• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

AAAAA
ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌; ଭିଡିଓ ଶେୟାର୍‌ କଲେ ପିଏମ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଜଗତର ଅନେକ କଳାକାରଙ୍କୁ ଭେଟିଥିଲେ। ଶାହାରୁଖ ଖାନ୍, ଆମୀର ଖାନ୍‌ ଓ କଙ୍ଗନା ରାଣାୱତଙ୍କ ସମେତ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ। #ChangeWithin ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ କଳାକାରମାନଙ୍କ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ […]

  • Friday, 23 July 2021
JAGA
ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଭୁବନେଶ୍ୱର: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ପ୍ରତିଯୋଗୀଙ୍କ ହଙ୍ଗାମା। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ୍ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ସେହି ଓଡ଼ିଆ ପ୍ରତିଯୋଗୀ ହେଲେ  ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ […]

  • Friday, 23 July 2021
salmon
ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଆମିର ଖାନଙ୍କ ସହ ଅନେକ କଳାକାରଙ୍କୁ ଭେଟି ଗାନ୍ଧିଙ୍କ ନୀତି-ଆଦର୍ଶକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ କଳା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାଠି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ଶାହାରୁଖ। ସେହିପରି କଳାକ୍ଷେତ୍ରରେ […]

  • Friday, 23 July 2021
dhamk
ଟ୍ରେନ୍‌ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍

ମୁମ୍ବାଇ: ଟ୍ରେନ୍ ଭିତରେ ଚଢ଼ିଛନ୍ତି ବଲିଉଡ୍‌ କଳାକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଖିଲାଡ଼ିକୁମାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ଚଂକି ପାଣ୍ଡେ, ବବି ଦେଓଲ୍, କ୍ରୁତି ସେନୋନ୍ ଓ ଅନ୍ୟ ହିରୋଇନ୍‌। ଏତେ ମାତ୍ରାରେ ବଡ଼ ବଡ଼ ବଲିଉଡ୍‌ କଳାକାରଙ୍କୁ ଦେଖି ଗଣମାଧ୍ୟମ ପ୍ରତିନୀଧିମାନେ ବି ଟ୍ରେନ୍‌ରେ ଚଢ଼ିଛନ୍ତି। ଚାଲିଛି ପ୍ରେସ୍‌ ମିଟ୍‌। କିନ୍ତୁ ହଠାତ୍‌ ଟ୍ରେନ୍ ଭିତରେ ଏତେମାତ୍ରାରେ ସେଲେବ୍ରିଟି ଚଢ଼ିଲେ କାହିଁକି? ନା ବଲିଉଡ୍ କଳାକାର ଫ୍ଲାଇଟ୍ ଛାଡ଼ି ଟ୍ରେନ୍‌ରେ ଯିବା ପସନ୍ଦ କଲେ? […]

  • Friday, 23 July 2021
d
ଷ୍ଟେଜ୍ ଉପରେ ଜଜ୍‌ ନେହା କକ୍କରକୁ ଜବରଦସ୍ତ କିସ୍ କଲେ ପ୍ରତିଯୋଗୀ; ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ୱାଇ : ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ପ୍ରଥମେ ଜଣେ ଯୁବକ ଷ୍ଟେଜ୍‌ ଉପରେ ଦମ୍‌ଦାର ଗୀତ ଗାଇ ବିଚାରକଙ୍କ ମନକଣିଦେଲେ। ସବୁ ଜଜ୍‌ ମଧ୍ୟ ପ୍ରତିଯୋଗୀଙ୍କୁ ଖୁବ୍ ପ୍ରଶଂସା କଲେ। କିନ୍ତୁ ହଠାତ୍ ଏହି ଯୁବକ ନେହା କକ୍କରଙ୍କୁ କହିଲେ,’ମୋତେ ଚିହ୍ନିପାରୁଛନ୍ତି?’ ଏତିକି କହି ନେହାଙ୍କୁ କୁଣ୍ଢାଇ ଧରିବା ସହିତ ତାଙ୍କ ଗାଲକୁ କିସ୍‌ କରିଦେଲେ। ଏହି ଘଟଣା ପରେ ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଗଲେ। ଆମେ କହୁଛୁ ସୋନି […]

