• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ktkh-1
ବନ୍ଦ ହୋଇପାରେ ‘କହାଁ ହମ୍‌ କହାଁ ତୁମ୍‌’ ଧାରାବାହିକ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ’ ‘କହାଁ ହମ୍‌ କହାଁ ତୁମ୍‌’ ଦର୍ଶକଙ୍କ ମନ ଜିତିବାରେ ବେଶ୍‌ ସଫଳ ହୋଇଛି। ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଥିବାବେଳେ ଉଭୟଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି। ଏପରିକି ଫ୍ୟାନ୍‌ମାନେ ଏମାନଙ୍କ ନାଁରେ ‌ଅନେକ ସୋଶାଲ୍‌ ମିଡିଆ ପେଜ୍‌ ମଧ୍ୟ ଚଲାଉଛନ୍ତି। ହେଲେ ଏସବୁ ଭିତରେ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି।  ସୂଚନା ଅନୁଯାୟୀ, ଏହି ଶୋ’ ମାର୍ଚ୍ଚ ୧୪ […]

  • Thursday, 22 July 2021
siddharth shukla
ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା

ମୁମ୍ବାଇ: ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା ହୋଇଛନ୍ତି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ଙ୍କଠାରୁ ସେ ବିଧିବଦ୍ଧ ଭାବେ ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଅସୀମ ରିଆଜ୍‌ ପ୍ରଥମ ରନର୍‌-ଅପ୍‌ ହୋଇଛନ୍ତି। ତେବେ ସିଦ୍ଧାର୍ଥଙ୍କ ପାଇଁ ଏହି ବିଜୟ ଏତେ ସହଜ ନ ଥିଲା। ତାଙ୍କର ବଡ଼ ଗୁଣ ଥିଲା ସେ ଭଲ ବନ୍ଧୁତା ଦେଖାଇ ପାରିଥିଲେ। ତାଙ୍କୁ ‘ଭାଲୁ’ ଓ […]

  • Thursday, 22 July 2021
neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଭାଇ ଟୋନି କଲେ ଏମିତି ଖୁଲାସା

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ଓ ତାଙ୍କ ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଥିବା କଥା କହିବା ପରେ ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଏସବୁ ଭିତରେ ନେହାଙ୍କ ଭାଇ ଟୋନି କକ୍କର, ନେହା ଓ […]

  • Thursday, 22 July 2021
rajnikanth
ଅଡ଼ୁଆରେ ସୁପରଷ୍ଟାର ରଜନୀକାନ୍ତ, ଗିରଫ ଦାବି କଲେ ଲୋକେ

ନୂଆଦିଲ୍ଲୀ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଏବେ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। କିଛିଦିନ ତଳେ ଶୁଣିବାକୁ ମିଳିଥିଲା, ବେୟର ଗ୍ରିଲ୍ସଙ୍କ ସହ ଶୁଟିଂ ସମୟରେ ରଜନୀକାନ୍ତ ଆହତ ହୋଇଥିଲେ। ହେଲେ ପରେ ଏହି ଘଟଣାକୁ ନେଇ ଗ୍ରିଲ୍ସ ସଫେଇ ଦେଇଥିଲେ। ଏହାପରେ ମଧ୍ୟ ରଜନୀକାନ୍ତଙ୍କୁ ନେଇ ଚର୍ଚ୍ଚା ଥମି ନ ଥିଲା। ଏହି ଶୋ’ରେ ସୁଟିଂକୁ ନେଇ ଏବେ ସେ ଫସି ଯାଇଥିବା ଜଣାପଡ଼ିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ […]

  • Thursday, 22 July 2021
salman khan
ଉଧାର ଟଙ୍କା ଫେରାଇବାକୁ ଭୁଲି ଯାଇଛନ୍ତି ସଲମାନ୍‌ !

