• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

Rs 5 And Rs 10 old Coins
ଆପଣଙ୍କ ପାଖରେ ଏପରି ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ ଅଛି କି ? ହୋଇପାରନ୍ତି ଲକ୍ଷପତି

ଆପଣଙ୍କୁ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲ ଲାଗେ କି ? ଆପଣଙ୍କ ପାଖରେ ପୁରୁଣା କଏନ ଅଛି କି ? ତା’ହେଲେ ହୁଏତଏହା ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ ପୁରୁଣା କଏନକୁ ବିକ୍ରି କରି ଆପଣ ଏବେ ଲକ୍ଷପତି ହୋଇପାରନ୍ତି।

Gold Price Hike
କିଛି ଦିନ କମିବା ପରେ ପୁଣି ବଢ଼ିଲା ସୁନା ଦର

ଫ୍ୟୁଚର ଟ୍ରେଡ୍‌ରେ ସୁନା ଦର ଗୋଟିଏ ଦିନ ହ୍ରାସ ପାଇବା ପରେ ଆଜି ସକାଳେ ସୁନା ଦରରେ ବୃଦ୍ଧି ଘଟିଛି। ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

bamboo craft
ସଙ୍କଟରେ ବାଉଁଶ କାରିଗରୀ : ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ

ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।

gold price
୪ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୩୬୦ ଟଙ୍କାରେ ପହଞ୍ଚିଛି।

gold prices rise
ବଢ଼ିଲା ସୁନା ଦର

ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।

gold price fall
ଅଲ୍‌ ଟାଇମ୍‌ ହାଇ ରେକର୍ଡରୁ ୧୧ ହଜାର ଟଙ୍କା ଶସ୍ତା ହେଲା ସୁନା, ରୂପା ଦର ବି କମିଲା

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ହୁଏତ ଆପଣଙ୍କ ପାଇଁ ଏହା ଖୁସି ଖବର। Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬ ହଜାର ଟଙ୍କା ତଳକୁ ଖସିଛି। MCXରେ ଗତ ୩ କାରବାରରେ ସୁନା ଦର ୧.୩% ହ୍ରାସ ପାଇଛି।

 Bronze sculpture
ସଙ୍କଟରେ ପିତଳ ମୂର୍ତ୍ତି କାରିଗର

ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା ନଥିବାବେଳେ ସଂକଟରେ ଜୀବନ ବିତାଉଛନ୍ତି ପିତଳ ମୂର୍ତ୍ତି କାରିଗର ।

CM Naveen Pattnaik
ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ।

gold ornaments
ପୁଣି କମିଲା ସୁନା ଦର

ଗତ ସପ୍ତାହରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଚଳିତ ସପ୍ତାହରେ ଉଭୟ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ହେଲେ ଆଜି Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଛି।

gold ornaments
ଏହି ସହରରେ ୫୦ ହଜାର ଟପିଲା ସୁନା ଦର

ଗତ ସପ୍ତାହରେ ସୁନା-ରୂପା ଦର କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସରେ କାରବାର ଚାଲିଥିଲା। ଜୁଲାଇ ୩୦ରେ ସୁନା ଦର ବୃଦ୍ଧି ଘଟିଥିଲା।

Gold Price
ସୁନା ବଜାରରେ ଆଶ୍ୱସ୍ତି : ୭ ହଜାର ପର୍ଯ୍ୟନ୍ତ ଶସ୍ତା

ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ବିଳମ୍ବ କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ବର୍ତ୍ତମାନ ସୁନା କିଣିବା ବିନିଯୋଗ କ୍ଷେତ୍ରରେ ମଧ୍ୟ ଲାଭ ଦେଇପାରେ। ପୁଣି ଥରେ ସୁନାରେ ଉତ୍ସାହ ବଢୁଥିବା ପରି ମନେ ହେଉଛି। ଜୁଲାଇର ଶେଷ ବାଣିଜ୍ୟ ଦିନ ଶୁକ୍ରବାର (ଜୁଲାଇ ୩୦) ସୁନା-ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା।

gold ornaments
୨ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଲଗାତାର ୨ ଦିନ ସୁନା ଦର ବୃଦ୍ଧି ପାଇବା ବରେ ଆଜି Multi Commodity Exchange(MCX)ରେ ସୁନା-ରୁପା ଦର ହ୍ରାସ ପାଇଛି।MCXରେ ଆଜି ସୁନା ୦.୦୩% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା।

gold ornaments
ବଢ଼ିଲା ସୁନା ଦର

ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ଆଜି  Multi Commodity Exchange(MCX)ରେ ସୁନା-ରୁପା ଦରରେ ସାମାନ୍ୟ ବୃଦ୍ଧି  ପାଇଛି।