  • Friday, 23 July 2021
kan
ପତ୍ନୀ କଥା ମାନି କୋଟିପତି ହେଲେ ଗୌତମ

ମୁମ୍ବାଇ: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷ ପଛରେ ନାରୀର ପ୍ରଚ୍ଛନ୍ନ ହାତ ଥାଏ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଗୌତମ କୁମାର ଝା ନାମକ ଜଣେ ବ୍ୟକ୍ତି।  ତାହା କିପରି ଆସନ୍ତୁ ଜାଣିବା ପଶ୍ଚିମବଙ୍ଗରେ ରେଲ୍‌ୱେ ବିଭାଗରେ କାମ କରୁଥିବା ଗୌତମ ସୋନି ଟିଭିରେ ପ୍ରାସାରିତ ରିୟାଲିଟି ଶୋ’ କେବିସି ୧୧ରେ ଭାଗ ନେଇ ୭ କୋଟି ଜିତିଛନ୍ତି। ଆଉ ଏହି ସଫଳତା ପାଇଁ ସେ ତାଙ୍କ ପତ୍ନୀ ଶ୍ୱାତାଙ୍କୁ ଶ୍ରେୟ ଦେଇଛନ୍ତି। ସେ […]

  • Friday, 23 July 2021
amitabha
ବିଗ୍‌ବିଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ, ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ମୁମ୍ବାଇ: ଆଜି ୭୭ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ। ଆଜି ତାଙ୍କର ୭୭ତମ ଜନ୍ମଦିନ। ୧୯୪୨ ମସିହା ଆଜିର ଦିନରେ ସେତେବେଳର ଆହ୍ଲାବାଦ୍‌ରେ ଜନ୍ମ ହୋଇଥିଲେ ଶତାଦ୍ଦୀର ଏହି ବଡ଼ ସୁପରଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋଶାଲ୍ ମିଡିଆରେ ଅମିତାଭ ଟ୍ରେଣ୍ଡ କରୁଥିବା ବେଳେ ବହୁ ସଂଖ୍ୟାରେ ଫ୍ୟାନ୍ ତାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି। ସବୁଦିନ […]

  • Friday, 23 July 2021
Shilpa Shetty
ସ୍ୱାମୀ ଗିରଫ ହେବା ପରେ ପ୍ରଥମ ଥର ଏମିତି କହିଲେ ଶିଳ୍ପା

ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି

chelsi
ଇଣ୍ଡିଆନ୍‌ ଆଇଡଲ୍୧୧ରେ ଓଡ଼ିଆ ଝିଅ ଚେଲ୍‌ସି; ଜଜ୍‌ କହିଲେ ଫ୍ୟୁଚର୍‌ ଷ୍ଟାର୍

ଭୁବନେଶ୍ୱର/ମୁମ୍ବାଇ: ପୁଣି ନ୍ୟାସ୍‌ନାଲ୍‌ ସିଙ୍ଗିଙ୍ଗ୍ ପ୍ଲାଟ୍‌ଫର୍ମରେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ରିଲିଜ୍‌ ହୋଇଥିବା ଇଣ୍ଡିଆନ୍‌ ଆଇଡଲ୍-୧୧ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍ ଦେଖିବାକୁ ମିଳିଛି। ଏହି ଭିଡିଓରେ ଚେଲ୍‌ସି ଇଶକ୍‌ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ଶୋ’କୁ ଜଜ୍‌ କରୁଥିବା ନେହା କକ୍କର, ବିଶାଲ୍ ଦଦ୍‌ଲାନୀ ଓ ଅନୁ ମଲ୍ଲୀକ ଚେଲ୍‌ସିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ବିଶାଲ୍ ଚେଲ୍‌ସିଙ୍କୁ ଭବିଷ୍ୟତର ଷ୍ଟାର୍‌ ବୋଲି କହିବା ବେଳେ ଚେଲ୍‌ସିଙ୍କ ଗୀତରେ […]

