Advertisment

ବଡ଼ ଘୋଷଣା: ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ

ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍‌ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Union Budget 2023 Live Updates

No Income Tax For Those Earning Upto 7 Lakhs

କେନ୍ଦ୍ର ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍‌ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା...

  • ଆୟକର ସ୍ଲାବ୍‌ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
  • ନୂଆ ଆୟକର ସ୍ଲାବ୍ ପ୍ଲାନ୍‌ ମଧ୍ୟ ଘୋଷଣା
  • ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ

Live Updates: ବଢିବ ନିଯୁକ୍ତି ସୁଯୋଗ, ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ

  • ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
  • ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
  • ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
  • ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
  • ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
Advertisment

ଅଧିକ ପଢ଼ନ୍ତୁ: କୃଷି ସମ୍ବନ୍ଧୀୟ ଷ୍ଟାର୍ଟଅପକୁ ପ୍ରାଥମିକତା :ନିର୍ମଳା ସୀତାରମଣ

Nirmala Sitharaman Union Budget Budget Session
Advertisment
Advertisment