gold ornaments
ଦୀପାବଳି ପୂର୍ବରୁ ମହଙ୍ଗା ହୋଇପାରେ ସୁନା

ବର୍ତ୍ତମାନ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି। 

jio
ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଏକ ଖୁସି ଖବର ଆଣିଛି। ଏୟାରଟେଲ ଏବଂ ଭୋଡାଫୋନ୍ ପରେ ବର୍ତ୍ତମାନ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ଲାନ୍‌କୁ ବୃଦ୍ଧି କରିଛି। ଯଦି ଆପଣଙ୍କର ରିଚାର୍ଜର ଭ୍ୟାଲିଡିଟି ସମାପ୍ତ ହୋଇଛି, ତେବେ ଆପଣଙ୍କର ଆସୁଥିବା(ଇନ୍‌କମିଙ୍ଗ୍‌) କଲ୍ ର ସୁବିଧା ପାଇପାରିବେ। ଜିଓ ଏହି ନିଷ୍ପତ୍ତି ନେଇଛି ପ୍ରିୟ ଉପଭୋକ୍ତାମାନଙ୍କ ପାଇଁ, ଯାହାଦ୍ୱାରା ଉପଭୋକ୍ତାମାନେ ଲକଡାଉନ୍ ସମୟରେ ନିଜ ଲୋକଙ୍କ ସହ ଯୋଗାଯୋଗରେ ରହିପାରିବେ। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି […]

  • Monday, 26 July 2021
samsung galaxy m12
ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ(Samsung) ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଭଲ ଖବର। ସାମ୍‌ସଙ୍ଗ ଏହାର Galaxy M12 ଫୋନ୍‌ର ଦାମ୍‌ କମ୍‌ କରିଛି। ଏବେ ଆପଣ ଏହି ଫୋନ୍‌ ଶସ୍ତାରେ କିଣିପାରିବେ।

gold ornaments
ପୁଣି କମିଲା ସୁନା ଦର

ଆଜି ମଧ୍ୟ ସୁନା-ରୂପା ଦରରେ ହ୍ରାସ ଘଟିଛି। ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୬ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି।

gold ornaments
ଲଗାତାର ୫ ଦିନ ପାଇଁ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୫ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଦର ହ୍ରାସ ପାଇଛି।

talking on phone
ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ନୂଆଦିଲ୍ଲୀ: ଫେଷ୍ଟିଭ୍‌ ସିଜନ୍‌ରେ ମୋବାଇଲ୍‌ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍‌ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍‌ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍‌ ସୁବିଧା ଆଣିଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଟେଲିକମ୍‌ କମ୍ପାନୀ ହେଲା […]

  • Wednesday, 21 July 2021
mobile lost
ଏବେ ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ଚୋରି ହୋଇଗଲେ ଆମକୁ ବହୁତ ଦୁଃଖ ଲାଗିଥାଏ। ଆଉ ଯଦି ତାହା ନୂଆ ମୋବାଇଲ୍‌ ହୋଇଥାଏ ତେବେ ଆହୁରି ମନ ଖରାପ ହୋଇଥାଏ। ଏବେ ନା ଆପଣଙ୍କୁ ଆଉ ଦୁଃଖ ଲାଗିବ ନା ମନ ଖରାପ ହେବ। କାହିଁକି ନା ଏବେ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍‌ ଆପଣଙ୍କୁ ସଜଜରେ ମିଳିପାରିବ। ଏନେଇ ଖୁବ୍‌ଶୀଘ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଯଦି ଆପଣଙ୍କର ମୋବାଇଲ୍‌ ହଜି ଯାଇଛି ତେବେ […]

  • Wednesday, 21 July 2021
facebook
ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ରେ ବନ୍ଦ ହେବାକୁ ଯାଉଛି ଆପଣଙ୍କର ସବୁଠୁ ପସନ୍ଦର ଫିଚର

ନୂଆଦିଲ୍ଲୀ: ବିଶ୍ୱର ବଡ଼ ସୋଶାଲ୍‌ ମିଡିଆ ପ୍ଲାଟ୍‌ପର୍ମ କୁହାଯାଉଥିବା ‘ଫେସ୍‌ବୁକ୍‌’ରେ ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏମିତି ଏକ ଫିଚର ଯାହାକୁ ୟୁଜର୍ସ ମାନେ ଅଧିକ ପସନ୍ଦ କରନ୍ତି। ଏହି ଫିଚର ବନ୍ଦ ହେବା ଫଳରେ ଆପଣମାନଙ୍କ ପୋଷ୍ଟରେ ମିଳୁଥିବା ‘ଲାଇକ୍‌’ ସଂଖ୍ୟା ଆପଣମାନଙ୍କର ସାଙ୍ଗ ଓ ଅନ୍ୟ ୟୁଜର୍ସ ମାନେ ଆଉ ଦେଖିବାକୁ ପାଇବେ ନାହିଁ। କାହିଁକି ନା ଫେସୁବୁକ୍‌ ତା’ର ପ୍ଲାଟ୍‌ଫର୍ମରୁ ‘Like Count’ ହଟାଇବାକୁ ଯାଉଛି ବୋଲି ଜଣାପଡ଼ିଛି। ଏଭଳି ହେବା […]