ମୁମ୍ବାଇ: ସମସ୍ତ ଜାଣନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଅଧିକ ଟଙ୍କା ଇନ୍‌କମ୍‌ କରୁଥିବା ସେଲେବ୍ରେଟି ମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ଆପଣ ଜାଣନ୍ତି ବଲିଉଡ୍‌ ଭାଇଜାନ୍‌ ବି ଟଙ୍କା ଉଧାରରେ ଆଣିଛନ୍ତି। ସବୁଠାରୁ ବଡ଼ କଥା ଉଧାରରେ ଆଣିଥିବା ଏହି ଟଙ୍କାକୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଫେରାଇ ନାହାନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏକ ଇଭେଣ୍ଟ୍‌ରେ ସଲମାନ୍‌ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି। ଜଣେ ସାଇକେଲ୍‌ ମେକାନିକ୍‌ଙ୍କ […]

  • Thursday, 22 July 2021
jagan shakti
‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ମୁମ୍ବାଇ: ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ  ‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବ୍ରେନ୍‌ରେ ବ୍ଲଡ୍‌ କ୍ଲଟ୍ ହୋଇଯାଇଛି। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି।  ସେ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ରୁ ହିଁ ବଲିଉଡ୍‌ରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ ଆରମ୍ଭ କରିଥିଲେ। ସେ ମୁମ୍ବାଇରେ ବନ୍ଧୁଙ୍କ ଗହଣରେ ଥିବା […]

  • Thursday, 22 July 2021
ranu
ରାନୁଙ୍କୁ ଟ୍ରୋଲିଂ ନେଇ ହିମେଶ୍‌ ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଥିଲେ। ଏପରିକି ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ମଧ୍ୟ ଥିଲେ। ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମ “ହାପି ହାର୍ଡି ଏଣ୍ଡ୍‌ ହିର୍‌”ରେ ଗୀତ […]

  • Thursday, 22 July 2021
neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଭିତରେ ଉଦିତ୍ ନାରାୟଣ ପୁଅର ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ନେହାଙ୍କ ସହ ଆଦିତ୍ୟଙ୍କ ବିବାହକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଉଦିତ୍‌ କହିଛନ୍ତି, “ନେହା କକ୍କର ଜଣେ ବହୁତ ଭଲ ଝିଅ। ସେ […]

  • Wednesday, 21 July 2021
natasha-1
ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

ମୁମ୍ବାଇ: ନୂଆବର୍ଷରେ ନୂଆ ଖବର ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ।  ବଲିଉଡ୍‌ ଅଭିନେତ୍ରୀ ତଥା ଦୀର୍ଘ ଦିନର ପ୍ରେମିକା ନତାଶା ଷ୍ଟାନକୋଭିକଙ୍କୁ ରିଙ୍ଗ୍‌ ପିନ୍ଧାଇ ହାର୍ଦ୍ଦିକ ତାଙ୍କ ପ୍ରେମର ପରିପ୍ରକାଶ କରିଥିଲେ। ଏହାପରେ ସେମାନଙ୍କର ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ସାମ୍ନାକୁ ଆସିଥିଲା। ସୋଶାଲ୍‌ ମିଡିଆରେ ହାର୍ଦ୍ଦିକଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏନ୍‌ଗେଜ୍‌ମେଣ୍ଟ୍‌ ପରେ ନତାଶା, ହାର୍ଦ୍ଦିକଙ୍କ ସହ ପୁଣି ଆଉ ଏକ […]

  • Wednesday, 21 July 2021
neha
ଆଦିତ୍ୟଙ୍କ ସହ ନେହାଙ୍କ ସର୍ମ୍ପକଙ୍କୁ ପରିବାର ଲୋକଙ୍କ ସହମତି !

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି।  ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି, ଯେଉଁଠି ଉଭୟ ପତି-ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏପରିକି ଉଦିତ୍‌ କହିଛନ୍ତି,  ପ୍ରଥମ ଏପିସୋଡ୍‌ରୁ ସେ ଏହି ଶୋ’କୁ ଫଲୋ କରୁଛନ୍ତି ଓ ଏହା ପଛରେ ୨ଟି କାରଣ ରହିଛି। […]

  • Wednesday, 21 July 2021
aishwarya rai
ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି କହୁଛନ୍ତି ଏହି ୩୨ ବର୍ଷୀୟ ଯୁବକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ବିଶ୍ୱର ଅନ୍ୟତମ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ୩୨ ବର୍ଷର ପୁଅ ଅଛି ! ଏକଥା ଆମେ କହୁନୁ ଏହା ଏହି ଯୁବକ ଜଣକ କହିଛନ୍ତି। ଐଶ୍ୱର୍ଯ୍ୟା ରାୟ ତାଙ୍କ ମା’ ବୋଲି ଯୁବକ ଜଣକ ଦାବି କରିଛନ୍ତି। ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ନା ? କଥାଟା ବି ଏମିତି ଯେ କେହିବି ଶୁଣିବେ ବିଶ୍ୱାସ କରିପାରିବେନି। ସମସ୍ତେ ଜାଣନ୍ତି ଐଶ୍ୱର୍ଯ୍ୟା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ […]

