• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

WHO Chief
ବୁଷ୍ଟର୍ ଡୋଜ୍ ଏକ ସ୍କାଣ୍ଡାଲ, ତୁରନ୍ତ ବନ୍ଦ କରାଯାଉ: WHO

ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। 

NOROVIRUS
କରୋନା ପରେ ଏବେ ମାଡ଼ି ଆସୁଛି ନୋରୋ ଭାଇରସ୍‌, କେରଳରେ ୧୩ ସଂକ୍ରମିତ ଚିହ୍ନଟ

ୱାୟାନାଡ ଜିଲ୍ଲାର ଭିଥିରି ନିକଟ ପୁକୋଡେଠାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରହିଛି । ଦୁଇ ସପ୍ତାହ ପୂର୍ବେ ସେଠାକାର ୧୩ ଜଣ ଛାତ୍ରଙ୍କ ନିକଟରେ ଏହି ବିରଳ ନୋରୋ ଭାଇରସ୍‌ ଦେଖାଯାଇଥିଲା ।

Corona Third Wave
ମାଡ଼ି ଆସୁଛି ତୃତୀୟ ଲହର; ଭାଇରସ୍‌ ବଦଳାଉଛି ରୂପ, ଦେଖାଯାଉଛି ନୂଆ ଲକ୍ଷଣ..

କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି ।

Corona
ଡିସେମ୍ବର ସୁଦ୍ଧା ସରିବ କରୋନାର ପ୍ରଥମ ଡୋଜ୍ ଟିକାକରଣ !

ଡ଼ିସେମ୍ବର ସୁଦ୍ଧା ରାଜ୍ୟରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ଟିକାକରଣ ସାରିବାକୁ ରଖାଯାଇଛି ଲକ୍ଷ୍ୟ

Pet Dog, Coronavirus,
ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

Pet Dog, Coronavirus,
ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

କରୋନା ଆକ୍ରାନ୍ତ ହେଲା ପୋଷା କୁକୁର । ୟୁନାଇଟେଡ୍ କିଙ୍ଗଡମର ଗୋଟିଏ ପୋଷା କୁକୁର କରୋନା ଆକ୍ରାନ୍ତ ହୋଇଥିବା ସୂଚନା । କୁକୁରର ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । 

booster dose
କେବେ ନେବା ଉଚିତ କୋଭିଡ ଟିକାର ବୁଷ୍ଟର ଡୋଜ୍ ? ମତ ରଖିଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଇଲା

ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି କ୍ରିଷ୍ଣା ଇଲା

96 Nations Agree To Mutually Recognise Vaccination Certificates With India
ଭାରତୀୟ ଟିକାର ସଫଳତା

କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ମିଳିଛି ବଡ଼ ସଫଳତା..ଭାରତରେ ପ୍ରସ୍ତୁତ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାକୁ ୯୬ଟି ଦେଶର ମଂଜୁରୀ ମିଳିଲାଣି

India Places Orders For 1 Crore Zydus Cadila \'Needle-Free\' Covid Shots At Rs 265 Each
ବିନା ଛୁଞ୍ଚିରେ ଦିଆଯିବ କରୋନା କବଚ

କୋଟିଏ ଡୋଜ୍ ଜାଇଡସ୍ କାଡିଲା ଭ୍ଯା ଭ୍ୟାକ୍ସିନ୍ କିଣିବ କେନ୍ଦ୍ର। ଡୋଜ୍ ପିଛା ୨୬୫ ଟଙ୍କାରେ କିଣିବାକୁ କମ୍ପାନୀକୁ ମିଳିଛି ଅର୍ଡର ।

Zydus Cadila
ପିଲାଙ୍କ ପାଇଁ ଏକ କୋଟି କରୋନା ଟିକା କିଣିବେ କେନ୍ଦ୍ର ସରକାର

ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଏହି ଟିକା ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ବେଳେ ଏହାକୁ ବାହୁରେ ନିଆଯିବ । ଏଥିପାଇଁ ସିରିଞ୍ଜ ବଦଳରେ ଫାର୍ମା ଜେଟ୍ ଆପ୍ଲିକେଟର ଆବଶ୍ୟକତା ପଡ଼ିବ । ପ୍ରତି ଆପ୍ଲିକେଟରର ଦାମ୍ ରହିଛି ୯୩ ଟଙ୍କା । ତେଣୁ ଟିକା ଓ ଆପ୍ଲିକେଟରକୁ ମିଶାଇ ମୋଟ ୩୫୮ ଟଙ୍କା ପଡ଼ିବ ।

Present Covid Wave In Europe & China Is Because Of Delta Variant | Odisha Public Health Director
“ଟିକା ନେଇଥିଲେ ବି ରୁହନ୍ତୁ ସାବଧାନ”

