• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

v
ମେ’ ୧୪ରେ ବଜାରକୁ ଆସୁଛି ୱାନପ୍ଲସ୍୭ ସିରିଜ

ଭୁବନେଶ୍ଵର: ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍‌କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍‌ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି ଆକର୍ଷଣୀୟ ଅଫର। କମ୍ପାନୀର ସୂଚନା ଅନୁସାରେ ଯେଉଁ ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି ବା ନୂଆ କରି ଜିଓ ସବ୍‌ସ୍କ୍ରାଇବ୍ କରିବେ ସେମାନେ ଏହି ସବୁଧା ପାଇବେ। […]

  • Wednesday, 21 July 2021
1m
ସବୁ ଦୋକାନରେ କ୍ୟୁଆର୍ କୋଡ୍ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ। ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା […]

13
୪% ହ୍ରାସ ପାଇଛି ଭାରତର ଅଶୋଧିତ ତୈଳ ଉତ୍ପାଦନ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୪% ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଏବଂ ଅଏଲ୍‌ ଇଣ୍ଡିଆ ଲିମିଟେଡ୍(ଓଆଇଏଲ୍) ନିଜର ଉତ୍ପାଦନ ଲକ୍ଷ୍ୟ ହାସଲ କରି ନ ପାରିବାରୁ ଏଭଳି ଘଟିଛି। ଗୁରୁବାର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜଣା ପଡ଼ିଛି। ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ମୋଟ ୩୫.୭ ମିଲିୟନ ଟନ ଅଶୋଧିତ ତୈଳ ଉତ୍ପନ […]

  • Wednesday, 21 July 2021
Xiaomi Redmi 6A
କମିଲା Xiaomi Redmi 6Aର ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ Xiaomi Redmi 6Aର ମୂଲ୍ୟ କମିଛି। Xiaomi Redmi ର ମୂଲ୍ୟ ୮ହଜାର ୪୯୯ଟଙ୍କା ଥିବା ବେଳେ Xiaomi Redmi 6A ସ୍ମାର୍ଟଫୋନ୍‌ର ମୂଲ୍ୟ ୬ ହଜାର ୫୯୨ ଥିଲା। ବର୍ତ୍ତମାନ Xiaomi Redmi 6Aର ମୂଲ୍ୟ କମିଥିବା ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ମୂଲ୍ୟ ୫ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଥିରେ 2GB RAM/ 16GB storage variant ରହିଛି। ସେହିପରି 2GB RAM/ 32GB storage variantର […]

  • Tuesday, 20 July 2021
oil price
ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର : ଅାଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ପ୍ରାୟ ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ମୁମ୍ବାଇରେ ୯୦ ଟଙ୍କା ପାର କରିଛି ପେଟ୍ରୋଲ। ମୁମ୍ବାଇରେ ୯ ପଇସା ବଢି ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ୮୪ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ମଧ୍ୟ ୯ ପଇସା ବଢି ପେଟ୍ରୋଲ ଲିଟର ୮୩ ଟଙ୍କା ୪୯ […]

  • Tuesday, 20 July 2021
small saving
ବିଭିନ୍ନ ଡିପୋଜିଟ୍ ସ୍କିମରେ ସୁଧ ହାର ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଜମାକାରୀଙ୍କ ପାଇଁ ଭଲ ଖବର। ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧ ହାରରେ ୦.୪ ପ୍ରତିଶତ ବୃଦ୍ଧି  କରିଛନ୍ତି ସରକାର। ଚଳିତ ଅାର୍ଥିକ ବର୍ଷର ପରବର୍ତ୍ତୀ ତ୍ରୟ ମାସିକ ଅବଧି ପାଇଁ ଏହି ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି। ତେଣୁ ଅାସନ୍ତା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ତ୍ରୟ ମାସିକ ଅବଧି ପାଇଁ ଏହା ଲାଗୁ ହେବ। ଏହା ଫଳରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ନ୍ୟାସନାଲ ସେଭିଂ […]

  • Tuesday, 20 July 2021
a7
ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ। samsung galaxy A7 ବିଶେଷତ୍ତ୍ୱ କ୍ୟାମେରା: samsung galaxy A7ର […]

