ନଈ କୂଳରେ ହୋଇଗଲା ପ୍ରେମ। ନୀଳ ପାଣି ସାଙ୍ଗକୁ ଲାଲ ଗୋଲାପ...ବାସ୍ ଦୁନିଆରେ ସତେ ଯେମିତି ଆଉ ନାହିଁ କିଛି...ଦେଖନ୍ତୁ ଅଧା ଲେଖା ଅଧା ଗପରର ଏହି ରୋମାଣ୍ଟିକ ଗୀତକୁ
ଦେଖାଯାଉଛନ୍ତି ପ୍ରେମିକା। ହେଲେ ତାଙ୍କୁ କହିବେ କେମିତି ଜାଣିପାରୁନାହାନ୍ତି ପ୍ରେମିକ...ଦେଖନ୍ତୁ ଅଧା ଲେଖା ଅଧା ଗପରେ କଣ ଚାଲିଛି
ପ୍ରଥମ ଦେଖାରୁ ତ ପ୍ରେମ ହୋଇଗଲା। କିନ୍ତୁ କେହି କାହାକୁ କହିପାରୁନାହାନ୍ତି...କଲେଜ୍ ଗେଟ୍ରେ ଆଇସକ୍ରିମ୍ ଖିଆ ପୁଣି ଲାଇବ୍ରେରି ଝରକାରେ ଲୁଚି ଲୁଚି ଦେଖା, ସବୁ ମନେ ପଡ଼ୁଛି ହେଲେ...
ଏମିତି ଏ ସିନେମା ଯାହା ଅଧା ଅଧା ଭଳି ଲାଗୁଛି। ହେଲେ ଏହା ସତ ନା ଏହା ପଛରେ ରହିଛି ଆଉ କିଛି। ଅଧା ଲେଖା ଗପ ଫିଲ୍ମଟି ଦେଖିଲା ପରେ ଏ କଥାର ଉତ୍ତର ନିଶ୍ଚୟ ଦେଇ ପାରିବେ...
ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି
ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ଭାଇ... ଆପଣାଇଲେ ଭିନ୍ନ ରାସ୍ତା, ହେଲେ ସେ ରାସ୍ତାରେ କଂଟା ଅଛି ନା ଫୁଲ... ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