  • Friday, 23 July 2021
jjj
କାଲି ରିଲିଜ୍‌ ହେବ ବାବୁସାନଙ୍କ ନୂଆ ମୁଭି ମିଷ୍ଟର ମଜନୁ

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ମୁଭି ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ମିଷ୍ଟର୍ ମଜନୁ କାଲି ରିଲିଜ୍ ହେଉଛି। ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ, ଶିତଲ, ଦିବ୍ୟାଙ୍କ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବାବୁସାନ୍। ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ୍ ତଡ଼କା ଲଗାଇଛନ୍ତି ମିହିର ଦାସ। ସେହିଭଳି ଖଳନାୟକ […]

  • Friday, 23 July 2021
gabdhi
ଜୀବନକାଳ ମଧ୍ୟରେ ଗାନ୍ଧୀ ମାତ୍ର ଏଇ ଦୁଇଟି ଫିଲ୍ମ ଦେଖିଥିଲେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ। ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍‌ ଫିଲ୍ମ ‘ମିଶନ୍‌ ଟୁ ମସ୍କୋ’ ଦେଖିଥିଲେ। ଏହା ୟୁଏସ୍‌ ଆମ୍ବାସେଡର୍ ଜୋସେଫ୍ ଡେଭିସ୍‌ଙ୍କ ଜୀବନ ଉପରେ ଆଧାରିତ। ବାପୁଙ୍କୁ ଏହି ଫିଲ୍ମ ଦେଖିବାକୁ ତାଙ୍କ ସହିତ କାମ କରୁଥିବା ମୀରା ବେହନ୍ ରାଜି କରାଇଥିଲେ। ହେଲେ ଫିଲ୍ମରେ ଛୋଟ ଛୋଟ ଡ୍ରେସ୍‌ରେ ମହିଳାମାନଙ୍କୁ ଦେଖି ସେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। […]

  • Friday, 23 July 2021
ashutosh
ଚର୍ଚ୍ଚିତ ଧାରା ୩୭୦କୁ ନେଇ ଆସିଲା ଗୀତ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସାରା ଭାରତରେ ଉତ୍ସବର ମାହୋଲ୍। ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍ସ ତିଆରି କରିଛି ‘ଉଠିଗଲା ଧାରା ୩୭୦’ ଗୀତ। ଏହି ଗୀତଟି ହେଉଛି ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର। ଏହାକୁ ଆଶୁତୋଷ ଏବଂ ଲୋପାମୁଦ୍ରା ଗାଇଥିବା ବେଳେ ଗୀତ ଲେଖିଛନ୍ତି ଲୋକପ୍ରିୟ ଗୀତିକାର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ତରଙ୍ଗ ପ୍ରଡକ୍‌ସନ୍ସର ତିଆରି କରିଥିବା ଏହି ଫିଲ୍ମଟି ଦଶହରା […]

  • Friday, 23 July 2021
salman
ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା ଧମକ: ଦୁର୍ବୃତ୍ତ କହିଲା ମୃତ୍ୟୁ ଦଣ୍ଡ ଦେବି

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ୧୯୯୮ ମସିହା ଯୋଧ୍‌ପୁର କୃଷ୍ଣସାର ମୃଗ ମାମଲାର ଅଭିଯୁକ୍ତ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ସୋଶାଲ୍ ମିଡିଆ ମାଧ୍ୟମରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନାମରେ ସଲ୍‌ମାନଙ୍କୁ ଏହି ହତ୍ୟା ଧମକ ଆସିଛି। ଗ୍ୟାରି ସୁଟର୍‌(Gary Shooter) ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି। ଫେସ୍‌ବୁକ୍‌ ପେଜ୍‌ରେ ସଲ୍‌ମାନ ଖାନ୍‌ଙ୍କର ଏକ ଫଟୋ ଉପରେ ଲାଲ୍‌ ରଙ୍ଗର୍‌ କ୍ରସ ଚିହ୍ନ ବୁଲା […]