  • Tuesday, 20 July 2021
jio
ଏହି ଚକୋଲେଟ୍‌ କିଣିଲେ ଆପଣ ପାଇପାରିବେ 1GB 4G ଡାଟା

ନୂଆଦିଲ୍ଲୀ: ଜିଓ ମନାଉଛି ତାହାର ଦିତ୍ୱୀୟ ବାର୍ଷିକ ଉତ୍ସବ। ଏହି ଅବସରରେ ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଜିଓ ଗ୍ରାହକମାନଙ୍କୁ 10 GB ମାଗଣା ୪ଜି ଡାଟା ପ୍ରଦାନ କରୁଛି। Jio Celebrations pack ସହିତ ‘ଜିଓ’ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯାଉଛି। ଜିଓର ଆକ୍ଟିଭ୍‌ ୟୁଜର୍ସ ଏହି ଡାଟାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ସେପ୍ଟେମ୍ବର ୭ରେ କମ୍ପାନୀ ଏହି ଆକର୍ଷଣୀୟ ଅଫର ପ୍ରଦାନ କରିଛି। ପ୍ରତ୍ୟେକ […]

  • Tuesday, 20 July 2021
6
୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

  • Tuesday, 20 July 2021
income tax
ଚଳିତ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ୩.୧୭ କୋଟି ଆୟକର ରିଟର୍ଣ୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୫.୪୨ କୋଟିରେ ପହଞ୍ଚିଛି। ମନ୍ତ୍ରାଳୟ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ୩ କୋଟିରୁ ଅଧିକ ବେତନଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଫାଇଲ୍‌ ବୃଦ୍ଧି ପାଇବାର କାରଣ […]

  • Tuesday, 20 July 2021
rupees2-up
ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଅାଜି ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୨୩ ପଇସା ହ୍ରାସ ପାଇଛି। ଫଳରେ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୮୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଇଥିବାରୁ […]

  • Tuesday, 20 July 2021
jio3-up
Jio.comରେ jio phone 2ର ୨ୟ ପର୍ଯ୍ୟାୟ ଫ୍ଲାଶ୍ ସେଲ୍‌

ପୁଣି ଗୁରୁବାର ପୂର୍ବାହ୍ନ୧୨ଟାରେ Jio.comରେ jio phone 2ର ସେଲ୍‌ ଆରମ୍ଭ ହୋଇଛି । ପାଖାପାଖି ୨ ସପ୍ତାହର ବ୍ୟବଧାନ ପରେ ଏହି jio phone 2ର ଫ୍ଲାଶ୍ ସେଲ୍‌  କରାଯାଇଛି ।  ପ୍ରଥମ ସେଲ୍‌ କିଛି ମିନିଟ୍‌ରେ ସରିଯାଇଥିଲା।  ଏହି ସମୟରେ ଅନେକ ୟୁଜରଙ୍କୁ  ‘page under maintenance’ ର ମେସେଜ୍‌ ମିଳିଥିଲା। jio phone 2ର ଦାମ୍‌  ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ଏହି ସ୍ମାର୍ଟ୍‌ ଫୋନ୍‌ jio phone […]

  • Tuesday, 20 July 2021
samsung
ବଜାରକୁ ଆସିଲା ସାମ୍‌ସଙ୍ଗ୍‌ galaxy j2 core

ନୂଆଦିଲ୍ଲୀ: ସାମସଙ୍ଗ୍‌ କମ୍ପାନି galaxy j2 ମଡେଲ୍‌କୁ ବଜାରକୁ ଛାଡ଼ିଛି। ଏହି ସ୍ମାର୍ଟଫୋନ୍‌ android go ପ୍ଲାଟ୍‌ଫର୍ମରେ ଚାଲୁଥିବା କମ୍ପାନିର ପ୍ରଥମ ସ୍ମାର୍ଟଫୋନ୍‌। ଏହି ଫୋନ୍‌କୁ ଭାରତ ସମେତ ମାଲେସିଆରେ ଲଞ୍ଚ କରାଯାଇଛି।  ଏହି ଫୋନ୍‌ରେ android 8.1 oreo (go edition) ଫିଚର ରହିଛି। ଏହାର ଦର ୭ ହଜାର ଟଙ୍କାରୁ ମଧ୍ୟ କମ୍‌ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାମ୍‌ସଙ୍ଗ ଗ୍ୟାଲେକ୍ସି j2 coreର ବିଶେଷତ୍ୱ ୫ଇଞ୍ଚର ଡିସ୍‌ପ୍ଲେ ସ୍କ୍ରିନ୍‌ କ୍ୱାଡ୍‌କୋର exynos […]