  • Wednesday, 21 July 2021
nex 3
ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ସ୍ମାର୍ଟଫୋନ୍‌ Vivo Nex 3 5G ଲଞ୍ଚ୍‌ କରିବା ପୂର୍ବରୁ ଏହି ଫୋନ୍‌ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍‌ ଏହି ଫୋନ୍‌ରେ କ’ଣ କ’ଣ ସବୁ ନୂଆ ଫିଚର ରହିଛି ତାହା ଲିକ୍‌ ହୋଇଥିବା ଜଣାପଡ଼ିଛି। ଲିକ୍‌ ହୋଇଥିବା ରିପୋର୍ଟ ଅନୁସାରେ ଏହି ସ୍ମାର୍ଟଫୋନ୍‌ରେ ୱାଟର୍‌ଫଲ୍‌ ଡିସ୍‌ପ୍ଲେ ଡିଜାଇନ୍‌ ରହିଛି। ଏହାଛଡ଼ା ଏଥିରେ 5G variant ଓ ଟ୍ରିପଲ୍‌ ରିଅର୍‌ କ୍ୟାମେରା ସେଟ୍‌ […]

  • Wednesday, 21 July 2021
jio
ଗ୍ରାହକଙ୍କୁ ଜିଓ ଦେଇପାରେ ସ୍ପେଶାଲ୍‌ ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତା’ର ଗ୍ରାହକମାନଙ୍କୁ ଏକ ସ୍ପେଶାଲ୍‌ ସରପ୍ରାଇଜ୍‌ ଦେଇପାରେ। ଏହି ସ୍ପେଶାଲ୍‌ ସରପ୍ରାଇଜ୍‌ ମାଧ୍ୟମରେ ଜିଓ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫାଇଭର ଟୁ ଦ ହୋମ୍‌(ଏଫ୍‌ଟିଟିଏଚ୍‌) ସର୍ଭିସ୍‌ ଘୋଷଣା କରିଛନ୍ତି। ଯାହାକୁ ଜିଓ ଜିଗାଫାଇଭର(GigaFiber) ବୋଲି କୁହାଯାଉଛି। ସେପ୍ଟେମ୍ବର ୫ରେ ଏହାର କମର୍ସିଆଲ୍‌ ଲଞ୍ଚ୍‌ ହେବ। ୨୦୧୮ରେ ରିଲାଏନ୍ସ ଏହାର ଜିଓ ଜିଗାଫାଇଭର୍‌ ସର୍ଭିସ୍‌ ଘୋଷଣା କରିଥିଲା। ଏହାପରେ  ଜିଓ ଜିଗାଫାଇଭର୍‌ ପ୍ରିଭ୍ୟୁ […]

  • Wednesday, 21 July 2021
atm
ଏଟିଏମ୍‌ରେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ

ନୂଆଦିଲ୍ଲୀ: ଏଟିଏମ୍‌ରେ ଜାଲିଆତି କରି ଟଙ୍କା ଉଠାଣ ତଥା ଠକାମିରୁ ଗ୍ରାହକମାନେ କିଭଳି ଏଥିରୁ ବର୍ତ୍ତିବେ ସେନେଇ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଏଟିଏମ୍‌ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ(OTP)ର ଆବଶ୍ୟକତା ପଡ଼ିବ। ଫଳରେ ନା ଆଉ ଏଥିରେ ଜାଲିଆତି କରିହେବ ନା କିଛି ଠକାମି। ନୂଆ ନିୟମ ଅନୁଯାୟୀ, ଏଟିଏମ୍‌ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ OTP ଆବଶ୍ୟକ […]

  • Wednesday, 21 July 2021
samsung
ଶସ୍ତା ହେଲା Samsungର ଏହି ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung) ତା’ର ୨ଟି ସ୍ମାର୍ଟଫୋନ୍‌ର ଦାମ୍‌ କମାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍‌ ହେଲା- Galaxy M20 ଓ Galaxy M30। Galaxy M30ର ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୧୩ ହଜାର ୯୯୦ଟଙ୍କା ରହିଛି। ଏହାର ଦାମ୍‌ ପୂର୍ବରୁ ୧୪ ହଜାର ୯୯୦ ଥିଲା। ସେହିପରି ୬ଜିବି, ୧୨୮ଜିବି ୱାରେଣ୍ଟିର ମୂଲ୍ୟ ୧୬ ହଜାର ୯୯୦ରେ ରହିଛି। ପୂର୍ବରୁ ଏହାର ମୂଲ୍ୟ ୧୭ ହଜାର ୯୯୦ ଥିଲା। ସେହିପରି Galaxy M20ର ୩ଜିବି, ୩୨ଜିବି […]

  • Wednesday, 21 July 2021