  • Friday, 23 July 2021
Capture
ଆମେରିକାରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଏବେ ଆମେରିକାରେ। ଆମେରିକାର ଗ୍ଲୋବାଲ୍‌ ସିଟିଜେନ୍‌ ସ୍ମାର୍ଟଫୋନ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସ୍କ୍ରିନିଂ ହେବାକୁ ଯାଉଛି ଓଡ଼ିଆ ସର୍ଟ ଫିଲ୍ମ “ସଂଯୋଗ”। ସେପ୍ଟେମ୍ବର ୨୦ ତାରିଖରେ ଏହି ଫିଲ୍ମ ଆମେରିକା ସିକାଗୋ ସହରରେ ଥିବା ହ୍ୱିଟନ୍‌ର ବର୍ଣ୍ଣ ବୁସ୍ ଗ୍ୟାଲେରୀରେ ସ୍କ୍ରିନିଂ ହେବ। ଏହି ଫେଷ୍ଟିଭାଲ୍‌ରେ ସାମିଲ୍‌ ହେବା ଆସିଥିବା ୫୨୬ଟି ଫିଲ୍ମ ମଧ୍ୟରୁ ଚୟନକର୍ତ୍ତାମାନେ ମାତ୍ର ୩୦ଟି ଫିଲ୍ମକୁ ବାଛିଥିଲେ। ଏଥିମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଫିଲ୍ମ “ସଂଯୋଗ” । […]

  • Thursday, 22 July 2021
Raj Kundra
ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ବଡ଼ ଖୁଲାସା, ଗିରଫଦାରୀରୁ ବଞ୍ଚିବା ପାଇଁ କରିଥିଲେ ଏମିତି କାମ

ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଜଣେ ଅଭିଯୁକ୍ତ ବଡ଼ ଖୁଲାସା କରିଛନ୍ତି।

arun-jaitly
ଦିନେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପାଇଁ ସୁପ୍ରିମକୋର୍ଟରେ କେଶ୍ ଲଢ଼ିଥିଲେ ଅରୁଣ ଜେଟ୍‌ଲୀ

ମୁମ୍ବାଇ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟଲ୍‌ ମ୍ୟାନ୍‌ ଅରୁଣ ଜେଟ୍‌ଲୀ ଆଉ ଏ ଦୁନିଆରେ ନାହାନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତକାଲି ଦିନ ୧୨ଟା ୭ରେ ସେ ଏ ଦୁନିଆ ରଙ୍ଗମଞ୍ଚରୁ ଶେଷ ବିଦାୟ ନେଇଛନ୍ତି। ତାଙ୍କ ଦେହାନ୍ତରେ ସାରା ଦେଶ ଶୋକରେ ବୁଡିଛି। ଜେଟ୍‌ଲୀ ଆଉ ନାହାନ୍ତି ସତ, କିନ୍ତୁ ସେ ଛାଡ଼ିଯାଇଥିବା ସ୍ମୃତି ସମସ୍ତଙ୍କ ହୃଦୟରେ ଜୀବୀତ ହୋଇ ରହିଛି। ବଲିଉଡ୍‌ ଷ୍ଟାର୍‌ ହୁଅନ୍ତୁ କିମ୍ବା ମହାନ କ୍ରିକେଟର୍‌ କିମ୍ବା […]

  • Thursday, 22 July 2021
khusi-620x330
୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

ଭୁବନେଶ୍ୱର:ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍ । ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ ପଡିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’। ଏମିତି କିଛି ଅସୁମାରୀ ଭାବାବେଗକୁ ନେଇ ନିଖୁଣ ଭାବେ ତିଆରି […]