  • Tuesday, 20 July 2021
IT
୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ ହୋଇଛି। ଗୌହାଟୀରେ ଅନୁଷ୍ଠିତ ୨ ଦିନଆ ସମ୍ମିଳନୀରେ ସେଣ୍ଟ୍ରାଲ ବୋର୍ଡ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ର ସଦସ୍ୟ ଶାବ୍ରି ଭଟ୍ଟଶାଲୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୭- ୧୮ ଆର୍ଥିକ ବର୍ଷରେ ୬.୯୨ କୋଟି ଆଇ-ଟି ରିଟର୍ଣ୍ଣସ୍‌ ଦାଖଲ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୫.୬୧ କୋଟି ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩୧ କୋଟି ଅଧିକ ରହିଛି। ତେବେ […]

  • Tuesday, 20 July 2021
maruti
କାର୍‌ ଦର ବଢ଼ାଇଲା ମାରୁତି ସୁଜୁକି

ନୂଆଦିଲ୍ଲୀ: ‘ମାରୁତି ସୁଜୁକି ଇଣ୍ଡିଆ’ ଭାରତରେ ଏକ ବୃହତ୍‌ କାର୍‌ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ। ଏହି ସଂସ୍ଥା ତାର ସମସ୍ତ କାର୍‌ର ମୂଲ୍ୟ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବସ୍ତୁ ଓ ବିତରଣ ମୂଲ୍ୟ ବୃଦ୍ଧି ଓ ପ୍ରତିକୂଳ ବିଦେଶ ମୁଦ୍ରାନୀତି ଯୋଗୁ ଏହି ଦର ବୃଦ୍ଧି କରାଯାଇଛି। ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସଂଖ୍ୟକ ହ୍ରାସ ହୋଇଥିଲା। ଯାହାର ପ୍ରଭାବ ଭାରତୀୟ ବଜାରରେ […]

  • Tuesday, 20 July 2021
vlcsnap-error658
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ନିବେଶକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆସନ୍ତା ୨୦୨୦ ସୁଦ୍ଧା ଶ୍ରେଷ୍ଠ ୩ଟି ଷ୍ଟାର୍ଟ ଅପ୍‌ ରାଜ୍ୟ ଭିତରେ ଓଡିଶା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି। ଏଥିସହ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିବେଶକଙ୍କୁ ସବୁ ପ୍ରକାର ସୁବିଧା ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେବା ସହ ଅଳ୍ପଦିନ ମଧ୍ୟରେ ୨୫୦ରୁ […]

  • Monday, 19 July 2021
make in odisha
ମେକ୍ ଇନ୍ ଓଡ଼ିଶା ପାଇଁ କାଲି ମୁମ୍ବାଇରେ ରୋଡ୍ ସୋ

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ନବୀନ। କାଲି ସେଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ନବୀନ କରିବେ ରୋଡ୍‌ସୋ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା ବି କରିବେ। ସାଙ୍ଗରେ ରହିବେ ଶିଳ୍ପମନ୍ତ୍ରୀଙ୍କ ସହ ବିଭାଗର ପୁରା ଟିମ୍‌। ରୋଡ୍ ସୋ ବେଳେ ଫୋକସ୍‌ରେ ରହିବ ପୁଞ୍ଜିନିବେଶକାରୀଙ୍କ ପାଇଁ ରାଜ୍ୟର ପ୍ରୋତ୍ସାହନ। ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଉତ୍ସଗୀକୃତ ବ୍ୟବସ୍ଥା ଓ ଶିଳ୍ପର ଉନ୍ନତି ପାଇଁ ସରକାର ଗଠନ କରିଥିବା […]

  • Monday, 19 July 2021
goair
ଆକାଶରେ ଉଡ଼ିବାକୁ ଇଚ୍ଛା କି? ମାତ୍ର ୧୦୯୯ଟଙ୍କାରେ ସ୍ୱପ୍ନ ହେବ ସତ

ନୂଆଦିଲ୍ଲୀ: ଫ୍ଲାଇଟ୍‌ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍‌ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍‌ଦାର ଅଫର ଆଣିଛି। ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର ସୁଯୋଗ ଦେବାକୁ ‘ଗୋ ଏୟାର’ ଶନିବାର ଗ୍ରେଟ୍‌ ଫେଷ୍ଟିଭାଲ୍‌ ସେଲ୍‌ସ’ ପ୍ୟାକେଜ୍‌ ଲଂଚ୍‌ କରିଛି। ଏହି ପ୍ୟାକେଜ୍‌ରେ ୧୦୯୯ ଟଙ୍କାରେ ଯାତ୍ରା କରିପାରିବେ। ଟିକେଟ୍‌ ବୁକ୍‌ କରିବାର […]

  • Monday, 19 July 2021
decline
ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍

ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ ଖସିଅାସିଛି । ସଂସ୍ଥା ପକ୍ଷରୁ ୪ଟି କ୍ଷେତ୍ର ଅାଧାରରେ ଏହି ସର୍ଭେ କରାଯାଇଥିଲା- କୁଶଳୀ ଶ୍ରମିକ କ୍ଷେତ୍ରରେ ଓଡ଼ିଶା ୪ ପାଦ ତଳକୁ ଖସିଥିବାବେଳେ, ଭିତ୍ତିଭୂମିରେ ୫, […]

  • Monday, 19 July 2021
sukanya
ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ବଦଳିଲା, ବାର୍ଷିକ ଜମାରାଶି ସର୍ବନିମ୍ନ ୨୫୦ ଟଙ୍କା ହେଲା

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷରେ ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବାର୍ଷିକ ଜମାରାଶି ସର୍ବନିମ୍ନ ୧୦୦୦ ଟଙ୍କା ଥିବାବେଳେ ଏବେ ଏହାକୁ କମାଇ ୨୫୦ ଟଙ୍କା କରିଛନ୍ତି ସରକାର। ପରିବର୍ତ୍ତିତ ନିୟମ ଅନୁଯାୟୀ, ବର୍ତ୍ତମାନ କେବଳ ୨୫୦ ଟଙ୍କାରେ ହିଁ ଖାତା ଖୋଲାଯାଇ ପାରିବ। ଏଥିସହିତ ପ୍ରତିବର୍ଷ ୧୦୦୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଜମା କରିହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ […]

  • Monday, 19 July 2021
jio phone
ଜିଓ ଆଣିଲା ଆଉ ଏକ ଶସ୍ତା ଫୋନ,ରହିଛି ହ୍ୱାଟ୍ସଆପ୍‌ ଆଉ ୟୁଟ୍ୟୁବ୍‌ ସୁବିଧା

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍‌ ଜେନେରାଲ ମିଟିଂରେ ଏହି ଫୋନ୍‌ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’। ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ହ୍ୱାଟ୍ସଆପ୍‌ ଓ ୟୁଟ୍ୟୁବ ଭଳି ଅନେକ ସୁବିଧା  ରହିଛି। ବଜାରରେ ଏହା […]

  • Monday, 19 July 2021
gst-1
କେନ୍ଦ୍ର ପାଳନ କରୁଛି ଜିଏସଟି ଡେ

ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସଟି ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସ୍‌ଟି ପ୍ରଚଳନର ଅନେକ […]

  • Monday, 19 July 2021
bsnl
ଫିଫା ବିଶ୍ୱକପ୍‌ ; ଅଫର ପାଇଁ  ଟେଲିକମ୍ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା

ଫିଫା ବିଶ୍ୱକପ୍‌କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ। ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍‌ରୁ ଜୁଲାଇ ୧୫ ପର୍ଯ୍ୟନ୍ତ  […]

  • Monday, 19 July 2021
postal
ଡାକ ବିଭାଗର ଏହି ସ୍କିମ୍ ସଂପର୍କରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ବିଭିନ୍ନ ପ୍ରକାର ଡିପୋଜିଟ୍ ସ୍କିମ୍ ରହିଛି । ସେଭିଂ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ବା ମିଆଦି ଜମା ପର୍ଯ୍ୟନ୍ତ ବହୁତ ସ୍କିମ୍ ରହିଛି, ଯେଉଁଥିରେ ଲାଭଜନକ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଏଭଳି ଏକ ସ୍କିମ ଯେଉଁଥିରେ ପ୍ରତି ମାସରେ ଇନକମ୍ ହେବ ତାହେଲେ ସେମିତି ଏକ ସ୍କିମ ହେଉଛି ଏମଆଇସି । ଆସନ୍ତୁ ଜାଣିବା ଏହି ସ୍କିମ୍ ସମ୍ପର୍କରେ ପୋଷ୍ଟ ଅଫିସ ମନ୍ଥଲି୍ ଇନକମ୍ ସ୍କିମ୍ […]

  • Saturday, 17 July 2021
jio
ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଆଣିଲା ନୂଆ ପ୍ରିପେଡ୍‌ ପ୍ଲାନ୍‌

ଶ୍ରୀନଗର : ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ଜିଓ ପକ୍ଷରୁ ୧୦୨ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଅମରନାଥ ଶ୍ରଦ୍ଧାଳୁଙ୍କୁ ଯୋଗଇ ଦିଆଯିବ। ଏହି ପ୍ଲାନ୍‌କୁ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି, ଦେଶର ଅନ୍ୟ ଅଂଚଳର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି। ଏଥିପାଇଁ ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟା ସାମ୍ନାର […]

  • Saturday, 17 July 2021