Advertisment

ପ୍ରତି ଘର ଦୂଆର ଠକ୍ ଠକ୍ କରିବେ ସ୍ୱାସ୍ଥ୍ୟକର୍ମୀ

କାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍। କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।

author-image
Otv Khabar Bureau

କାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍।

Advertisment

କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।

Odisha
Advertisment
Advertisment