  • Thursday, 22 July 2021
WhatsApp-Image-2019-08-16-a
ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଆସୁଛି ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’। ନିକଟରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ପ୍ରେସ୍ କ୍ଲବ୍ ପରିସରରେ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଓ ଅଭିନେତା ମୁନ୍ନା ଖାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଯୋଜକ ଡ. ବିଶ୍ୱନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ରାଜୀବ ମହାନ୍ତି ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରର କାହାଣୀ ମହାନ ସ୍ୱାଧୀନତା ସଂଗ୍ରାମୀ ରଘୁ ସର୍ଦ୍ଦାରଙ୍କ […]

  • Thursday, 22 July 2021
ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ନୂଆଦିଲ୍ଲୀ: ରିଲିଜ୍ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଲାଣି ଫିଲ୍ମ ‘ସାହୋ।’ କଥାଟା ବିଶ୍ୱାସ ହେଉନଥିଲେ ବି ସତ। ମିଳିଥିବା ସୂଚନା ମୁତାବକ, ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ୍ ଫର୍ ଅଲ୍ ଲାଙ୍ଗୁଏଜ୍ ବାବଦକୁ ୩୨୦ କୋଟି ଆଦାୟ କରିସାରିଲେଣି। ଏବେ ଫିଲ୍ମର ସାଟେଲାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ରାଇଟସ୍ ବିକ୍ରି ହେବା ବାକି ଅଛି। ଚଳିତ ମାସ ୩୦ ତାରିଖରେ ଏହି ହାଇବଜେଟ୍ ଦକ୍ଷିଣ ଭାରତୀୟ ସିନେମା ‘ସାହୋ’ ମୁକ୍ତିଲାଭ […]

  • Thursday, 22 July 2021
Capture
ମିକାଙ୍କୁ ବ୍ୟାନ୍; କୌଣସି ଫିଲ୍ମ ପ୍ରଡକ୍ସନ ହାଉସ୍‌ କିମ୍ବା ମ୍ୟୁଜିକ୍‌ କମ୍ପାନୀରେ କାମ କରିପାରିବେନି

ମୁମ୍ବାଇ: ଗାୟକ ମିକା ସିଂହଙ୍କୁ ବଡ଼ ଝଟକା। ଅଲ୍ ଇଣ୍ଡିଆ ସିନେ ୱାକର୍ସ ଆସୋସିଏଏସ୍ଏନ୍ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଫିଲ୍ମ ପ୍ରଡକସନ୍ ହାଉସ୍, ମ୍ୟୁଜିକ୍ କମ୍ପାନୀ ଏବଂ ସମସ୍ତ କନ୍ସର୍ଟରୁ ତାଙ୍କୁ ବ୍ୟାନ୍ କରାଯାଇଛି।  ଖାଲି ଏତିକି ନୁହେଁ, ସିନେ ୱାକର୍ସ ଆସୋସିଏସନ୍ ମିକାଙ୍କୁ କୌଣସି ଫିଲ୍ମ କାମ ନଦେବାକୁ ପ୍ରଡକସନ୍ ହାଉସ୍‌କୁ ଚେତାଇ ଦେଇଛି। ଯଦି, କେହି ତାଙ୍କୁ କାମ ଦିଅନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି […]

  • Thursday, 22 July 2021
kokoli
‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ୨ଟି ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି। ‘କୋକୋଲି’-ଫିଶ୍ […]

  • Thursday, 22 July 2021
nach-ke-pagal
ଭାଇରାଲ ହେଉଛି ଢ଼ିଞ୍ଚାକ୍ ପୂଜାଙ୍କର ନୂଆ ଗୀତ ‘ନାଚ୍‌ କେ ପାଗଲ୍’

