Advertisment

ଆସିଲା ଶିଶୁଙ୍କ ପାଇଁ କରୋନା କବଚ

ଶିଶୁଙ୍କ ପାଇଁ ଆସିଲା କରୋନା କବଚ । ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା । ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା । ଏ ନିଷ୍ପତ୍ତି ନେଇଛନ୍ତି ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନର।

author-image
Otv Khabar Bureau

ଶିଶୁଙ୍କ ପାଇଁ ଆସିଲା କରୋନା କବଚ । ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା ।

Advertisment

ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା । ଏ ନିଷ୍ପତ୍ତି ନେଇଛନ୍ତି ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନର।

COVID-19 Vaccine Pfizer Children Aged 5-11 Years
Advertisment
Advertisment