/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675235726.jpg)
Budget 2023
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।
Advertisment
- ଖେଳନା, ସାଇକେଲ୍, ଅଟୋମୋବାଇଲ୍ ଶସ୍ତା ହେବ
- ବୈଦ୍ୟୁତିକ ଯାନ ଶସ୍ତା ହେବ
- ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ
- ସୁନା ବି ମହଙ୍ଗା
Live Updates: କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ
- ଦେଶ କିଚେନ୍ ଚିମିନି ମହଙ୍ଗା ହେବ
- କିଛି ମୋବାଇଲ୍ ଫୋନ୍, କ୍ୟାମେରା ଲେନ୍ସ ଶସ୍ତା ହେବ
- ସିଗାରେଟ୍ ମହଙ୍ଗା ହେବ
- ଷ୍ଟିଲ୍, ଟିଭି ଶସ୍ତା ହେବ
- ପୋଷାକ, ହେଡ୍ ଫୋନ୍ ମହଙ୍ଗା
ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)