ମୁମ୍ୱାଇ: ‘ସେଲ୍‌ଫି ମୈନେ ଲେ ଲୀ ଆଜ୍‌’ ଗୀତ ଗାଇ ଇଣ୍ଟରନେଟ୍‌ରେ ପପୁଲାର୍‌ ହୋଇଥିବା ଢିଙ୍କ୍‌ଚକ୍‌ ପୂଜାଙ୍କର ଏକ ନୂଆ ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ଏହି ଗୀତର ଟାଇଟଲ୍‌ ହେଉଛି ‘ନାଚ କେ ପାଗଲ୍‌।’ ଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ୟୁଜର୍‌ ଦେଖିସାରିଛନ୍ତି। ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ଗୀତଟି ୪ ନମ୍ୱରରେ ରହିଛି। ଗୀତଟିକୁ ପୂଜା ସ୍ୱିମିଙ୍ଗ୍‌ ପୁଲ୍‌ରେ ରାପ୍‌ ଓ ଡାନ୍ସରସ୍‌ଙ୍କ ସହିତ ନାଚୁଥିବା ବେଳେ ଶୁଟିଂ କରିଛନ୍ତି। […]

  • Thursday, 22 July 2021
kapil
ହଲିଉଡ ଫିଲ୍ମ ‘ଆଙ୍ଗ୍ରି ବାର୍ଡ୍‌-୨’ରେ କପିଲ୍ ଶର୍ମାଙ୍କ ଭଏସ୍

ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍‌ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍‌-୨’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍‌ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍‌ କରାଯିବା ପରେ ଭାରତରେ ରିଲିଜ କରାଯିବ। ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନ୍‌ରେ ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ କମେଡିଆନ୍‌ କପିଲ […]

  • Thursday, 22 July 2021
jagdish
‘ବାଲିକା ବଧୂ’ର ଜଗ୍ୟା ଏବେ ପ୍ରେମରେ ପଡ଼ିଛନ୍ତି: କିଏ ତାଙ୍କ ସ୍ୱପ୍ନର ନାୟିକା ?

ମୁମ୍ବାଇ: ଛୋଟ ପରଦାରେ ଧମାଲ ମଚାଇଥିବା ଶୋ’ ‘ବାଲିକା ବଧୂ’ର ଆକ୍ଟର ଅଭିନାଶ ମୁଖର୍ଜୀ ଉର୍ଫ ଜଗଦିଶ୍ ଆଜିକାଲି ବେଶ୍ ଖୁସି ଅଛନ୍ତି। କାରଣ ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ନାୟିକା ମିଳି ସାରିଛନ୍ତି। ଜଗଦିଶ୍‌ ଉର୍ଫ ଜଗ୍ୟା ଏବେ ପ୍ରେମରେ ପଡ଼ି ଯାଇଛନ୍ତି।  ନା ନା, ଆମେ କୌଣସି ରିଲ୍‌ ଷ୍ଟୋରି କଥା କହୁନୁ, ଜଗ୍ୟାଙ୍କୁ ଅସଲ ଜୀବନରେ ପ୍ରେମ ହୋଇ।ଯାଇଛି। ସେ ପୁଣି ଏମିତି ସେମିତି କାହା ସହ ନୁହଁ,  ମିସ୍‌ ଇଣ୍ଡିଆ ସଲୋନି ଲୁଥରାଙ୍କ ସହ। […]

  • Thursday, 22 July 2021
1-3
ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”ରେ ନଜର ଆସିଲେ ଓଡ଼ିଆ ପୁଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରିଲିଜ ହୋଇଛି କଙ୍ଗନା ରଣାୱତ୍‌ ଷ୍ଟାରର୍ ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”।  କଙ୍ଗନାଙ୍କ ବ୍ୟତୀତ ଏଥିରେ ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଓଡ଼ିଆ ଯୁବକ।  ଯୁବକ ଜଣକ ବଲାଙ୍ଗିର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ସେ ଫିଲ୍ମରେ ‘ହନୁମାନ’ ଏବଂ ମେଣ୍ଟାଲ ହସପିଟାଲର ‘ୱାର୍ଡ […]

  • Thursday, 22 July 2021