‘ତିତଲି’ ସୁଟିଂ ସେଟରେ ସେଲିବ୍ରେସନ । ସେଲିବ୍ରେସନକୁ ନେଇ କ’ଣ କହିଲେ ନାୟିକା ‘ତିତଲି’।
ଗ୍ଲାମର୍ସ କୁଇନ... ତରଙ୍ଗ ସିନେ ଉତ୍ସବରେ ଏକାଠି ନଜର ଆସିଲେ ଓଲିଉଡର ଗ୍ଲାମର୍ସ କୁଇନ
୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।
କି ଖାଇବା ଦେଉଛ? ତୁମ ଖାଇବା ଖାଇବା ପରେ ଅନେକ ଲୋକଙ୍କ ଦେହ ଖରାପ ହେଉଛି। କିନ୍ତୁ କଥାବାର୍ତ୍ତାରେ ଡାଉଟ୍ ହେବାରୁ ଡରିଗଲେଣି ଖୋଦ୍ ଫୁଡ୍ କମିଶନର। ଦେଖନ୍ତୁ ଏହା ପରେ ହେଉଛି କଣ?
ମୋ ବୟସ ଦୋଷ, ମୁଁ କିରିବି କିସ? ରିଲ୍ ଲାଇଫ୍ରେ ଯେମିତି ରିଏଲ ଲାଇଫ୍ରେ ବି ସେ ସେମିତି। ଦେଖନ୍ତୁ କେମିତି ବୁଲୁଛନ୍ତି ଆଉ ଗୀତ ଗାଉଛନ୍ତି ଏହି ନାୟିକା
ନଈ କୂଳରେ ହୋଇଗଲା ପ୍ରେମ। ନୀଳ ପାଣି ସାଙ୍ଗକୁ ଲାଲ ଗୋଲାପ...ବାସ୍ ଦୁନିଆରେ ସତେ ଯେମିତି ଆଉ ନାହିଁ କିଛି...ଦେଖନ୍ତୁ ଅଧା ଲେଖା ଅଧା ଗପରର ଏହି ରୋମାଣ୍ଟିକ ଗୀତକୁ
ଅନ ସ୍କ୍ରିନ୍ରେ ରାଉଡ଼ି ବୋହୂ। ଆଉ ଅଫ୍ ସ୍କ୍ରିନ୍ରେ ଲାଜକୁଳି ଝିଅ ...ରାଜ୍ ରାଜେନ୍ଦ୍ରଙ୍କୁ ସମସ୍ତଙ୍କ ଡର, ହେଲେ ପୂଜାଙ୍କର ନାହିଁ ଖାତର...କେତବେଳେ ପ୍ରେସର କୁକର ଫଠାଇ ଦେଉଛନ୍ତି ତ ଆଉ କେତେବେଳେ...
ଦେଖାଯାଉଛନ୍ତି ପ୍ରେମିକା। ହେଲେ ତାଙ୍କୁ କହିବେ କେମିତି ଜାଣିପାରୁନାହାନ୍ତି ପ୍ରେମିକ...ଦେଖନ୍ତୁ ଅଧା ଲେଖା ଅଧା ଗପରେ କଣ ଚାଲିଛି
ପ୍ରଥମ ଦେଖାରୁ ତ ପ୍ରେମ ହୋଇଗଲା। କିନ୍ତୁ କେହି କାହାକୁ କହିପାରୁନାହାନ୍ତି...କଲେଜ୍ ଗେଟ୍ରେ ଆଇସକ୍ରିମ୍ ଖିଆ ପୁଣି ଲାଇବ୍ରେରି ଝରକାରେ ଲୁଚି ଲୁଚି ଦେଖା, ସବୁ ମନେ ପଡ଼ୁଛି ହେଲେ...
ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....
ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି
ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ଭାଇ... ଆପଣାଇଲେ ଭିନ୍ନ ରାସ୍ତା, ହେଲେ ସେ ରାସ୍ତାରେ କଂଟା ଅଛି ନା ଫୁଲ... ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ତରଙ୍ଗ ସିନେ ପ୍ରଡକସନ୍ ଆପଣମାନଙ୍କ ପାଇଁ ନେଇ ଆସୁଛି ଏକ ଭିନ୍ନ ସ୍ୱାଦର ରୋମାଟିକ୍ ସିନେମା ‘ସମାପାଜୁର ରଘୁ’। ଯାହାକୁ ଦେଖିବାକୁ ଦର୍ଶକ ଚାହିଁ ରହିଥିବା ବେଳେ ଆଜି ଦେଖନ୍ତୁ ଏହି ରୋମାଟିକ୍ ଟ୍ରାକ୍...
ମାୟା ମତେ ନା ଦେଇଛି ପରିଚୟ ବି ଦେଇଛି...ଜସମିନ୍ଠୁ ଅଧିକ ଲୋକ ରୁଦ୍ରି ନାରେ ମତେ ଜାଣନ୍ତି ବୋଲି କହିଲେ ଅଭିନେତ୍ରୀ...
ଲୋକପ୍ରିୟ ମନୋରଞ୍ଜନ ଟିଭି ଚ୍ୟାନେଲ୍ ତରଙ୍ଗରେ ଆରମ୍ଭ ହୋଇଛି ନୂଆ ଧାରାବାହିକ ପ୍ରେମର କୁହୁକ... ଚାଲନ୍ତୁ ଦେଖିବା ଏହାର ଏକ ସୁନ୍ଦର ଗୀତ।
ଦେଖିବାକୁ ଯେମିତି ସୁନ୍ଦର, ଅଭିନୟ ବି ଦମଦାର୍। ଆମେ କାହା କଥା କହୁଛୁ, ତାହା ଆପଣ ତାହା ଜାଣି ସାରିଲେଣି କି? ଯଦି ଜାଣି ନାହାଁନ୍ତି ତେବେ ଦେଖି ନିଅନ୍ତୁ ଜହ୍ନ ରାଇଜର ସେ ରାଜନନ୍ଦିନୀକୁ.
ଏଟା ଆମ ସୁଟିଂ ସେଟ୍ ନୁହେଁ ଘର। ହାଏ ମୋର ହାର୍ଟ ବିଟ୍ ଜଲା ସମ୍ଭାଲ୍କେ....ଚକୋଲେଟ୍ ସମସ୍ତେ ଦିଅନ୍ତି କିନ୍ତୁ ମୁଁ ନିଏନି....ଶୁଣନ୍ତୁ ଏ ଦୁଇ କଳାକାର କଣ କହୁଛନ୍ତି?