଗ ଚ୍ୟାନେଲରେ ପ୍ରସାରିତ […]

  • Monday, 26 July 2021
ritesh
ବାପାଙ୍କ ଜନ୍ମଦିନରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କଲେ ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ

ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ ବାପାଙ୍କର ଭଲପାଇବା ଶ୍ନେହଁକୁ ଖୁବ୍ ମନେ ପକାଇ ଭାବପ୍ରବଣ ହୋଇଛି ରିତେଶ। ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଗୀତରେ ସେ ଏହି ଭିଡିଓ ଶୁଟ୍ କରିଛନ୍ତି। […]

ios
ଲାଇଟ୍‌, କ୍ୟାମେରା, ଆକ୍ସନ ଦୁନିଆରୁ ଦୂରରେ ରବି କୁମାର, ପେଟ ପୋଷିବା ପାଇଁ ସାଜିଲେ ପରିବା ବ୍ୟବସାୟୀ

ଭୁବନେଶ୍ୱର: ଲାଇଟ୍‌ କ୍ୟାମେରା ଆକ୍ସନର ଦୁନିଆଁ ଏବେ ଲକ୍‌ଡାଉନ୍‌ରେ। ନା ହେଉଛି ଶୁଟିଂ ନା ଆସୁଛନ୍ତି ଆର୍ଟିଷ୍ଟ। ତେବେ ଏହି ସମୟରେ ବଡ଼ ବଡ଼ କଳାକାରମାନେ ସିନା ତାଙ୍କ ବ୍ୟସ୍ତବହୁଳ ଜୀବନରେ ଟିକେ ଫୁର୍‌ସତ ପାଇ ପରିବାର ସହିତ ସମୟ କାଟୁଛନ୍ତି, କିନ୍ତୁ ଅନ୍ୟମାନଙ୍କର ରୋଜଗାର ଚାଲିଯାଇଛି। ତେବେ ଯାହା ବି ହେଉ ପେଟ ତ ପୋଷିବାକୁ ପଡ଼ିବ। ସେଥିପାଇଁ ଓଲି‌ଉଡ୍‌ର ଫେମସ୍‌ ମିମିକ୍ରି ଆର୍ଟିଷ୍ଟ ରବି କୁମାର ବାଛି ନେଇଛନ୍ତି ପରିବା ବ୍ୟବସାୟର ପଥ। ତେବେ […]

  • Monday, 26 July 2021
salman
ରେଡି ଫିଲ୍ମରେ ସଲ୍‌ମାନଙ୍କ କୋ-ଷ୍ଟାର୍ ମୋହିତ ବାଘେଲଙ୍କ ପରଲୋକ

ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍‌ବିଦା କହି ଚାଲିଯାଉଛନ୍ତି ଅନେକ ଅନେକ ବଡ଼ ବଡ଼ କଳାକାର। ପ୍ରଥମେ ଇର୍‌ଫାନ, ପରେ ଋଶି କାପୁର ଦେହାନ୍ତ ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ଏବେ ସଚିନ କୁମାର ଓ ସାଇ ଗୁଣ୍ଡେରାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ସାଗରରେ ବୁଡ଼ାଇ ଦେଇଥିଲା। ଆଉ ଏବେ ପୁଣି ଜଣେ ଉଦିଅମାନ […]

  • Monday, 26 July 2021