କମିନି କରୋନାର ପ୍ରକୋପ । ସରିନି ତୃତୀୟ ଲହରିର ଆଶଙ୍କା । ଟୀକା ନେଇ ସାରିଥିବା ପରେ ବି ଆମକୁ ସତର୍କ ରହିବାକୁ ପଡିବ । ଏପରି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

COVID-19
'ତୃତୀୟ ଲହର ଭୟ ଏଯାଏଁ ଯାଇନି, ଆମକୁ ସତର୍କ ରହିବାକୁ ହେବ'

କମିନି ତୃତୀୟ ଲହର ଭୟ । ରାଜ୍ୟରେ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବିଜୟ ପାଣିଗ୍ରାହୀ ।

Molnupiravir
ଆସିଲା ପ୍ରଥମ କରୋନା ବଟିକା: ମଲନୁପିରାଭିରକୁ ବ୍ରିଟେନର ଅନୁମତି

ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା । ମଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Covid
କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା; ଆରମ୍ଭ ହେଲା ପ୍ରକ୍ରିୟା, ଜାଣନ୍ତୁ କ’ଣ ରହିଛି କ୍ରାଇଟେରିଆ

କୋଭିଡ୍ ଅନୁକମ୍ପା ରାଶି ଦେବା ନେଇ ପ୍ରକ୍ରିୟା ଆରମ୍ଭ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହିକ୍ରମରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ।

Covaxin
ସବୁ ପ୍ରତୀକ୍ଷାର ଅନ୍ତ, ଭାରତ ବାୟୋଟେକର କୋଭାକ୍ସିନକୁ ମିଳିଲା ହୁ’ ମାନ୍ୟତା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।

Covaxin Gets WHO Approval, Finally
ସ୍ୱଦେଶୀ ଟିକାକୁ ମିଳିଲା WHOର ଅନୁମତି

କୋଭାକ୍ସିନକୁ ମିଳିଲା WHOର ଅନୁମତି । ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ WHO ବୈଷୟିକ ଟିମ୍ ଅନୁମତି ଦେଇଛନ୍ତି ।

vaccination
ପ୍ରତି ଘର ଦୂଆର ଠକ୍ ଠକ୍ କରିବେ ସ୍ୱାସ୍ଥ୍ୟକର୍ମୀ

କାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍। କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।

Odisha\'s new COVID guidelines for November month. Check details
ଆଜିଠୁ ନୂଆ ଗାଇଡଲାଇନ୍

ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ..

New GuideLine
ଆଜିଠୁ ଲାଗୁ ହେବ ନୂଆ ଗାଇଡଲାଇନ୍

ଆଜିଠାରୁ ଲାଗୁ ହୋଇଛି ନୂଆ କରୋନା ଗାଇଡ୍ ଲାଇନ୍ । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ

Covid guidelines
ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍: ଝୁଲିଲା ବାଣ ନିଷ୍ପତ୍ତି

ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।

New Guideline From November
ନଭେମ୍ବର ୧ରୁ ଏସବୁ ବଡ଼ ପରିବର୍ତ୍ତନ, ଜୀବନଶୈଳୀ ଉପରେ ପଡ଼ିବ କି ପ୍ରଭାବ?

ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି। ଚୁଲି ମୁଣ୍ଡଠାରୁ ଆରମ୍ଭ ବୁଲିବା ପର୍ଯ୍ୟନ୍ତ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଏବେ ହିଁ ଜାଣନ୍ତୁ।

new covid guidelines
କୋଭିଡ୍‌ କଟକଣା କୋହଳ କଲା BMC

ପୂର୍ବରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।  

Phizer Vaccine
ଆସିଲା ଶିଶୁଙ୍କ ପାଇଁ କରୋନା କବଚ

ଶିଶୁଙ୍କ ପାଇଁ ଆସିଲା କରୋନା କବଚ । ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା । ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା । ଏ ନିଷ୍ପତ୍ତି ନେଇଛନ୍ତି ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନର।

covid 19
୨୪ ଘଣ୍ଟାରେ ରାଜ୍ୟରେ ୩୭୪ ପଜିଟିଭ ଚିହ୍ନଟ; ୪ ମୃତ

ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Pfizer
ଶିଶୁଙ୍କ ପାଇଁ କରୋନା କରୋନା କବଚ ଫାଇଜର୍‌...

କୋଭିଡ୍ କାଳରେ ଆମେରିକାର ଶିଶୁଙ୍କ ପାଇଁ କରୋନା କବଚ । ଆମେରିକାରେ ଶିଶୁ ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ୫ରୁ ୧୧ ବର୍ଷ ଶିଶୁଙ୍କୁ ଫାଇଜର ଟିକା ଦିଆଯିବା ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।