  • Wednesday, 21 July 2021
film
ଓସ୍କାର ଆୱାର୍ଡ ଦୌଡ଼ରେ ଓଡ଼ିଆ ପ୍ରଯୋଜକଙ୍କ ଫିଲ୍ମ

ଭୁବନେଶ୍ୱର : ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ହିନ୍ଦୀ ଫିଚର୍‌ ଫିଲ୍ମ ‘ଦ ଲାଷ୍ଟ କଲର୍‌’। ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ୩୪୪ଟି ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ରହିଛି। ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଥିବା ଜିତେନ୍ଦ୍ରଙ୍କର ଜନ୍ମସ୍ଥାନ ହେଉଛି ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ରେ। ଓସ୍କାର ପାଇଁ ମନୋନୀତ ହୋଇଥିବା ‘ଦ ଲାଷ୍ଟ୍ କଲର୍‌’ ଫିଲ୍ମରେ ବିକାଶ ଖନ୍ନା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ବଲିଉଡ୍‌ର […]

  • Wednesday, 21 July 2021
film
ରିଲିଜ୍‌ ହେଲା ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଅଛନ୍ତି ଅରିନ୍ଦମ ଏବଂ ଶିବାନୀ। ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ। ଅବଦୁଲ ଅମିନ୍ ଖାନ ଓରଫ୍ ବାବୁ ଭାଇଜାନ୍‌ ନାମକ ଜଣେ ଯୁବକଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଜଣେ ସାଧାରଣ ଦର୍ଜିରୁ କିଭଳି ଅନ୍ତର୍ଜାତୀୟ ସ୍ତରରେ ନିଜର ବ୍ୟବସାୟ ବିସ୍ତାର କରିଛନ୍ତି ତାକୁ ନେଇ କାହାଣୀଟି ନିର୍ମାଣ କରାଯାଇଛି। ସିନେମାରେ […]

  • Wednesday, 21 July 2021
odisha
ଛପାକ୍‌ରେ ଓଡ଼ିଆ ଅଭିନେତାଙ୍କ ଦମ୍‌ଦାର୍‌ ଆକ୍ଟିଂ

ଭୁବନେଶ୍ୱର: ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ଫିଲ୍ମ ‘ଛପାକ୍’ ଚଳିତ ସପ୍ତାହରେ ରିଲିଜ୍ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏସିଡ୍‌ ପୀଡ଼ିତା ମାଳତୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୟଙ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ସବୁଠାରୁ ବଡ଼ କଥା, ଏହି ଫିଲ୍ମରେ ଜଣେ ଓଡ଼ିଆ କଳାକାର ଅଭିନୟ କରିଛନ୍ତି। ଓଡ଼ିଆ କଳାକାର  ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି। ମାଳତୀଙ୍କ ଉପରେ […]

  • Wednesday, 21 July 2021
deepika
ଶ୍ୱଶୁରଙ୍କ ଠାରୁ ଗାଳି ଶୁଣନ୍ତି ଦୀପିକା, କାହିଁକି ଜାଣନ୍ତି ?

ମୁମ୍ବାଇ: ଫିଲ୍ମ ଷ୍ଟାରଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଆସିଥାଏ ସେମାନଙ୍କର ଫିଲ୍ମ ଓ ତାଙ୍କ ସହ ଜଡ଼ିତ ବିବାଦ କଥା। ହେଲେ ଆଜି ଆମେ ଏମିତି ଜଣେ ଫିଲ୍ମ ଷ୍ଟାର୍‌ଙ୍କ କଥା କହିବୁ ଯାହାଙ୍କ ପ୍ରକୃତ ଜୀବନ ସାଧାରଣ ଲୋକଙ୍କ ଭଳି। ଖାଲି ଏତିକି ନୁହେଁ ସେ ତାଙ୍କ ଶ୍ୱଶୁରଙ୍କଠୁ ଗାଳି ମଧ୍ୟ ଶୁଣନ୍ତି।  ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ ? ଆଜ୍ଞା ହଁ, ଆମେ ଏଠି ଆଉ କାହା […]

  • Wednesday, 21 July 2021
kareena 1
କୁଆଡ଼େ ଗଲା କରୀନାଙ୍କ ଆଣ୍ଠୁ ?

ମୁମ୍ବାଇ: ଗତ କିଛିଦିନ ଧରି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। କିଛିଦିନ ତଳେ ସମ୍ପର୍କୀୟ ଭାଇ ଅରମାନ୍‌ ଜୈନ୍‌ଙ୍କ ଏକ ପ୍ରି ୱେଡିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ କରୀନା ଏୟାରପୋର୍ଟରେ ମେକ୍‌ଅପ୍‌ ନେଉଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ତାଙ୍କର ଏକ ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଫଟୋଟିକୁ ନେଇ ଅନେକ ୟୁଜର ଅନେକ ମତ ଦେଇଛନ୍ତି। କରୀନାଙ୍କର ଏହି ଫଟୋଟି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ […]

  • Wednesday, 21 July 2021
neha 1
ଏହି ସିଙ୍ଗରଙ୍କ ପରିବାରର ବୋହୂ ହେବାକୁ ଯାଉଛନ୍ତି ନେହା !

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କର ! ଏପରିକି ସେ ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ଓ ସେମାନେ ମଧ୍ୟ ନେହାଙ୍କୁ ତାଙ୍କର ବୋହୂ ଭାବେ ସ୍ୱୀକାର କରି ସାରିଛନ୍ତି। ଏସବୁ ଶୁଣିଲା ପରେ ନେହାଙ୍କ ଫ୍ୟାନ୍ସମାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାହିଁକି ନା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ ପରେ ନେହା ପୂରାପୂରି ଡ୍ରିପେସନ୍‌ରେ ଥିବା ଦେଖିବାକୁ ମିଳିଥିଲା। ଏପରିକି ଗତ […]

  • Wednesday, 21 July 2021
devjani 9
ଇନ୍ଦ୍ରଜାଲରେ ସମ୍ବିତ, ଦେବଯାନୀ

ଭୁବନେଶ୍ୱର: ‘ଇନ୍ଦ୍ରଜାଲ’ରେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ଦେବଯାନୀ। କାରଣ ସେମିତି କିଛି ଘଟଣା ଘଟିଛି ତାଙ୍କ ଜୀବନରେ।  ଏମିତି ଘଟଣା ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେଥିପାଇଁ ଦଣ୍ଡ ସ୍ୱରୂପ ଇନ୍ଦ୍ରଜାଲରେ ପଡ଼ିଛନ୍ତି ଉଭୟେ।  ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ଏମିତି କ’ଣ ଘଟିଲା ଯେ ସେମାନେ ‘ଇନ୍ଦ୍ରଜାଲ’ରେ ପଡ଼ି ଯାଇଛନ୍ତି। ହଁ, ଆମେ ଏଠି ଅପ୍‌ କମିଂ ଓଡ଼ିଆ ଫିଲ୍ମ ‘ଇନ୍ଦ୍ରଜାଲ’ ବିଷୟରେ କହିବାକୁ ଯାଉଛୁ। […]

  • Wednesday, 21 July 2021
salman khan
ସଲ୍‌ମାନ୍‌ଙ୍କୁ ନେଇ ଏମିତି ଖୁଲାସା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠାରୁ ଏହି ଶୋ’ରେ କିଛି ନା କିଛି ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ନିକଟରେ ଦେଖିବାକୁ ମିଳିଥିଲା, ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ। ଏହାପରେ ନିଜେ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ ସଲମାନ୍‌। ଆଉ ଏବେ ‘ବିଗ୍‌ ବସ୍‌-୧୩’ର ଏକ୍ସ କଣ୍ଟେଷ୍ଟାଣ୍ଟ୍‌ ତଥା ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କ ଏକ […]

  • Wednesday, 21 July 2021
ranveer
ଦୀପିକାଙ୍କ ପାଇଁ ଭଡ଼ାରେ ଫ୍ଲାଟ୍‌ ନେଲେ ରଣବୀର !

ମୁମ୍ବାଇ: ସମସ୍ତଙ୍କ ଫେଭରେଟ୍‌ ବଲିଉଡ୍‌ କପଲ୍‌ ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ବେଶ୍‌ ପସନ୍ଦ କରିଥାନ୍ତି। ବ୍ୟସ୍ତତା ଭିତରେ ଉଭୟ ଉଭୟଙ୍କ ପାଇଁ ସମୟ ବାହାର କରି ଅନେକ ପାର୍ଟି, ଇଭେଣ୍ଟ୍‌ରେ ଏକାଠି ଯୋଗ ଦେଇଥାନ୍ତି। ଏବେ ପତ୍ନୀ ଦୀପିକାଙ୍କୁ ଆହୁରି ଅଧିକ ସମୟ ଦେବା ପାଇଁ ରଣବୀର ମାସକୁ ୭.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ ? ଆଜ୍ଞା ହଁ ଆପଣ […]

  • Wednesday, 21 July 2021
salman
ପ୍ଲେଟ୍‌ ସଫା କଲେ ସଲ୍‌ମାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କଲେ ଖୋଦ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକ’ଣ କହୁଛୁ। କଥାଟା ବି ଏମିତି ଯେ କେହିବି ଏହାକୁ ଶୁଣିଲେ ବିଶ୍ୱାସ କରିବେ ନାହିଁ। ହେଲେ ଘଟଣାଟି ସତ। ବାସ୍‌ ପାର୍ଥକ୍ୟ ଏତିକି ସଲମାନ୍‌ ଏସବୁ ସଫାସୁତୁରା ତାଙ୍କ ଘରେ ନୁହେଁ ବରଂ ‘ବିଗ୍‌ ବସ୍‌-୧୩’ର ପ୍ରତିଯୋଗୀମାନେ ରହୁଥିବା ଘରେ କରିଛନ୍ତି। ଆଜ୍ଞା ହଁ, ଏମିତି […]

sapna choudhry 2
ଡାନ୍ସର ସପନା ଚୌଧୁରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାଙ୍କ କାର୍‌କୁ ଦେଖିଲେ ଅନୁମାନ କରି ହେଉଛି ଯେ, ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ତେଣୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିବା କୁହାଯାଉଛି। ଗୁରୁଗ୍ରାମର ହିରୋ ହୋଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଶପିଂ ସାରି ସପନା,  ସୋହନା ରୋଡ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତ ବେଗରେ […]

  • Wednesday, 21 July 2021
kushal
ଅଭିନେତା କୁଶାଲ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ: ବଲିଉଡ୍‌ ତଥା ଟେଲିଭିଜନ୍‌ ଅଭିନେତା କୁଶାଲ୍‌ ପଞ୍ଜାବୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ଅତି ନିକଟତମ ବନ୍ଧୁ ତଥା ଅଭିନେତା କରଣବୀର ବୋହରା କୁଶାଲ୍‌ଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ରାତିରେ ମୁମ୍ବାଇର ପାଲି ହିଲ୍‌ ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କରଣବୀର ଇନ୍‌ଷ୍ଟାଗ୍ରାମରେ କୁଶାଲ୍‌ଙ୍କ ଫଟୋ ଶେଆର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ। ଏ ଖବର ପାଇବା ପରେ […]

  • Wednesday, 21 July 2021
celebrity
୩ ବଲିଉଡ୍‌ ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ର ୩ ଜଣ ଜଣାଶୁଣା ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟି ଏମିତି କିଛି କହିଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ପୁଲିସ୍‌ରେ ମାମଲା ରୁଜୁ ହେବାକୁ ପଡ଼ିଛି। ଏକ କାର୍ଯ୍ୟକ୍ରମରେ ଏହି ୩ ଜଣ ଧର୍ମକୁ ନେଇ ଏମିତି କିଛି କହି ଦେଇଥିଲେ ଯେଉଁଥିପାଇଁ ଲୋକମାନେ ରାଗି ଯାଇଛନ୍ତି। ଯାହାର […]

  • Wednesday, 21 July 2021
shahrukh khan
ଶାହରୁଖଙ୍କୁ ନେଇ ପତ୍ନୀ କଲେ ଏମିତି ଖୁଲାସା...

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ ଖାନ୍ ଶାହରୁଖଙ୍କୁ ନେଇ ପତ୍ନୀ ଗୌରୀ ଖାନ୍‌ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ଅଧିକ ସମୟ ଲାଗିଥାଏ। ତାଙ୍କର(ଶାହରୁଖ) ଏକ ବଡ଼ ରୁମ୍‌ରେ ଖାଲି ୱାର୍ଡରୋବ୍‌(ଆଲ୍‌ମିରା)ରେ ଭର୍ତ୍ତି। ଗୌରୀ କହିଛନ୍ତି, ‘କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ମୋତେ ପାଞ୍ଚ ମିନିଟ୍‌ ସମୟ ଲାଗୁଥିବାବେଳେ ସେ(ଶାହରୁଖ) ପାଞ୍ଚ ଘଣ୍ଟା ନେଇଥାନ୍ତି।’ ଗୌରୀଙ୍କ ଏହି କଥାର ଉତ୍ତରରେ […]

  • Wednesday, 21 July 2021